ମେ ୧ରୁ ବଦଳିବ LPG ବୁକିଂ ନିୟମ: ବିନା OTP ରେ ମିଳିବନି ଗ୍ୟାସ… by M M April 28, 2026 0 ଆଗାମୀ ମେ ମାସ ୧ ତାରିଖରୁ ରୋଷେଇ ଗ୍ୟାସ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହି ନୂଆ ବ୍ୟବସ୍ଥା ଅଧୀନରେ ଗ୍ୟାସ୍ ଡେଲିଭରି ପାଇଁ OTP (One Time Password) ଅନିବାର୍ଯ୍ୟ ହେବା ସହ ଦୁଇଟି ବୁକିଂ ...