ସାପ ସହ ଲଢ଼େଇ କରି ୩୦ ପିଲାଙ୍କ ଜୀବନ ବଞ୍ଚାଇଲା…ଶେଷରେ ନିଜେ ମଲା by M M April 24, 2026 0 କୁହାଯାଏ କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ। ଏହି କଥାକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଡିହିରାକୁଳ ଗାଁର ପୋଷା କୁକୁର 'କାଳୀ'। ନିଜ ଜୀବନକୁ ପାଣି ଛଡ଼ାଇ ଏକ ବିଷାକ୍ତ ସାପ ସହ ଲଢ଼େଇ ...
ରାଜ୍ୟରେ ଏବେ ଅସମ୍ଭାଳ ତାତି…ଏହି ତାରିଖରୁ ଛୁଟି ହେବ ସ୍କୁଲ… by M M April 24, 2026 0 ରାଜ୍ୟର ସମସ୍ତ ସ୍କୁଲ ପଢୁଆ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆସନ୍ତା ୨୭ ତାରିଖ ସୁଦ୍ଧା ଘୋଷଣା ହୋଇପାରେ ଗ୍ରୀଷ୍ମକାଳୀନ ସ୍କୁଲ ଛୁଟି। ଏନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜ୍ୟରେ ଜାରି ରହିଥିବା ...
ସାବଧାନ…ଏହି ଡକୁମେଣ୍ଟ ନଥିଲେ ବାତିଲ ହେବ ଆପଣଙ୍କ ଗାଡ଼ିର RC by M M April 22, 2026 0 ଆପଣ ରାସ୍ତାରେ ଗାଡ଼ି ଚଲାଉଛନ୍ତି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଏଣିକି ଗାଡ଼ିର କାଗଜପତ୍ର ଅପଡେଟ୍ ନଥିଲେ ଆପଣଙ୍କୁ କେବଳ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ ନାହିଁ, ବରଂ ଆପଣଙ୍କ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର ...
ସତର୍କ ସୂଚନା…ଆକାଶରୁ ଏବେ ନିଆଁ ବର୍ଷୁଛି, ଆଗକୁ ଆହୁରି ଜଳିବ ଓଡ଼ିଶା by M M April 22, 2026 0 ରାଜ୍ୟରେ ଏବେ ଅସ୍ତବ୍ୟସ୍ତ କଲାଣି ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ରତାପ। ଆକାଶରୁ ଯେମିତି ନିଆଁ ବର୍ଷୁଛି। ସକାଳ ୮ଟା ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ରାଜ୍ୟର ଅଧିକାଂଶ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଆଗାମୀ କିଛି ଦିନ ...
ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର..ଆହୁରି ୬ ଡିଗ୍ରୀ ବଢ଼ିବ ଉତ୍ତାପ by M M April 20, 2026 0 ରାଜ୍ୟରେ ଅସହ୍ୟ ଗରମ ଜାରି ରହିଛି। ଗତକାଲି ଓଡ଼ିଶାର ଅଧା ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଝାରସୁଗୁଡ଼ା ସହର ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ଗଣା ହେଉଛି। ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୩.୩ ଡିଗ୍ରୀ ସେଲସିୟସ୍ ରେକର୍ଡ ...
ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି… by M M April 17, 2026 0 ଓଡ଼ିଶାରେ ଗ୍ରୀଷ୍ମ ଋତୁର ପ୍ରକୋପ ଆରମ୍ଭ ହୋଇଛି। ଭୀଷଣ ଗ୍ରୀଷ୍ମ ଲହରୀ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପ୍ରଭାବିତ କରୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଆଗାମୀ ଦିନଗୁଡ଼ିକରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ...
କେବେଠୁ ଆରମ୍ଭ ଖରା ଛୁଟି ? ଗଣଶିକ୍ଷା ମନ୍ତ୍ରୀ ଦେଲେ ବଡ଼ ବୟାନ… by M M April 16, 2026 0 ଓଡ଼ିଶାରେ ଗ୍ରୀଷ୍ମ ଋତୁର ତାତି କ୍ରମଶଃ ବଢ଼ୁଥିବାରୁ ସମସ୍ତ ଛାତ୍ର-ଛାତ୍ରୀ ଏବଂ ଅଭିଭାବକଙ୍କ ନଜର ଖରାଛୁଟି (ସମର୍ ଭେକେସନ୍) ଉପରେ ରହିଛି। ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ...
ବାହାରିଲା CBSE ଦଶମ ଶ୍ରେଣୀ ରେଜଲ୍ଟ …ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ… by M M April 15, 2026 0 କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଆଜି କ୍ଲାସ୍ ୧୦ ର ଫଳ ପ୍ରକାଶ କରିଛି। ୨୦୨୬ ବର୍ଷର କ୍ଲାସ୍ ୧୦ ପରୀକ୍ଷାରେ ଉପସ୍ଥିତ ହୋଇଥିବା ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଫଳ ଆଜି ଘୋଷଣା କରାଯାଇଛି।ଏହି ପରୀକ୍ଷା ଫେବ୍ରୁଆରୀ ୧୭ ...
ପାଣିପାଗ ବିଭାଗର ଚେତାବନୀ…ଆଗକୁ ୪୫ ଡିଗ୍ରୀ ଟପିବ ତାପମାତ୍ରା… by M M April 15, 2026 0 ଓଡ଼ିଶାରେ ତାତିର ପ୍ରକୋପ କ୍ରମଶଃ ବଢ଼ୁଛି। ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ ସହର ରାଜ୍ୟର ସବୁଠୁ ତତଲା ସ୍ଥାନ ଭାବେ ଚିହ୍ନଟ ହୋଇଛି। ସେଠାରେ ତାପମାତ୍ରା ୪୧.୭ ଡିଗ୍ରୀ ସେଲସିୟସ୍ ପହଞ୍ଚିଛି।ଭାରତୀୟ ପାଣିପାଗ ବିଭାଗ (IMD) ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୪୦ ଡିଗ୍ରୀ ...
ପାଣିପାଗ ବିଭାଗର ସତର୍କ ସୂଚନା: କାଲି ଭଳି ଆଜି ବି ନିର୍ଘାତ କାଚିବ …ଉଡ଼େଇବ by M M April 9, 2026 0 ଓଡ଼ିଶାରେ କାଳବୈଶାଖୀ ମୌସୁମୀର ପ୍ରଭାବ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ରାଜ୍ୟର ଉତ୍ତର, ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ...