ପୁଣି କଂଗ୍ରେସକୁ ଫେରିବେ ପୁରୁଖା ନେତା । ଦଳରୁ ଦୁରେଇ ଯାଇଥିବା ତଥା ନିଲମ୍ବନ ହୋଇଥିବା ସମସ୍ତ ପୁରୁଖା ନେତା ମାନଙ୍କୁ ପୁଣି କଂଗ୍ରେସ କୁ ଅଣାଯିବ । ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ସୁର ରାଉତରାୟ ଜଣେ ଅଭିଜ୍ଞ ଓ ଦଳର ଗୋଟିଏ ଶକ୍ତ ସ୍ତମ୍ଭ । କଂଗ୍ରେସ ସେହି ସ୍ତମ୍ଭ ଭୁଶୁଡିବାକୁ ଦେବ ନାହିଁ ବୋଲି କହିଛନ୍ତି ଭକ୍ତ ଦାସ। ଯେଉଁ ନେତାମାନଙ୍କୁ ଦଳରୁ ନିଲମ୍ଵନ କିମ୍ଵା ବହିଷ୍କାର କରାଯାଇଥିଲା ।
ତାହାକୁ ପ୍ରତ୍ୟାହାର କରାଯାଇଥିବା ବିଜ୍ଞପ୍ତି ପ୍ରକାଶ କରି ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।









/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)
