• Latest
  • Trending

ଫଟୋରେ କୁଆଡ଼େ ଗଲେ ନବୀନ ?

Sep-03-2025 02:10 PM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-03-2026 09:46 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଫଟୋରେ କୁଆଡ଼େ ଗଲେ ନବୀନ ?

by M M
Sep-03-2025 02:10 PM IST
in ବଡ଼ ଖବର
0
491
SHARES
1.4k
VIEWS
Share on FacebookShare on Twitter

ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଦେଖାକରିବାକୁ ଯାଇଥିବା ନେତାମାନଙ୍କ ଏକ ଫଟୋ ଭାଇରାଲ ହେଉଛି । ସେହି ଫଟୋରେ କାହିଁକି ନବୀନ ନାହାଁନ୍ତି ତାକୁ ନେଇ ଚର୍ଚା ହେଉଛି । ନବୀନଙ୍କ ସହ କଣ  କେବଳ ଭି.କେ ପାଣ୍ଡିଆନଙ୍କର ଫଟୋ ଉଠିବ ସେ ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି ।

ଗତ କିଛି ଦିନ ତଳେ ମେଡିକାଲରୁ ନବୀନ ପଟ୍ଟନାୟକ ବାହାରୁଥିବାବେଳେ ପାଣ୍ଡିଆନଙ୍କ ଛଡ଼ା ଆଉ କୌଣସି ବିଜେଡି ନେତାଙ୍କୁ ନବୀନଙ୍କ ସହ ଫଟୋ ଉଠାଇବାର ସୁଯୋଗ ମିଳିନଥିଲା ।  । ନବୀନଙ୍କୁ ଭେଟ ହୋଇପାରିନଥିଲେ ଅନେକ ନେତା । ନବୀନ କହିଥିଲେ ମେଡିକାଲ କେହି ଆସନି । ନବୀନ ନିବାସ ଆସି ଦେଖାକରିବ । ଏବେ ବିଜେଡି ନେତାମାନେ ନବୀନ ନିବାସ ଯାଇ ନବୀନଙ୍କୁ ଦେଖାକରୁଛନ୍ତି । କିନ୍ତୁ ତାଙ୍କ ସହ ଫଟୋ ଉଠାଉନାହାଁନ୍ତି କାହିଁକି ଏହା ବଡ଼ ପ୍ରଶ୍ନ ଉଠୁଛି ।

ଏହି ଫଟୋରେ  ନେତାମାନେ ବାହାରେ ହାତ ଧରାଧରି ହୋଇ ଭିଡିଓ ସୁଟ୍ କରିଛନ୍ତି । ଫଟୋ ଉଠାଇଥିବା ଜଣାପଡୁଛି  । ସେଇ ଭିଡିଓକୁ ମିଡିଆରେ ସେୟାର୍ କରାଯାଇଛି ।

ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା ପାଇଁ ଯାଉଥିବା ଦଳୀୟ ନେତାମାନେ ବାହାରେ ବିନା ନବୀନଙ୍କ ସହ ଫଟୋ ଉଠାଇ ଛାଡିଛନ୍ତି । ବିଜେଡି ମିଡିଆ ସେଲ୍ ପକ୍ଷରୁ ଏକ ଫଟୋ ଏବଂ ଭିଡିଓ ଛଡ଼ାଯାଇଛି । ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଏବଂ ରଘୁନାଥ ସାହୁ, ପ୍ରଫୁଲ୍ଲ ସିଂ, ମହମ୍ମଦ ସକିଲ, ଲୋରା ମହାପାତ୍ର ଏହି ଫଟୋରେ ଅଛନ୍ତି ।

ଭିଡିଓ ଜରିଆରେ ବରିଷ୍ଠ ନେତା ଅରୁଣ ସାହୁ  କହୁଛନ୍ତି  ମାନ୍ୟବର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଆମେ ସମସ୍ତେ ଭେଟିଲୁ  । ରାଜ୍ୟ ସରକାର ଜନତାଙ୍କ ବିରୋଧୀ କାମ କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ । ସାର କଳାବଜାରୀ ହେଉଛି । ରାସ୍ତାଘାଟ, ବନ୍ଧବାଡ଼ ସବୁ କାମ ଠପ୍ ହୋଇଗଲାଣି । ଓଡ଼ିଆ ଅସ୍ମିତା ଉପରେ କୁଠାରଘାତ । ଆଗାମୀ ଦିନରେ ବିଜୁ ଜନତା ଦଳ ତୀବ୍ର ଭାବରେ ଓଡ଼ିଶା ଲୋକଙ୍କ ସ୍ୱରକୁ ନେଇ ଆନ୍ଦୋଳନ କରିବ । ଆଗାମୀ ଦିନରେ ବର୍ତ୍ତମାନର ସରକାରର ଜନବିରୋଧୀ କାର୍ଯ୍ୟକୁ ଉପସ୍ଥାପନ କରାଯିବ ଏବଂ ଲଢ଼େଇ ଜୋରଦାର ହେବ ।

ଅରୁଣ ସାହୁଙ୍କ ବିବୃତିରୁ ନବୀନ ପଟ୍ଟନାୟକ ଓଡ଼ିଶାର ରାଜନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଏଭଳି ପ୍ରସଙ୍ଗରେ ବରିଷ୍ଠ ନେତାମାନେ କାହିଁକି ଯୋଗଦେଲେ ନାହିଁ । ତାହା କୁହାଯାଇପାରିବ ନାହିଁ  ।

ନବୀନ ବାବୁ ପାଣ୍ଡିଆନଙ୍କ ହାତ ଧରି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବାର ଭିଡିଓ ପରେ ଆଉ କିଛି ଭିଡିଓ ଆସିନାହିଁ । କିଛି ଫଟୋ ଯୁବ ନେତା ଓ ନେତ୍ରୀଙ୍କ  ସହ ଆସିଥିଲା ।

ଏଭଳି ସମୟରେ ଦଳର ବରିଷ୍ଠ ନେତାମାନେ ନବୀନ ନିବାସ ଯାଇ ଫଟୋ ଉଠାଇବା ଦେଖାଯାଉନାହିଁ । ଏହି ଘଟଣାକୁ ନେଇ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଭିନ୍ନ ଲେଖା ଲେଖୁଛନ୍ତି । ଅରୁଣଙ୍କ ସମେତ ଅନ୍ୟମାନଙ୍କୁ ନବୀନ ନିବାସକୁ କିଏ ଡାକିଥିଲେ? କି ସେମାନେ ମନକୁ ମନ ଯାଇଥିଲେ  । ତାହା ମଧ୍ୟ ଜଣାପଡ଼ିନାହିଁ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 9:55 PM
 

SSE
Clear sky
21°C
0.5 m/s
Apparent: 22°C
Pressure: 1017 mb
Humidity: 87%
Winds: 0.5 m/s SSE
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

February 3, 2026
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom