ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ by M M Dec-26-2025 05:12 PM IST 0 ଭୁବନେଶ୍ୱର: ବିଜୁ ଜନତା ଦଳର 29 ତମ ପ୍ରତିଷ୍ଠା ଦିବସରେ ଆଜି ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ "ଦଳ ୧୦୦ ବର୍ଷ ରହିବ" ବୋଲି କହୁଥିବା ବେଳେ, କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ନିଜ... Read moreDetails
ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ by M M Dec-26-2025 04:37 PM IST 0 ରାଜ୍ୟ ରାଜନୀତିରେ ବିଜେଡିର ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଦଳୀୟ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ, ବିଜୁ ଜନତା ଦଳ କେବଳ ଏକ ରାଜନୈତିକ ଦଳ... Read moreDetails
ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ by M M Dec-24-2025 08:43 AM IST 0 ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ରାଜ୍ୟର ଆଦିବାସୀମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କହିବା ଅନୁସାରେ, ଆଦିବାସୀମାନେ କେବଳ ହିତାଧିକାରୀ ନୁହନ୍ତି, ସେମାନେ ପ୍ରଗତିର ସହଭାଗୀ। ଦ୍ୱିଭାଷୀ ରେକର୍ଡ ଅଫ୍ ରାଇଟ୍ସ (RoR):... Read moreDetails
ଓଡ଼ିଶାରେ ‘ତୃତୀୟ ଶକ୍ତି’ର ଆଭାସ? ବିଜୟ-ମୋକିମ ଭେଟଘାଟ ପରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ଜୋର by M M Dec-20-2025 07:18 AM IST 0 ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଏକ ବଡ଼ ଧରଣର ଅଦଳବଦଳର ସଙ୍କେତ ମିଳୁଛି। ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟରେ ହୋଇଥିବା ନିକଟତର ଭେଟଘାଟ ଏବେ ଓଡ଼ିଶା ଆକାଶରେ ଏକ 'ନୂଆ ଆଞ୍ଚଳିକ ଦଳ'ର... Read moreDetails
ପୋଲିସ SI ପରୀକ୍ଷା ସ୍କାମ: ରିମାଣ୍ଡରେ ମାଷ୍ଟରମାଇଣ୍ଡ, ଖୋଲିବ କି ବଡ଼ବଡ଼ିଆଙ୍କ ଗୁମର? by M M Dec-20-2025 07:05 AM IST 0 ଭୁବନେଶ୍ୱର: ପୋଲିସ ଏସଆଇ (SI) ପରୀକ୍ଷା ଜାଲିଆତି ମାମଲାରେ ତଦନ୍ତକୁ ଜୋରଦାର କରିଛି ସିବିଆଇ (CBI)। ଏହି ସ୍କାମର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି, ସୁରେଶ ନାୟକ ଏବଂ ସାଗର ଗୌଡ଼କୁ ୪ ଦିନିଆ ରିମାଣ୍ଡରେ ନେଇଛି କେନ୍ଦ୍ରୀୟ ତଦନ୍ତକାରୀ... Read moreDetails
ବିଜେଡି ନେତାଙ୍କ ବନ୍ଧୁମିଳନ : ଏକାଠି ହେଲେ ୪୦ରୁ ଅଧିକ ପୂର୍ବତନ ବିଧାୟକ by M M Dec-20-2025 06:56 AM IST 0 ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ନିକଟସ୍ଥ ଏକ ଫାର୍ମହାଉସ୍ରେ ଦେଖିବାକୁ ମିଳିଛି ହେଭିୱେଟ୍ ନେତାଙ୍କ ଭିଡ଼। ବିଜେଡିର ଏକାଧିକ ପୂର୍ବତନ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ଏହି ମେଳି ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହି ବନ୍ଧୁମିଳନରେ ରାଜେନ୍ଦ୍ର... Read moreDetails
ବେଆଇନ୍ ବେଟିଂ ଆପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ଯୁବରାଜ, ଉର୍ବଶୀ ଓ ସୋନୁ ସୁଦଙ୍କ ସମ୍ପତ୍ତି ଜବତ by M M Dec-19-2025 06:38 PM IST 0 ନୂଆଦିଲ୍ଲୀ: ବେଆଇନ୍ ବେଟିଂ ଆପ୍ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିଛି। ଏହି ବେଆଇନ୍ କାରବାର ସହ ଜଡ଼ିତ ଅଭିଯୋଗରେ ଇଡି ପକ୍ଷରୁ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ବଲିଉଡର କେତେକ ଜଣାଶୁଣା ସେଲିବ୍ରିଟିଙ୍କ... Read moreDetails
ବିଧାୟକଙ୍କ ଦରମା ବୃଦ୍ଧି ବିବାଦ: ପୁନଃବିଚାର ପାଇଁ ବଢ଼ିଲା ଚାପ by M M Dec-19-2025 05:38 PM IST 0 ଭୁବନେଶ୍ୱର: ରାଜ୍ୟ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିକୁ ନେଇ ଲାଗି ରହିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ପ୍ରବଳ ଜନଅସନ୍ତୋଷ ଓ ବିରୋଧୀଙ୍କ ଆଭିମୁଖ୍ୟ ପରେ, ବର୍ଦ୍ଧିତ ଦରମା ନିଷ୍ପତ୍ତିର ପୁନଃବିଚାର ପାଇଁ ଶାସକ ଦଳ ମଧ୍ୟରେ... Read moreDetails
ଧର୍ମଶାଳା ରାଜନୈତିକ ସଂଘର୍ଷ: ବିଧାୟକଙ୍କ ଗିରଫ ଦାବିରେ ବିଜେଡିର ବିକ୍ଷୋଭ, ମୁହାଁମୁହିଁ ଦୁଇ ଗୋଷ୍ଠୀ by M M Dec-18-2025 08:45 AM IST 0 ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା କ୍ଷେତ୍ରରେ ଘଟିଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ରବିବାର ଘଟିଥିବା ସଂଘର୍ଷକୁ କେନ୍ଦ୍ର କରି ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତେଜିବାରେ ଲାଗିଛି।... Read moreDetails
ଉପନିର୍ବାଚନ ପରାଜୟର ସମୀକ୍ଷା କଲେ ନବୀନ: ସରକାରଙ୍କୁ ଭୟ କରନି, ସଂଗଠନ ସୁଦୃଢ଼ କରିବାକୁ ଦେଲେ ଗୁରୁମନ୍ତ୍ର by M M Dec-18-2025 08:40 AM IST 0 ଭୁବନେଶ୍ୱର: ଉପନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପରେ ଆଜି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପରାଜୟର କାରଣ ଖୋଜିଛନ୍ତି। ନବୀନ ନିବାସରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ନୂଆପଡ଼ା ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଏବଂ ପରାଜିତ ପ୍ରାର୍ଥୀ ସ୍ନେହାଙ୍ଗିନୀ... Read moreDetails