• Latest
  • Trending

କୃଷି ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ NDTV Climate Impact Of The Year’ Award

Dec-07-2024 10:13 AM IST
ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

May-09-2026 11:16 AM IST
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

May-09-2026 10:56 AM IST
ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

May-09-2026 08:32 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-09-2026 07:10 AM IST
କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

May-08-2026 07:21 PM IST
ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

May-08-2026 07:11 PM IST
ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

May-08-2026 05:05 PM IST
ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

May-08-2026 12:14 PM IST
ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

May-08-2026 10:35 AM IST
ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

May-08-2026 10:11 AM IST
  • About
  • Careers
  • Contact Us
Saturday, May 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

କୃଷି ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ NDTV Climate Impact Of The Year’ Award

by M M
Dec-07-2024 10:13 AM IST
in ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶାର କୃଷି ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ NDTV Climate Impact Of The Year’ Award  ମିଳିଛି  ।  କୃଷି କ୍ଷେତ୍ରରେ ଉଲ୍ଲେଖନିୟ ଗବେଷଣା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଐଶ୍ବନି ବୈଷ୍ଣବଙ୍କଠାରୁ ଏନଡିଟିଭି ଇଣ୍ଡିଆନ ଅଫ ଦିନ ଇୟର କାର୍ଯ୍ୟକ୍ରମ ଅବସରରେ  ସେ ପୁରସ୍କାର ଗ୍ରହଣ କରିଥିଲେ । କୃଷିକ୍ଷେତ୍ରରେ  ଗ୍ରାମ୍ୟସ୍ତରରେ ଚାଷକାର୍ଯ୍ୟର ଉନ୍ନତି ପାଇଁ ସେ କାର୍ଯ୍ୟ କରୁଛନ୍ତି । ବିଶେଷ କରି ଧାନ ବିହନ କ୍ଷେତ୍ରରେ  ତାଙ୍କ ଦ୍ବାରା  କରାଯାଇଥିବା ଅଭିନବ ପଦ୍ଧତ୍ତିଗୁଡିକର ଆବିଷ୍କାର ଏବଂ ଜାତୀୟସ୍ତରରରେ ଏହାକୁ ପ୍ରୋତ୍ସାହିତ କରିବାରେ ସ୍ବାତୀ ଅଗ୍ରଣୀ ଭୁମିକା ନିର୍ବାହ କରିଛନ୍ତି। ‘ବିହନ ଦିଦି’ ଭାବେ ଦେଶ ଓ ବିଦେଶରେ ପରିଚିତ ସ୍ବାତୀ ନାୟକ ।  ୫୦୦ରୁ ଅଧିକ ଧାନ ବିହନ ଉପରେ ସେ ଗବେଷଣା କରିଛନ୍ତି। ଏଥି ସହିତ ୨୦ରୁ ଅଧିକ ଅମଳକ୍ଷମ ବିହନ ଉପରେ ଗବେଷଣା କରି ସଫଳତା ପାଇଛନ୍ତି ।  ପୁରସ୍କାର ଗ୍ରହଣ କରିବା ପରେ ଡ.ନାୟକଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।

Share196Tweet123
M M

M M

ଆଜିର ପାଗ

Bhubaneswar
May 9, 2026, 11:58 AM
 
SSE
Mainly clear
34°C
2.9 m/s
Apparent: 33°C
Pressure: 1009 mb
Humidity: 96%
Winds: 2.9 m/s SSE
Windgusts: 8.9 m/s
UV-Index: 0
Precip.: 0mm /47% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom