ବିରିୟାନୀ ଖାଇବା ପରେ ତରଭୁଜ ଖାଇବା ହେଲା କାଳ…ଚାଲିଗଲା ୪ ଜୀବନby M M April 27, 2026 0 ଖାଦ୍ୟ ବିଷାକ୍ତ ବା ଫୁଡ୍ ପଏଜନିଂ (Food Poisoning) କାରଣରୁ ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ବିରିୟାନୀ ଖାଇବା ପରେ ତରଭୁଜ ସେବନ କରିବା ଜଣେ ବ୍ୟକ୍ତିଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ପାଇଁ କାଳ ସାଜିଛି। ...