ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ by newsroom May-16-2025 09:13 AM IST 0 ଓଡ଼ିଶାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି। ଏହି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଏହା ଦ୍ୱାରା କୃଷକମାନେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇପାରିବେ। ସେ ସ୍ପଷ୍ଟ କରିଛନ୍ତି ଯେ, ୩୩%ରୁ ଅଧିକ... Read moreDetails
ନରେନ୍ଦ୍ର ପୁଷ୍କରିଣୀ’ରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ by newsroom May-14-2025 01:00 PM IST 0 ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ପ୍ରବଳ ଗରମରୁ ଆଶ୍ବସ୍ତି ପାଇବା ପାଇଁ ଯୁବକ ଜଣକ ଆଜି ଅପରାହ୍ଣରେ ନରେନ୍ଦ୍ର... Read moreDetails
ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ by newsroom Apr-30-2025 12:25 PM IST 0 ଆଜି ହେଉଛି ଅକ୍ଷୟ ତୃତୀୟା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି। ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ... Read moreDetails
ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ by newsroom Apr-28-2025 11:22 AM IST 0 ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ଅନୁପ୍ରବେଶ କରି ପାକିସ୍ତାନୀ, ବାଂଲାଦେଶୀ ରାଶନ କାର୍ଡ ହାତେଇଛନ୍ତି। ସେମାନଙ୍କୁ ଚିହ୍ନଟ କରି ନାଁ... Read moreDetails
ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ୭୦ ବର୍ଷ ବୟସରେ ପରଲୋକ by newsroom Apr-19-2025 06:18 AM IST 0 ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ସେ କିଛି ବର୍ଷ ଧରି ରୋଗାକ୍ରାନ୍ତ ଥିଲେ। ସତ୍ୟ, ସଦାଚାର ଓ ଜନସେବା ପ୍ରତି ନିଷ୍ଠା ପାଇଁ ପରିଚିତ ଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ତାଙ୍କର ପେଶାଜୀବନ... Read moreDetails
କମିକ୍ସ କ୍ରିଏଟର୍ସ ଚାମିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା by newsroom Apr-18-2025 02:00 PM IST 0 ଇମରସିଭ୍ ମିଡିଆ ଓ କ୍ରିଏଟିଭ୍ ଟେକନଲୋଜି ଯୁଗରେ କମିକ୍ସଗୁଡ଼ିକ ଚମତ୍କାର କାହାଣୀ, ସାଂସ୍କୃତିକ ଉତଥାନ ଓ ଉଦ୍ଭାବନର ଶକ୍ତିଶାଳୀ ଉପକରଣ ପାଲଟିଛନ୍ତି, ଯାହାକି ଲୋକକଥା, କଳ୍ପନା ଓ ଭବିଷ୍ୟତର ଟେକନଲୋଜିର ଏକ ଅଦ୍ଭୁତ ମିଶ୍ରଣ । ଏହି ପରିବର୍ତ୍ତନ କମିକ୍ସ କ୍ରିଏଟର... Read moreDetails
ୱାକଫ୍ ଆଇନ ଉପରେ ସମ୍ପୂର୍ଣ୍ଣ ସ୍ଥଗିତାଦେଶ ଯଥାର୍ଥ ନୁହେଁ by newsroom Apr-17-2025 10:02 AM IST 0 ୱାକଫ ଆଇନକୁ ନେଇ ସୁପ୍ରିମ୍କୋର୍ଟରେ ବଡ଼ ଶୁଣାଣି ହୋଇଛି। ନୂଆ ଆଇନ୍କୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତି ହେବା ପରେ ନିଜ ପକ୍ଷ ରଖିବା ପାଇଁ ଗୋଟାଏ ସପ୍ତାହ ସମୟ ମାଗିଛି କେନ୍ଦ୍ର। ୱାକଫ (ସଂଶୋଧନ) ଆଇନ ଉପରେ ଶୁଣାଣି... Read moreDetails
ହନୁମାନଙ୍କ ମହାନ ଗୁଣ by newsroom Apr-12-2025 09:25 AM IST 0 ହନୁମାନଙ୍କର ଅନେକ ମହାନ ଗୁଣ ରହିଛି, ଯାହା ତାଙ୍କୁ ରାମାୟଣର ଏକ ଆଦର୍ଶ ଚରିତ୍ର ତଥା ଭକ୍ତଙ୍କ ପାଇଁ ପ୍ରେରଣାର ଉତ୍ସ କରିଛି। ତାଙ୍କର ୫ଟି ପ୍ରମୁଖ ଗୁଣ, ଯାହା ନିହାତି ଜାଣିବା ଦରକାର, ସେଗୁଡ଼ିକ ହେଲା: ଅସୀମ ଭକ୍ତି: ହନୁମାନ... Read moreDetails
ପାଣ୍ଡିଆନ ନୁହେଁ ନବୀନ ଦାୟୀ: ପ୍ରଭାତ ତ୍ରିପାଠୀ by newsroom Apr-10-2025 11:26 AM IST 0 ଗତ କିଛି ଦିନ ଧରି ବିଜେଡିରେ ତୁତୁ ମେ ମେ ଚାଲିଛି । ବରିଷ୍ଠ ନେତା ଆଉ ଯୁବ ନେତା ଙ୍କ ମଧ୍ୟରେ ରାଜ୍ୟ ସଭାରେ ଭୋଟକୁ ନେଇ ଟଣା ଓଟରା ପରେ ନବୀନ ସବୁ ନେତାଙ୍କୁ ତାଗିଦ କରିବା ସହ... Read moreDetails
୧୦୦ରୁ ଅଧିକ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ by newsroom Apr-10-2025 10:38 AM IST 0 ୧୦୦ରୁ ଅଧିକ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ଟିମ୍ ଅଂଶଗ୍ରହଣ କରିବେ । ଉଭୟ ମହିଳା ଓ ପୁରୁଷ ବର୍ଗରେ ୬ଟି ଟିମ୍ ମଧ୍ୟରେ ମୁକାବିଲା ହେବ ।... Read moreDetails