• Latest
  • Trending
୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

Nov-05-2025 03:45 PM IST
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

Nov-16-2025 11:13 AM IST
ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

Nov-16-2025 11:04 AM IST
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

Nov-16-2025 10:06 AM IST

କ’ଣ କହୁଛି ଆଜିର ରାଶିଫଳ

Nov-16-2025 10:01 AM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
  • About
  • Careers
  • Contact Us
Tuesday, November 18, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

by M M
Nov-05-2025 03:45 PM IST
in ବିଶେଷ
0
୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି
492
SHARES
1.4k
VIEWS
Share on FacebookShare on Twitter

ଚଣ୍ଡୀଗଢ଼:  ଜୟପୁରର ଜଣେ ପରିବା ବ୍ୟବସାୟୀ ଅମିତ ସେହରାଙ୍କ ଭାଗ୍ୟ ଦିନକରେ ବଦଳି ଯାଇଛି । ସକାଳୁ ଉଠିଲେ ପରିବା ଲୋକଙ୍କୁ ବିକୁଥିବା ଅମିତ ସେହରା ହେଉଛନ୍ତି ସେହି ଭାଗ୍ୟବାନ ବ୍ୟକ୍ତି ଯାହାଙ୍କର ଲଟେରି ଟିକେଟ କିଣିବାକୁ ପାଖରେ ଟଙ୍କା ନଥିଲା । ବନ୍ଧୁ ତାଙ୍କୁ 500 ଟଙ୍କା ଲଟେରି ଟିକେଟ କିଣିବାକୁ ଦେଇଥିଲେ । ଏବେ ତାଙ୍କୁ ଏଗାର କୋଟି ଟଙ୍କାର ପୁରସ୍କାର ମିଳିବାକୁ ଯାଉଛି । ସେ କିଣିଥିବା ଲଟେରି ଟିକେଟରେ ପ୍ରଥମ ପୁରସ୍କାର   ୧୧ କୋଟି ଟଙ୍କା ଜିତିଛନ୍ତି  । ଯେଉଁ ବନ୍ଧୁଙ୍କଠାରୁ ମାତ୍ର ୫୦୦ ଟଙ୍କା ଧାର ନେଇ ସେ ଟିକେଟ କିଣିଥିଲେ। ଏବେ ତାଙ୍କୁ ଲକ୍ଷେ ଟଙ୍କା ଦେବାକୁ ସେ ଘୋଷଣା କରିଛନ୍ତି ।

ଅମିତ ସେହରାଙ୍କର ପରିବାରରେ  ୧୬ ଜଣ ସଦସ୍ୟ ଅଛନ୍ତି  । ତାଙ୍କ ବଡ଼ ପରିବାରର ଭରଣପୋଷଣ ପାଇଁ ସେ ପରିବା ବିକ୍ରି କରି ପରିବାର ଚଳାଉଥିଲେ । ତାଙ୍କ ବନ୍ଧୁ ମୁକେଶଙ୍କ ସହ ସେ ଦୀପାବଳିରେ  ବୁଲିବାକୁ ଯାଇଥିବା ବେଳେ ଲଟେରି ବିଷୟରେ ଜାଣିଲେ । ତାଙ୍କ ପାଖରେ କିଛି ଟଙ୍କା ନଥିବାରୁ ସେ ମନଦୁଃଖ କରିଥିଲେ । କିନ୍ତୁ ସେ ଚାହୁଁଥିଲେ ଗୋଟିଏ ଲଟେରି ଟିକେଟ କିଣିବା ପାଇଁ । ଏହି ସମୟରେ ମୁକେଶ ତାଙ୍କୁ ଟିକେଟ କିଣିବା ପାଇଁ 500 ଟଙ୍କା ଦେଇଥିଲେ । ଅମିତ କହିଛନ୍ତି ତାଙ୍କ ଜୀବନରେ ପ୍ରଥମ ଥର ସେ ଲଟାରୀ ଟିକେଟ୍ କିଣିଥିଲେ। ଆଉ ଏତେ ଟଙ୍କା ଜିତିଛନ୍ତି । ସେ ସ୍ବପ୍ନରେ ସୁଧା ଭାବିନଥିଲେ ଲଟେରି ଜିତିବେ ବୋଲି । ଏପରିକି ତାଙ୍କର ନିଜସ୍ବ ଫୋନ ନାହିଁ ।

ତାଙ୍କ ବନ୍ଧୁ ମୁକେଶ ତାଙ୍କୁ ଟଙ୍କା ଦେଇଥିବାରୁ ସେ ଟିକେଟ କିଣିବାକୁ ସକ୍ଷମ ହୋଇଥିଲେ ।  ବଥିଣ୍ଡାର ରତନ ଲଟେରୀ ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଟିକେଟ କିଣିଥିଲେ ଅମିତ । ବିଜୟୀ ସଂଖ୍ୟା ଘୋଷଣା ହେବା ପରେ ଅମିତ ନିଜ ବନ୍ଧୁଙ୍କୁ କୃତଜ୍ଞତା ଜଣାଇ ୧ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି । ଏହି ଅର୍ଥକୁ ମୁକେଶ୍‌ଙ୍କର ଦୁଇ ଝିଅଙ୍କୁ ପ୍ରତ୍ୟେକେ ୫୦,୦୦୦ ଟଙ୍କା କରି ଦିଆଯିବ ବୋଲି ସେ କହିଛନ୍ତି ।

ଅମିତ କହିଛନ୍ତି -୩୧ ଅକ୍ଟୋବରରେ ପଞ୍ଜାବ ସରକାରଙ୍କ ଦ୍ୱାରା ବିଜୟୀ ନମ୍ବର  ଘୋଷଣା ହୋଇଥିଲା। କିନ୍ତୁ ତାଙ୍କ ପାଖରେ ମୋବାଇଲ୍ ଫୋନ୍ ନଥିବାରୁ, ସେ ପ୍ରାୟତଃ ଏହି ଖବରକୁ ମିଥ୍ୟା ଭାବି ଦେଇଥିଲେ। ଏହା ପରେ କିପରି ଟିକେଟ ଚେକ୍ କରିବେ ସେ ଜାଣିପାରିନଥିଲେ। ଏହାପରେ ଲଟେରୀ ଏଜେନ୍ସୀରୁ ଫୋନ୍ ଆସିଥିଲା, ତାକୁ ମଧ୍ୟ ସେ ବିଶ୍ୱାସ କରିପାରିନଥିଲେ ।  ଶେଷରେ, ସେମାନେ ଅମିତଙ୍କ ଘରକୁ ଆସି କିପରି ଟଙ୍କା ପାଇବାକୁ ହେବ ସେ  ବିଷୟରେ ବୁଝାଇଲେ।”  ନିୟମ ଅନୁସାରେ, ବିଜୟୀଙ୍କୁ ୨୫ ଦିନ ଭିତରେ ପୁରସ୍କାର ଦାବି କରିବାକୁ ପଡ଼େ। ଏହାପରେ, ଅମିତ ସେହରା ମଙ୍ଗଳବାର ଚଣ୍ଡୀଗଡ଼ରେ ପହଞ୍ଚି ନିଜ ଦାବି ଆନୁଷ୍ଠାନିକ ଭାବେ ଦାବି କରିଛନ୍ତି।

ଅମିତ ସେହରା କହିଛନ୍ତି ଯେ ସେ ପ୍ରଥମେ ଧାର ଟଙ୍କା ଦେଇଥିବା ବନ୍ଧୁଙ୍କୁ ୧ ଲକ୍ଷ ଟଙ୍କା ଦେବା ପରେ, ନିଜର ବଡ଼ ପରିବାରର ଭବିଷ୍ୟତ ପାଇଁ ଯୋଜନା କରିବେ। ସେହରାଙ୍କ ଏହି କାହାଣୀ ପ୍ରମାଣ କରୁଛି ଯେ କାଲି ଯାହା ପାଖରେ ଟିକେଟ କିଣିବାକୁ ଟଙ୍କା ନଥିଲା ଆଜି ସେ 11 କୋଟି ଟଙ୍କା ଜିତିଛନ୍ତି । ଜୀବନରେ ଏକ ଛୋଟ ସାହାଯ୍ୟ କିପରି ବଡ଼ ପରିବର୍ତ୍ତନ ଆଣିପାରିଛି। ଭାଗ୍ୟ କେତେବେଳେ କାହାକୁ କେଉଁଠି ପହଁଚାଇଦିଏ ତାହା ସମସ୍ତେ ଆଲୋଚନା କରୁଛନ୍ତି ।

Share197Tweet123
M M

M M

ଆଜିର ପାଗ

Bhubaneswar
November 18, 2025, 1:04 AM
 

N
Overcast
17°C
0.8 m/s
Apparent: 17°C
Pressure: 1016 mb
Humidity: 75%
Winds: 0.8 m/s N
Windgusts: 6.4 m/s
UV-Index: 0
Precip.: 0mm /0% / Rain
Sunrise: 5:57 AM
Sunset: 5:05 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

November 17, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

November 17, 2025
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

November 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom