ଟ୍ରମ୍ପଙ୍କ ଧମକ…ତୁରନ୍ତ ‘ଡିଲ୍’ ନହେଲେ ପୁଣି ଫୁଟିବ ବୋମା… by M M April 21, 2026 0 ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ, ଯଦି କୌଣସି ସମାଧାନ ବା 'ଡିଲ୍' ନହୁଏ, ତେବେ ପୁଣି ଥରେ ଭୟଙ୍କର ବୋମା ବିସ୍ଫୋରଣ ...