ଆମେରିକାର ଦୁଇଟି ଫାଇଟର ଜେଟକୁ ଖସାଇଦେଲା ଇରାନ, ପାଇଲଟଙ୍କ ପତ୍ତା ମିଳୁନି by M M Apr-04-2026 12:00 PM IST 0 ମଧ୍ୟପ୍ରାଚ୍ୟ ଯୁଦ୍ଧ ଭୟଙ୍କର ହେଉଥିବା ବେଳେ ଗତ ଶୁକ୍ରବାର ଦିନ ଆମେରିକାର ଦୁଇଟି ଫାଇଟର ଜେଟକୁ ଖସାଇଦେଇଛି ଇରାନ। ଆମେରିକାର ଧମକ ପରେ ଇରାନ ପଛଘୁଞ୍ଚା ଦେବା ବୋଲି ଯାହା ଆଶା କରାଯାଉଥିଲା, ତାହା ଏବେ ଭୁଲ ପ୍ରମାଣିତ ହେବାକୁ ଯାଉଛି।... Read moreDetails
ଫସରଫାଟିଲା ଟ୍ରମ୍ପଙ୍କ ବାହାସ୍ପୋଟ…ତେହେରାନ ନୁହେଁ, ଆମେରିକାରେ ହେବ ଶାସନ ପରିବର୍ତ୍ତନ by M M Apr-03-2026 03:14 PM IST 0 ଯୁକ୍ତରାଷ୍ଟ୍ର ଆମେରିକା ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରି ତେହରାନରେ ଶାସନ ପରିବର୍ତ୍ତନର ବାହାସ୍ପୋଟ ମାରିଥିଲା। କିନ୍ତୁ ଏବେ ପରିସ୍ଥିତି ବିପରୀତ ମୋଡ଼ ନେଇଛି। ଓ୍ୱାଶିଂଟନ୍ ଡିସିରେ ଶାସନ ପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବରଖାସ୍ତ... Read moreDetails
ଟ୍ରମ୍ପଙ୍କ ଧମକ ପରେ କଡ଼ା ଜବାବ ଦେଲା ଇରାନ…ଆମ ତାକତ ତୁମକୁ ଜଣା ନାହିଁ…ଅପେକ୍ଷା କର… by M M Apr-02-2026 04:03 PM IST 0 ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିକୁ ଦେଇଥିବା ଟେଲିଭିଜନ୍ ସମ୍ବୋଧନରେ ଇରାନ୍କୁ ପ୍ରସ୍ତର ଯୁଗକୁ ଠେଲିଦେବୁ ବୋଲି ଧମକ ଦେବା ପରେ ଏହାର ତୁରନ୍ତ ଜବାବ ଦେଇଛି ଇରାନ। ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍ପାଦନ କ୍ଷମତା ପ୍ରାୟ ସମାପ୍ତ ହୋଇଯାଇଥିବା... Read moreDetails
ଗୋଟିଏ ଘଣ୍ଟାରେ ଉଡ଼ିଗଲା 10 ଲକ୍ଷ କୋଟି, କଣ କରିବେ ନିବେଶକ ? by M M Apr-02-2026 11:56 AM IST 0 ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ୍ ବିରୋଧରେ ନୂଆ ଧମକ ପରେ ଆନ୍ତର୍ଜାତିକ ତୈଳ ମୂଲ୍ୟ ବୃଦ୍ଧି ପାଇବାରୁ ଭାରତୀୟ ପୂଞ୍ଜି ବଜାରରେ ଭୟଙ୍କର କ୍ଷତି ଦେଖାଦେଇଛି। ଆଜି ବଜାର ଖୋଲିବା ସହିତ ବିଏସ୍ଇ ସେନ୍ସେକ୍ସ ଓ ଏନ୍ଏସ୍ଇ ନିଫ୍ଟି ତୀବ୍ର... Read moreDetails
ପଶ୍ଚିମବଙ୍ଗରେ SIR ଅଧିକାରୀଙ୍କୁ ଘେରାବନ୍ଦୀ, ଭୟଙ୍କର ଉତ୍ତେଜନା… by M M Apr-02-2026 11:40 AM IST 0 ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର କାଲିଆଚକରେ ନିର୍ବାଚନ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) କାର୍ଯ୍ୟରେ ନିୟୋଜିତ ୭ ଜଣ ଜୁଡିସିଆଲ୍ ଅଧିକାରୀଙ୍କୁ ପ୍ରାୟ ୯ ଘଣ୍ଟାରୁ ଅଧିକ ସମୟ ଧରି ନଜରବନ୍ଦୀ କରାଯାଇଥିଲା। ଏହି ଘଟଣାରେ କଲକାତା ହାଇକୋର୍ଟ ହସ୍ତକ୍ଷେପ... Read moreDetails
ଆମେରିକାବାସୀଙ୍କୁ ଟ୍ରମ୍ପଙ୍କ ସମ୍ବୋଧନ…ଯୁଦ୍ଧ ବନ୍ଦ ନେଇ ଏମିତି କହିଲେ… by M M Apr-02-2026 10:58 AM IST 0 ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ରାତିରେ ଆମେରିକାବାସୀଙ୍କୁ ଟେଲିଭିଜନ୍ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଇରାନ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ମୂଳ ଲକ୍ଷ୍ୟ ଗୁଡ଼ିକ ପୂରଣ ହେବାକୁ ଯାଉଛି। ଏହି ସମ୍ବୋଧନରେ ସେ ଆଗାମୀ ଦୁଇରୁ... Read moreDetails
ସାରା ଦେଶରେ ଆଜିଠୁ E20 ପେଟ୍ରୋଲ ବିକ୍ରି ବାଧ୍ୟତାମୂଳକ, ଏହା ଆପଣଙ୍କ ଗାଡ଼ି ପାଇଁ ଭଲ ନା ଖରାପ ? by M M Apr-01-2026 11:21 AM IST 0 E20 ପେଟ୍ରୋଲ ବିକ୍ରିକୁ ସାରାଦେଶରେ ବାଧ୍ୟତାମୂଳକ କରାଯିବାପରେ ଗାଡି ଚାଳକଙ୍କ ମଧ୍ୟରେ ଏକ ପ୍ରକାର ଭାଳେଣି ପଡିଯାଇଛି । କାରଣ ଏହି ତେଲକୁ କେହି କେହି ଗାଡି ପାଇଁ ଭଲ ବୋଲି କହୁଥିବା ବେଳେ ଆଉ କେହି ଏହା ଗାଡି ଇଂଜିନ... Read moreDetails
ପୁଣି ବଢ଼ିଲା ଗ୍ୟାସ ଦର, ସାଧାରଣ ଖାଉଟିଙ୍କ ଉପରେ ପଡ଼ିବ ପ୍ରଭାବ by M M Apr-01-2026 11:02 AM IST 0 ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଚାଲିଥିବା ଇରାନ୍ ଯୁଦ୍ଧ ଏବଂ ଆନ୍ତର୍ଜାତୀୟ ତୈଳ ମୂଲ୍ୟ ବୃଦ୍ଧି ପାଇଁ ଭାରତରେ ବାଣିଜ୍ୟିକ୍ ଏଲ୍ପିଜି (LPG) ସିଲିଣ୍ଡର୍ ମୂଲ୍ୟ ବଢ଼ିଛି। ଏପ୍ରିଲ୍ ୧ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ନୂତନ ମୂଲ୍ୟ ଅନୁଯାୟୀ, ଦିଲ୍ଲୀରେ ୧୯... Read moreDetails
ଭୟଙ୍କର ବିମାନ ଦୁର୍ଘଟଣା…ଜଳିଗଲେ 29 ଯାତ୍ରୀ,ଚାଲିଛି କାରଣ ଖୋଜା by M M Apr-01-2026 10:45 AM IST 0 କ୍ରିମିୟା ଉପଦ୍ୱୀପରେ ଏକ ରୁଷିୟାନ୍ ସୈନ୍ୟ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନ ଏକ କ୍ଲିଫ୍ (ପାହାଡ଼ିଆ ଚଟାଣ) ସହ ଧକ୍କା ଲାଗି ଭାଙ୍ଗି ପଡ଼ିଥିଲା।ରୁଷିୟା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଅଣ୍ଟୋନୋଭ୍ An-26... Read moreDetails
ବିନା ସର୍ତ୍ତରେ ଇରାନ ଛାଡ଼ିବାକୁ ଟ୍ରମ୍ପ ରାଜି, ଯୁଦ୍ଧରେ ଲାଗିବ କି ବିରାମ ? by M M Apr-01-2026 10:29 AM IST 0 ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ସହ କୌଣସି ନ୍ୟୁକ୍ଲିୟର୍ ଚୁକ୍ତି ନହେଲେ ମଧ୍ୟ ଆମେରିକା ଯୁଦ୍ଧ ସମାପ୍ତ କରି ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ୍ ଛାଡ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେ କହିଛନ୍ତି ଯେ ଇରାନ୍ର ନ୍ୟୁକ୍ଲିୟର୍ କାର୍ଯ୍ୟକ୍ରମକୁ... Read moreDetails