• Latest
  • Trending
‘ସୁରଭି’ କାର୍ଯ୍ୟକ୍ରମ ଚାଲିଥିଲା, ହଠାତ୍ ଘଟିଲା ଏମିତି, ସମସ୍ତେ ଅବାକ

‘ସୁରଭି’ କାର୍ଯ୍ୟକ୍ରମ ଚାଲିଥିଲା, ହଠାତ୍ ଘଟିଲା ଏମିତି, ସମସ୍ତେ ଅବାକ

Oct-14-2025 02:08 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Monday, March 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

‘ସୁରଭି’ କାର୍ଯ୍ୟକ୍ରମ ଚାଲିଥିଲା, ହଠାତ୍ ଘଟିଲା ଏମିତି, ସମସ୍ତେ ଅବାକ

by M M
Oct-14-2025 02:08 PM IST
in ରାଜ୍ୟ, ଶିକ୍ଷା
0
‘ସୁରଭି’ କାର୍ଯ୍ୟକ୍ରମ ଚାଲିଥିଲା, ହଠାତ୍ ଘଟିଲା ଏମିତି, ସମସ୍ତେ ଅବାକ
513
SHARES
1.5k
VIEWS
Share on FacebookShare on Twitter

ମୃତ୍ୟୁ ଏମିତି ଆସେ । ଯାହା କାହାକୁ ଜଣାନଥାଏ । ଅକାଳରେ ହଠାତ ଚାଲିଗଲେ ସାର ଆରପାରିକୁ । ପିଲାମାନେ ବୁଝିବା ଆଗରୁ ଛାଡ଼ି ଗଲେ  ଅନେକ ସ୍ମୃତି। ସୁରଭିର ସୁଗନ୍ଧରେ ମିଶିଗଲା ସାର ମୃତ୍ୟୁଞ୍ଜୟଙ୍କ ଆତ୍ମା । ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲାର ବାଙ୍କୀ ଶିମିଳିପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର୍ ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ । ବରଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମୃତ୍ୟୁଞ୍ଜୟ ମନ୍ତ୍ରୀଙ୍କ ଅଚାନକ ପରଲୋକ ଘଟିଛି। ୪୭ ବର୍ଷୀୟ ଅବିବାହିତ ମୃତ୍ୟୁଞ୍ଜୟ ସାର ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।  ପୂର୍ବରୁ ସେ ସିଆରସିସି (କ୍ଲଷ୍ଟର୍ ରିସୋର୍ସ୍ ସେଣ୍ଟର୍ କୋଆର୍ଡିନେଟର୍) ଭାବେ କାମ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଜଣାଶୁଣା କବି ମଧ୍ୟ ଥିଲେ । ତେବେ ଅପରାହ୍ଣ ୨ଟା ସମୟରେ ସୁରଭି କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୃତ୍ୟୁଞ୍ଜୟ ସାର ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିଲେ।  ସେ ଅସୁସ୍ଥ ଥିବାରୁ ତାଙ୍କୁ  ସଙ୍ଗେ ସଙ୍ଗେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ୍ୟୁଞ୍ଜୟ ସାରଙ୍କ ପରଲୋକ ପରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ମନଦୁଃଖରେ ଘରକୁ ଫେରି ଯାଇଥିଲେ  ।

ଦିବଂଗତ ମୃତ୍ୟୁଞ୍ଜୟ ସାରଙ୍କ ଘର ଡମପଡ଼ା ବ୍ଲକ୍‌ର ଭେଡ଼ାରାମଚନ୍ଦ୍ରପୁରରେ। ସେ ଏକ ନିଷ୍ଠାବାନ୍ ଶିକ୍ଷକ ଥିଲେ, ଯିଏ ପିଲାମାନଙ୍କୁ ଶିକ୍ଷା ସହିତ ଭାରତୀୟ ସଂସ୍କୃତି ବିଷୟରେ ଶିକ୍ଷା ପ୍ରଦାନ କରୁଥିଲେ । ତାଙ୍କ କବିତା ପାଇଁ ସେ ପ୍ରଶଂସିତ ହେଉଥିଲେ । ମୃତ୍ୟୁଞ୍ଜୟ ସାରଙ୍କ ଅକାଳ ମୃତ୍ୟୁରେ ସମଗ୍ର ଶିକ୍ଷକ ସମାଜ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ଡମପଡ଼ା ବ୍ଲକ୍‌ ଶିକ୍ଷା ଅଧିକାରୀ କାମରାଜ ସାହୁ, ସହକାରୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଓ କାର୍ତ୍ତିକ ବେହେରା, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସରୋଜ କୁମାର ମହାପାତ୍ର, ଶିକ୍ଷକ ସଂଘ ଉପଦେଷ୍ଟା ବିଦ୍ୟାଧର ଖଟୁଆ, ମାନସ କୁମାର ନନ୍ଦ ଓ ସନ୍ତୋଷ କୁମାର ପରମଗୁରୁ ସମେତ ଅନେକ ଶିକ୍ଷକ-ଶିକ୍ଷୟିତ୍ରୀ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ମୃତ୍ୟୁଞ୍ଜୟ ସାରଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Share205Tweet128
M M

M M

ଆଜିର ପାଗ

Bhubaneswar
March 9, 2026, 7:47 AM
 
S
Partly cloudy
25°C
1.4 m/s
Apparent: 30°C
Pressure: 1012 mb
Humidity: 84%
Winds: 1.4 m/s S
Windgusts: 8.4 m/s
UV-Index: 0
Precip.: 0mm /0% / Rain
Sunrise: 6:00 AM
Sunset: 5:53 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom