ବ୍ୟାଟ୍ରେ ‘AI Chip’: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ପଛରେ ରହିଛି ସାଂଘାତିକ ଜ୍ଞାନକୌଶଳ
ଦୁନିଆର ସବୁଠାରୁ କମ୍ ବୟସ୍କ ଆଇପିଏଲ୍ (IPL) ଖେଳାଳି ଭାବେ ଇତିହାସ ରଚିଥିବା ବୈଭବ ସୂର୍ଯ୍ୟବଂଶୀ (Vaibhav Suryavanshi) ଏବେ ପୁଣି ଚର୍ଚ୍ଚାରେ । Times of India (TOI) ର ରିପୋର୍ଟ ଅନୁଯାୟୀ, ନିଜର ବ୍ୟାଟିଂ କୌଶଳକୁ ଆହୁରି ସୁଧାରିବା ...







