• Latest
  • Trending
Horoscope 2026 April 21: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 21: ଜାଣନ୍ତୁ ଆଜିର ରାଶିଫଳ…

Apr-21-2026 08:09 AM IST
odisha.newsroom.in

କେମିତି ସତ ହେଲା ଜାନକୀଙ୍କ ଭବିଷ୍ୟବାଣୀ…ଖୁଲାସା କଲେ ବିଜୟ

Apr-21-2026 04:29 PM IST
odisha.newsroom.in

ଲାଗୁ ହେଲା କଟକଣା…ଦିନରେ ବାଇକ ମନା, ରାତିରେ ଦୁଇଜଣ ଯାଇ ପାରିବେନି

Apr-21-2026 03:45 PM IST
odisha.newsroom.in

ନବୀନଙ୍କ ଉତ୍ତରାଧିକାରୀ ଗୁମର ଖୋଲିଲେ ସୌମ୍ୟ…କହିଲେ…

Apr-21-2026 03:13 PM IST
odisha.newsroom.in

ପ୍ରସ୍ତୁତି ଆରମ୍ଭ…ଶାନ୍ତି ବୈଠକରେ ଯୋଗଦେବାକୁ ପାକିସ୍ତାନ ଯିବେ ଟ୍ରମ୍ପ

Apr-21-2026 02:26 PM IST
odisha.newsroom.in

ପିଲାଙ୍କୁ କେବଳ ଭାତ ସହ ଲୁଣ ଖାଇବାକୁ ଦେଇ ତଡ଼ା ଖାଇଲେ ଶିକ୍ଷକ

Apr-21-2026 11:27 AM IST
odisha.newsroom.in

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି…ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

Apr-21-2026 10:51 AM IST
odisha.newsroom.in

ଟ୍ରମ୍ପଙ୍କ ଧମକ…ତୁରନ୍ତ ‘ଡିଲ୍’ ନହେଲେ ପୁଣି ଫୁଟିବ ବୋମା…

Apr-21-2026 10:33 AM IST
odisha.newsroom.in

କାଲି ସରୁଛି ସିଜ୍ ଫାୟାର୍ ଡେଡଲାଇନ…ପୁଣି ଆରମ୍ଭ ହେବ ଘମାଘୋଟ ଯୁଦ୍ଧ !

Apr-21-2026 09:59 AM IST
odisha.newsroom.in

ଜାପାନରେ ଭୟଙ୍କର ଭୂ-କମ୍ପ…ଜାରି ହେଲା ସୁନାମି ସତର୍କତା…

Apr-20-2026 02:19 PM IST
odisha.newsroom.in

ଦ୍ୱିତୀୟ ଦଫା ଶାନ୍ତି ଆଲୋଚନାକୁ କାହିଁକି ପ୍ରତ୍ୟାଖ୍ୟାନ କଲା ଇରାନ ?

Apr-20-2026 01:22 PM IST
  • About
  • Careers
  • Contact Us
Tuesday, April 21, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

Horoscope 2026 April 21: ଜାଣନ୍ତୁ ଆଜିର ରାଶିଫଳ…

by M M
Apr-21-2026 08:09 AM IST
in ଆପଣଙ୍କ ଭାଗ୍ୟ
0
Horoscope 2026 April 21: ଜାଣନ୍ତୁ ଆଜିର ରାଶିଫଳ…
491
SHARES
1.4k
VIEWS
Share on FacebookShare on Twitter

ମେ‌ଷ: ଆପଣଙ୍କୁ ବଢ଼ିଆ ସୁଯୋଗ ମିଳିବ। ଆପଣଙ୍କ ବୁଦ୍ଧି ବିବେକ ବଳରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। କୌଣସି ନୂଆ ଲୋକଙ୍କ ସହିତ ପରିଚୟ ହେବ। 

ବୃଷ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ହେବ। କୌଣସି ଲୋକ ଆର୍ଥିକ ସହାୟତା ପ୍ରଦାନ କରିବେ। 

ମିଥୁନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଆୟ ବୃଦ୍ଧିର ସମ୍ଭାବନା ଅଛି। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। ଖର୍ଚ୍ଚ ବଢ଼ିପାରେ। 

କର୍କଟ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ ଲୋକଙ୍କ ଠାରୁ ଶୁଭ କାମରେ ସାହାଯ୍ୟ ପାଇପାରନ୍ତି। ଅଫିସରେ ବରିଷ୍ଠ ଅଧିକାରୀଙ୍କର ସହଯୋଗ ପାଇବେ। 

ସିଂହ: କ୍ୟାରିଅର ଲାଗି ଦିନଟି ବହୁତ ଭଲ ରହିବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ସାଙ୍ଗ ସହିତ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। 

କନ୍ୟା: ସବୁ କାମରେ ଆପଣ ସଫଳ ରହିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ପରିଣାମ ମିଳିବ। ‌

ତୁଳା: ଆପଣଙ୍କର ସବୁ କାମ ସଫଳ ହେବ। ପତିପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ରହିବ। ବ୍ୟବସାୟରେ ବିଶେଷ ସଫଳତା ହାସଲ ହେବ। ଅଫିସରେ କାମର ବୋଝ ବଢ଼ିପାରେ। 

ବିଛା: ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡ଼କୁ ଢଳି ରହିବ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 

ଧନୁ: କୌଣସି ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ। 

ମକର: ଭାବିଥିବା କାମ ଗତିଶୀଳ ହେବ। ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବ ନେଇ ଖୁସି ହେବେ। ସମ୍ବନ୍ଧରେ ମଧୁରତା ବଢ଼ିବ। ଅଫିସରେ ଆପଣଙ୍କର ପ୍ରଶଂସା ହେବ। 

କୁମ୍ଭ: ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାରର କାହାରି ସହିତ ମହତ୍ତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ। ‌ 

ମୀନ: ଘରୋଇ କାମ ସଂପୂର୍ଣ୍ଣ କରିବା ଲାଗି ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ସ୍କୁଲ ସମୟର ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଆଶା କରିବେ। ପ୍ରେମିକ ପ୍ରେମିକଙ୍କ ଲାଗି ଦିନଟି ଭଲ ରହିବ।

Tags: today horoscope
Share196Tweet123
M M

M M

ଆଜିର ପାଗ

Bhubaneswar
April 21, 2026, 6:19 PM
 

SSE
Moderate rain showers
29°C
2 m/s
Apparent: 33°C
Pressure: 1005 mb
Humidity: 91%
Winds: 2 m/s SSE
Windgusts: 7.7 m/s
UV-Index: 0
Precip.: 2.5mm /8% / Rain
Sunrise: 5:23 AM
Sunset: 6:06 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom