• Latest
  • Trending
ଅଷ୍ଟ୍ରେଲିଆକୁ 48 ରନରେ ହରାଇଲା ଭାରତ

ଅଷ୍ଟ୍ରେଲିଆକୁ 48 ରନରେ ହରାଇଲା ଭାରତ

Nov-06-2025 05:33 PM IST
odisha.newsroom.in

ୟୁଏସ-ଇରାନ ମଧ୍ୟରେ ପୁଣି ହେବ ଶାନ୍ତି ଆଲୋଚନା…ଟ୍ରମ୍ପ କହିଲେ…

Apr-14-2026 11:09 AM IST
odisha.newsroom.in

Horoscope 2026 April 14: ଜାଣନ୍ତୁ ଆଜିର ରାଶିଫଳ…

Apr-14-2026 10:25 AM IST
odisha.newsroom.in

SIR କୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ…କଣ କରିବେ ମମତା ?

Apr-13-2026 05:50 PM IST
odisha.newsroom.in

ସାରଥୀ ବାବାଙ୍କ ନୂଆ ଅବତାର…ବରଫ ଉପରେ ତପସ୍ୟା, ଫଟୋ ଭାଇରଲ

Apr-13-2026 05:02 PM IST
odisha.newsroom.in

ଚୀନକୁ ଆମେରିକାର ଧମକ…ଇରାନକୁ ଯୁଦ୍ଧ ସରଞ୍ଜାମ ଦେଲେ ୫୦% ଟାରିଫ୍

Apr-13-2026 03:49 PM IST
odisha.newsroom.in

ରାଜପଥରେ ଛକିଥିଲା ଯମ…ଆଖି ପିଛୁଳାକେ ଚାଲିଗଲା ୧୧ ଜୀବନ

Apr-13-2026 03:04 PM IST
odisha.newsroom.in

ଭୟଙ୍କର ହେଉଛି ଶ୍ରମିକ ଆନ୍ଦୋଳନ…ଜଳୁଛି ଗାଡ଼ି, ପୋଲିସ ଉପରକୁ ପଥର ମାଡ଼

Apr-13-2026 01:12 PM IST
odisha.newsroom.in

ଆମେରିକାକୁ ଇରାନର କଡ଼ା ଚେତାବନୀ…ତୁରନ୍ତ ହର୍ମୁଜ ଛାଡ଼ି ଚାଲିଯାଅ

Apr-13-2026 12:39 PM IST
odisha.newsroom.in

କୁନି ପୁଅର ଚାଞ୍ଚଲ୍ୟକର ଖୁଲାସା…ମୁଁ ଦେଖିଛି, ମା’କୁ ମାରି ପାଇଖାନା ଟାଙ୍କିରେ ପକାଇଦେଇଛି ବାପା

Apr-13-2026 12:11 PM IST
odisha.newsroom.in

ହର୍ମୁଜ ସ୍ଥିତି ଏବେ ଭୟଙ୍କର…ପଇଁତରା ମାରୁଛି ଆମେରିକା ନୌସେନା

Apr-13-2026 11:11 AM IST
  • About
  • Careers
  • Contact Us
Tuesday, April 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଅଷ୍ଟ୍ରେଲିଆକୁ 48 ରନରେ ହରାଇଲା ଭାରତ

by M M
Nov-06-2025 05:33 PM IST
in ଖେଳ
0
ଅଷ୍ଟ୍ରେଲିଆକୁ 48 ରନରେ ହରାଇଲା ଭାରତ
491
SHARES
1.4k
VIEWS
Share on FacebookShare on Twitter

କ୍ବିନ୍ସଲାଣ୍ଡର କାରାରା ଓଭାଲ୍ସଠାରେ ଆଜି ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ 48 ରନରେ ପରାସ୍ତ କରିଛି ଟିମ୍ ଭାରତ । ଅଷ୍ଟ୍ରେଲିଆ ଆଗରେ ଭାରତ  ୧୬୮ ରନର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟରମାନେ ଭଲ ଖେଳିପାରିନଥିଲେ । ମିଚେଲ ମାର୍ସ ସର୍ବାଧିକ 30 ରନ କରିଥିବା ବେଳେ ମ୍ୟାଥୁ ସଟ୍ 28 ରନ କରିଥିଲେ । ଅନ୍ୟ ବ୍ୟାଟରମାନେ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲେ । ଭାରତ ପକ୍ଷରୁ ଅକ୍ଷର , ଦୁବେ ଦୁଇଟି ଲେଖା ଉଇକେଟ ନେଇଥିବା ବେଳେ ସୁନ୍ଦର ତିନୋଟି ଉଇକେଟ ନେଇଥିଲେ । ବୁମରାହ, ଅର୍ଶଦୀପ, ବରୁଣ ଗୋଟିଏ ଲେଖା ଉଇକେଟ ନେଇଥିଲେ । ଅକ୍ଷର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରି ଏକ ଭଲ ମୂଳଦୁଆ ପକାଇଥିଲେ । ଅଭିଷେକ ଶର୍ମା ୨୮ ରନ ଓ ଗିଲ୍ ୪୬ ରନ କରିଥିଲେ । ସେହିପରି ଶିବମ ଦୁବେ ୨୨ ଓ ସୂର୍ଯ୍ୟକୁମାର ଯାଦବ ୨୦ ରନ କରିଥିଲେ । ମାତ୍ର ତିଳକ ବର୍ମା ଓ ଜିତେଶ ଶର୍ମା ଯଥାକ୍ରମେ ୫ ଓ ୩ ରନ କରି ବିଫଳ ହୋଇଥିଲେ । ତେବେ ଅକ୍ଷର ପଟେଲ ୧୧ଟି ବଲରୁ ୨୧ ରନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ଓ ଆଡାମ ଜାମ୍ପା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
April 14, 2026, 11:25 AM
 

S
Partly cloudy
33°C
2.1 m/s
Apparent: 33°C
Pressure: 1008 mb
Humidity: 88%
Winds: 2.1 m/s S
Windgusts: 7.2 m/s
UV-Index: 0
Precip.: 0mm /33% / Rain
Sunrise: 5:29 AM
Sunset: 6:04 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom