• Latest
  • Trending
ଅନାମ-ଘରଜ୍ବାଇଁ ଆଉ ଶ୍ରୀମୟୀ

ଅନାମ-ଘରଜ୍ବାଇଁ ଆଉ ଶ୍ରୀମୟୀ

Oct-05-2025 10:50 AM IST
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

Nov-16-2025 11:13 AM IST
ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

Nov-16-2025 11:04 AM IST
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

Nov-16-2025 10:06 AM IST

କ’ଣ କହୁଛି ଆଜିର ରାଶିଫଳ

Nov-16-2025 10:01 AM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
  • About
  • Careers
  • Contact Us
Monday, November 17, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଅନାମ-ଘରଜ୍ବାଇଁ ଆଉ ଶ୍ରୀମୟୀ

by M M
Oct-05-2025 10:50 AM IST
in ବଡ଼ ଖବର, ବିଶେଷ
0
ଅନାମ-ଘରଜ୍ବାଇଁ ଆଉ ଶ୍ରୀମୟୀ
492
SHARES
1.4k
VIEWS
Share on FacebookShare on Twitter

 

ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ୍‌କୁ ନେଇ ବିଜେଡି ଘାଇଲା । ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ କଟାକ୍ଷ କରୁଛନ୍ତି ଶ୍ରୀମୟୀ ।  ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । କିନ୍ତୁ ଶ୍ରୀମୟୀ  ସୋସିଆଲ ମିଡିଆରେ ଯାହା କିଛି ପୋଷ୍ଟ୍‌ କରୁଛନ୍ତି ତାହାକୁ ନେଇ ରାଜନୈତିକ ବିତର୍କ ସୃଷ୍ଟି ହେଉଛି। ଯଦିଓ ଶ୍ରୀମୟୀ କାହାର ନାମ ନେଉନାହାଁନ୍ତି । କିନ୍ତୁ ତାଙ୍କ ଏହି ପୋଷ୍ଟ ଗୁଡ଼ିକ ନବୀନ ଆଉ ପାଣ୍ଡିଆନଙ୍କୁ କ୍ଷତାକ୍ତ କରୁଛି । ଏବେ ସେଥିରେ ସେ ସୁଜାତାଙ୍କ ଏଣ୍ଟ୍ରି କରିଛନ୍ତି । ଶ୍ରମୟୀ ଲେଖିଛନ୍ତି ଅନାବ ବାବୁଙ୍କ କାହାଣୀ । କିଏ ସେ ଅନାମ ବାବୁ । ନବୀନ ପଟ୍ଟନାୟକଙ୍କୁ ଲକ୍ଷ୍ୟ କରି ସେ ଲେଖିଥିବା ସ୍ପଷ୍ଟ ହେଉଛି ।

“ ଜମିଦାର ଅନାମ ବାବୁ ନିଜର ଝିଅକୁ ଅନ୍ୟ ରାଜ୍ୟରେ ବିବାହ କରିବା ପରଠୁ ତାଙ୍କର ସଚ୍ଚୋଟତା, ନିଷ୍ଠା ଓ ଖ୍ୟାତି ମଳିନ ହେବାରେ ଲାଗିଲା । ଅଷ୍ଟମଙ୍ଗଳା ପରେ ଜ୍ୱାଇଁ ସବୁଦିନ ପାଇଁ ଅନାମ ବାବୁଙ୍କ ଘରେ ରହିଗଲେ । ଧୀରେ ଧୀରେ ସେ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଆରମ୍ଭ କଲେ । ଏହା ଦେଖି ଗାଁ ଲୋକଙ୍କ ମନରେ ଅନାମ ବାବୁଙ୍କ ପ୍ରତି ଆସ୍ଥା ଓ ସମ୍ମାନ କମିବାକୁ ଲାଗିଲା । ଲୋକେ ମୁହଁରେ କିଛି ନକହିଲେ ହେଁ, ମନରେ ଅସନ୍ତୋଷ ବଢ଼ିଲା । ଅନାମ ବାବୁ ନିଜ ବୟସ ଓ ସମ୍ମାନକୁ ଦୃଷ୍ଟିରେ ରଖି ଚୁପଚାପ ସହି ଚଳିଥିଲେ । ଦିନ ଗଡ଼ିଗଲା, ଓ ଅନାମ ବାବୁ ନିଜର ସମସ୍ତ ଦାୟିତ୍ୱ ଜ୍ୱାଇଁଙ୍କୁ ହସ୍ତାନ୍ତର କରି ତୀର୍ଥ ଯାତ୍ରାକୁ ଚାଲିଗଲେ । କିନ୍ତୁ ଗାଁରେ ଲୋକଙ୍କ ମୁହଁରେ ଗପ ଚାଲିଲା ଯେ, “ବିବାହିତା ଝିଅ ବାପଘରେ ଓ ଘରଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ ।” ଏଭଳି ଲେଖିଛନ୍ତି ଶ୍ରୀମୟୀ । ଯାହାକୁ ନେଇ ରାଜନୀତିରେ ଭୂମିକମ୍ପ ଆସିଛି । ପୂର୍ବରୁ ସମ୍ବାଦରେ ଏପରି ଲେଖା ମାଧ୍ୟମରେ ସୈାମ୍ୟ ପଟ୍ଟନାୟକ କଟାକ୍ଷ କରି ବିତର୍କ ଆରମ୍ଭ କରିଥିଲେ ।

ଏଭଳି ଲେଖାଲେଖି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଭି.କେ. ପାଣ୍ଡିଆନଙ୍କୁ ପରୋକ୍ଷ ଭାବେ କଟାକ୍ଷ କରିଛନ୍ତି ଶ୍ରୀମୟୀ । ଶ୍ରୀମୟୀ ମିଶ୍ର X ଏବଂ Facebook-ରେ ଏହି କଟାକ୍ଷ କରୁଛନ୍ତି ତାଙ୍କ ଲେଖାମାଧ୍ୟମରେ । ପ୍ରଥମେ ସେ ମହାଭାରତର  ‘ଧୃତରାଷ୍ଟ୍ର’ଙ୍କୁ ନେଇ କଥା ଲେଖିଲେ । ଯାହା ନବୀନଙ୍କୁ କୁହାଯାଉଥିବା ଚର୍ଚା ହେଲା ।  ଧୃତରାଷ୍ଟ୍ର ଜଣେ ଅନ୍ଧ ରାଜା ଥିଲେ, ଯିଏ ଦ୍ରୌପଦୀଙ୍କ ଅପମାନ ସମୟରେ ରାଜସଭାରେ ଚୁପ୍‌ ରହିଥିଲେ। ଶ୍ରୀମୟୀ ଏହି ଉଦାହରଣ ଦେଇ ଜଣେ ନେତାଙ୍କୁ ଅନ୍ୟାୟ ହେଉଥିବା ଦେଖି ମୌନ ରହିବା ପାଇଁ କଟାକ୍ଷ କରିଥିଲେ। ଏହା ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ସୂଚାଇଥିଲା ବୋଲି ରାଜନୀତି ସମୀକ୍ଷକମାନେ  ମତ ଦେଇଥିଲେ।

ସେ ଏହା ମାଧ୍ୟମରେ ନବୀନଙ୍କୁ ‘ଅନ୍ଧ’ ବା ନିଷ୍ପତ୍ତି ନେବାରେ ଅକ୍ଷମ ବୋଲି ଚିତ୍ରଣ କରିଥିଲେ। ଏହା ବ୍ୟତୀତ, ଶ୍ରୀମୟୀ ଭି.କେ. ପାଣ୍ଡିଆନଙ୍କୁ ମଧ୍ୟ କଟାକ୍ଷ କରିଥିଲେ । ଏହି ପୋଷ୍ଟରେ ମହିଳାଙ୍କୁ ଅସମ୍ମାନ ହେଉଛି  ।  ଏହାର ମାନେ ସେ ମହିଳା ଆଉ ଅନ୍ୟାୟ ତାଙ୍କ ଉପରେ ହେଉଛି । ଯାହାକି ତାଙ୍କୁ ଭୁବନେଶ୍ବର ଏମପି ଟିକେଟ ଦେବାକୁ କହି  ଟିକେଟ୍‌ ବଣ୍ଟନ ବେଳେ ଦିଆଯାଇନଥିଲା ।  ଯଦିଓ ସେ ସ୍ପଷ୍ଟ ଭାବେ ପାଣ୍ଡିଆନଙ୍କ ନାମ ନେଇନଥିଲେ, ତାଙ୍କ କଥାରୁ ଯାହା ଜଣାପଡୁଛି ତାମିଲନାଡୁରୁ ଆସିଥିବା ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ସେ ଏହି ଅନ୍ୟାୟ କଥା କହିଛନ୍ତି ।

୨୦୨୪ ନିର୍ବାଚନରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିଲା । ଯାହାକୁ ନବୀନ ବାବୁ ଦେଖି ନଦେଖିଲା ଭଳି ରହିଥିଲେ ।  ଟିକେଟ୍‌ ନପାଇବା କାରଣରୁ କ୍ଷୁବ୍ଧ ଥିଲେ ଶ୍ରୀମୟୀ । ସେବେଠାରୁ ସେ କୈାଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁନାହାଁନ୍ତି । ନିର୍ବାଚନରେ ହାରିବା ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ସେ ଟାର୍ଗେଟ କରୁଛନ୍ତି । ପାର୍ଟିର ଏହି କ୍ଷତି ପାଇଁ ସେ ପାଣ୍ଡିଆନଙ୍କୁ ଦୋଷ ଦେଉଛନ୍ତି ।

ତାଙ୍କ ପୋଷ୍ଟରେ ପୌରାଣିକ ଓ କାଳ୍ପନିକ କାହାଣୀ ଆଳରେ ଶ୍ରୀମୟୀ ଗତ ଦୁଇ ସପ୍ତାହ ହେଲା ଟାର୍ଗେଟ କରୁଛନ୍ତି । ପୁଣି ଏବେ ଘରଜ୍ୱାଇଁ ପ୍ରସଙ୍ଗ ଉଠାଇ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତାଙ୍କୁ ମଧ୍ୟ ସେ କଟାକ୍ଷ କରିଛନ୍ତି । ‘ଅନାମ ବାବୁଙ୍କ ଘରଜ୍ୱାଇଁ’ ନାମକ ଏକ କାଳ୍ପନିକ କାହାଣୀରୁ ଏହା ବୁଝା ପଡ଼ୁଛି ଯେ । ଅନାମ ବାବୁ ହେଉଛନ୍ତି ନବୀନ । ଏହା ବୁଝିବାକୁ ବିଳମ୍ଭ ହେବନାହିଁ ।  ଯେଉଁଥିରେ ଜ୍ୱାଇଁ ହେଉଛନ୍ତି ପାଣ୍ଡିଆନ । ଜ୍ବାଇଁ କିଭଳି ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନସମ୍ମାନକୁ ଧୂଳିସାତ୍ କରିଦେଲା ବୋଲି ଉଲ୍ଲେଖ କରିଛନ୍ତି ଶ୍ରୀମୟୀ ।

ଶ୍ରୀମୟୀ ପୂର୍ବରୁ ନିଜର ପୌରାଣିକ-କାଳ୍ପନିକ ଆଦି କାହାଣୀ ମାଧ୍ୟମରେ ବୁଲେଇ ବଙ୍କେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ ।  ଧୃତରାଷ୍ଟ୍ର, ଦୁର୍ଯ୍ୟୋଧନ ଓ ଭଣ୍ଡ ସନ୍ୟାସୀ ଆଦି କହି ନବୀନ ଓ ପାଣ୍ଡିଆନଙ୍କୁ କଟାକ୍ଷ କରିଥିଲେ  ।   ପ୍ରଥମଥର ପାଇଁ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ତେରଚ୍ଛା ବାଣ ମାରିଛନ୍ତି। ନବୀନଙ୍କ ବଳରେ ବିଜେଡିରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ପାଣ୍ଡିଆନ(Pandian) ଦମ୍ପତିଙ୍କୁ ଶ୍ରୀମୟୀଙ୍କ ଏଭଳି ତେରଚ୍ଛା ବାଣ ବିଜେଡି ରାଜନୀତିକୁ ଉଷ୍ମ କରିଥିବା ଜଣାପଡ଼ିଛି । ଦଳ ଭିତରେ ଅନେକ ଗୋଷ୍ଠୀ ପାଣ୍ଡିଆନଙ୍କ ନେତୃତ୍ବକୁ ପସନ୍ଦ କରୁନାହାଁନ୍ତି । ଆଗାମୀ ଦିନରେ ଆଉ କିଛି ନେତା ଏପରି ଆଗକୁ ଆସି ଅସନ୍ତୋଷ ପ୍ରକାଶ କରିପାରନ୍ତି । ଏଭଳି ସମୟରେ ବିଜେଡି କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Share197Tweet123
M M

M M

ଆଜିର ପାଗ

Bhubaneswar
November 17, 2025, 11:44 PM
 

N
Partly cloudy
17°C
0.7 m/s
Apparent: 16°C
Pressure: 1016 mb
Humidity: 80%
Winds: 0.7 m/s N
Windgusts: 7.6 m/s
UV-Index: 0
Precip.: 0mm /0% / Rain
Sunrise: 5:57 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

November 17, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

November 17, 2025
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

November 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom