ହୁ ହୁ ହୋଇ ବଢୁଛି ଅଶୋଧିତ ତୈଳ ମୂଲ୍ୟ…ଯୁଦ୍ଧ ବନ୍ଦ ନହେଲେ… by M M Mar-30-2026 04:24 PM IST 0 ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବଢ଼ି ପ୍ରତି ବାରେଲ୍ ୧୧୫ ଡଲାର୍ ଛୁଇଁଲାଣି । ବ୍ରେଣ୍ଟ୍ ତୈଳ (ଆନ୍ତର୍ଜାତୀୟ ବେଞ୍ଚମାର୍କ) ମୂଲ୍ୟ ସମ୍ପ୍ରତି ୧୧୩ ରୁ ୧୧୬ ଡଲାର୍ ମଧ୍ୟରେ ରହିଛି ଏବଂ କେତେକ ସମୟରେ ୧୧୯... Read moreDetails
ଭାରତୀୟ ବଜାରରେ ଚୀନ CCTV ବ୍ୟାନ…କଣ ରହିଛି କାରଣ ? by M M Mar-30-2026 01:33 PM IST 0 ଭାରତରେ ଚାଇନା ନିର୍ମିତ ସିସିଟିଭି କ୍ୟାମେରା ଉପରେ କଡ଼ା କଟକଣା ଲାଗୁ କରାଯାଇଛି। ଗୁପ୍ତଚରବୃତ୍ତି ଆଶଙ୍କାରେ ଏହି ନୂତନ ନିୟମ ଲାଗୁ କରାଯାଇଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଭାରତ ସରକାର ଚାଇନା ନିର୍ମିତ ଇଣ୍ଟରନେଟ୍ ସଂଯୁକ୍ତ... Read moreDetails
ଟ୍ରମ୍ପଙ୍କ ବିବାଦୀୟ ବୟାନ..ଇରାନର ଖାର୍ଗ ଦ୍ବୀପ ଦଖଲ କରିବୁ, ତେଲ ନବୁ by M M Mar-30-2026 12:06 PM IST 0 ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଇରାନ୍ ପାର୍ଲାମେଣ୍ଟର ସ୍ପିକର୍ ମହମ୍ମଦ ବାଗେର୍ ଘାଲିବାଫ୍ ଙ୍କଠାରୁ ଏକ ‘ଉପହାର’ ପାଇଛନ୍ତି ଏବଂ ସେ ଏବେ... Read moreDetails
ଆମେ ରାଜତନ୍ତ୍ର ସହିବୁନୁ by M M Mar-29-2026 10:50 PM IST 0 https://www.youtube.com/watch?v=l2_G_8596tE Read moreDetails
କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ by M M Mar-28-2026 12:34 PM IST 0 ବିଶାଖାପଟ୍ଟଣମ୍ ରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଇଞ୍ଜିନ୍ ସମସ୍ୟା ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ଘଟଣାରେ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ କୌଣସି କ୍ଷତି ହୋଇନାହିଁ। ବିମାନ ନମ୍ବର... Read moreDetails
ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ? by M M Mar-28-2026 11:34 AM IST 0 ସୁରଟରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଜବରଦସ୍ତ ପ୍ରଭାବ ପଡିଛି। ରାନ୍ଧଣା ଗ୍ୟାସ ମିଳୁନଥିବାରୁ ସେମାନେ ରୋଷେଇ କରିପାରୁନାହାନ୍ତି। ସ୍ୱଳ୍ପ ରୋଜଗାର ହେତୁ ଚଢା ଦାମ ଦେଇ ହୋଟେଲରେ ଖାଇବା ମଧ୍ୟ ସମ୍ଭବ ନୁହେଁ । ଫଳରେ... Read moreDetails
ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ… by M M Mar-27-2026 04:41 PM IST 0 ଆଲାହାବାଦ୍ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ଜଣେ ବିବାହିତ ପୁରୁଷ ଯଦି ଜଣେ ବୟସ୍କ ମହିଳା ସହ ଉଭୟର ସମ୍ମତିରେ ଲିଭ୍-ଇନ୍ ସମ୍ପର୍କରେ ଥାଏ, ତେବେ ତାହା କୌଣସି ଅପରାଧ ନୁହେଁ। ଆଇନ୍ ଏବଂ ନୈତିକତାକୁ ପୃଥକ ରଖିବା... Read moreDetails
ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ by M M Mar-27-2026 03:57 PM IST 0 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୫-ପଏଣ୍ଟ ଶାନ୍ତି ପ୍ରସ୍ତାବକୁ ଇରାନ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିବା ପରେ ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଇରାନ ନିଜର ୫-ପଏଣ୍ଟ ପାଲଟା ପ୍ରସ୍ତାବ ଦେଇ ଯୁଦ୍ଧ ବନ୍ଦ ପାଇଁ କଠୋର ସର୍ତ୍ତ... Read moreDetails
ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ by M M Mar-27-2026 02:34 PM IST 0 ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କର ମୃତ୍ୟୁର 23 ମିନିଟ ପୂର୍ବର ଫଟୋ ସାମ୍ନାକୁ ଆସିଛି। ଇରାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫଟୋରେ ଆୟାତୋଲ୍ଲା ଖାମେନେଇ ନିଜ ଅଫିସରେ ଶାନ୍ତ ଭାବରେ ପବିତ୍ର କୋରାନ୍ ପଢ଼ୁଥିବା ଦେଖାଯାଉଛି।ଏହା ତାଙ୍କର... Read moreDetails
ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ? by M M Mar-27-2026 11:22 AM IST 0 ଭାରତ ସରକାର ଶୁକ୍ରବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଟ୍ୟାକ୍ସ (ଏକ୍ସାଇଜ୍ ଡ୍ୟୁଟି) ପ୍ରତି ଲିଟର୍ ୧୦ ଟଙ୍କା କମାଇ ଦେଇଛନ୍ତି। ଏହା ପରର ସ୍ଥିତି ଏହିପରି: ପେଟ୍ରୋଲ ଉପରେ କେନ୍ଦ୍ର ଟ୍ୟାକ୍ସ କେବଳ... Read moreDetails