ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ… by M M Mar-25-2026 05:30 PM IST 0 ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁ ଲିଭୁନଥିବା ବେଳେ ସାଧାରଣ ଲୋକଙ୍କ ମନରେ ଲକଡାଉନର ଭୟ ପଶିଛି। ଆଗକୁ ଆଉ ଅତ୍ୟାବଶ୍ୟକ ଜିନିଷ ନମିଳିବାର ଭୟ ଲୋକଙ୍କୁ ଘାରିଛି। କେହି କେହି ଆଗୁଆ ଖାଦ୍ୟ ସାମଗ୍ରୀ କିଣି ଗଛିତ କରୁଛନ୍ତି । ତେବେ ଏଠି... Read moreDetails
ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ… by M M Mar-25-2026 04:01 PM IST 0 ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଜଳୁଥିବା ବେଳେ ଦୁବାଇରେ ଗତ 23 ତାରିଖରେ ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି। ବର୍ଷାର ପ୍ରକୋପ ଏତେ ଭୟଙ୍କର ଥିଲାଯେ, ଚାହୁଁ ଚାହୁଁ ସମୁଦ୍ର ଭଳି ପାଣି ମାଡ଼ି ଆସି ରାସ୍ତାଘାଟ ବୁଡ଼ାଇଦେଲା । ୨୦୨୬ ମାର୍ଚ୍ଚ... Read moreDetails
ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ by M M Mar-25-2026 12:55 PM IST 0 ଗତ କିଛି ଦିନ ଧରି ସୁନା ଦ୍ୱାରା କମି ଚାଲିଥିବାବେଳେ ଆଜି ପୁଣି ଉପରମୁହାଁ ହୋଇଛି ସୁନା । ଯେଉଁମାନେ ସୁନା ଆହୁରି କମିବ ବୋଲି ଆଶା କରି ସୁନା କିଣୁ ନଥିଲେ, ଆଜିର ବୃଦ୍ଧି ପରେ ସେମାନେ ନିରାଶ ହୋଇଛନ୍ତି।... Read moreDetails
ଆମେରିକା-ଇରାନ କଥାବାର୍ତ୍ତାରେ ମଧ୍ୟସ୍ଥି ହେବାକୁ କାହିଁକି ଆଗ୍ରହୀ ପାକିସ୍ତାନ ? by M M Mar-24-2026 01:36 PM IST 0 ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ସଂଗୀନ ସ୍ଥିତିରେ ଅଛି। ଏହାରି ଭିତରେ ପାକିସ୍ତାନ ନିଜକୁ ଇରାନ ଏବଂ ତା’ର ଶତ୍ରୁ — ଯୁକ୍ତରାଷ୍ଟ୍ର ଓ ଇସ୍ରାଏଲ — ମଧ୍ୟରେ ଶାନ୍ତି ସ୍ଥାପନ କରିବାର ମୁଖ୍ୟ ମଧ୍ୟସ୍ଥି (mediator) କରିବାକୁ ଚେଷ୍ଟା... Read moreDetails
ଏଣିକି ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବା ମହଙ୍ଗା ହେବ, ଜାଣନ୍ତୁ କେତେ by M M Mar-24-2026 12:54 PM IST 0 ଅନଲାଇନ୍ରେ ଖାଦ୍ୟ ଅର୍ଡର କରିବା ପାଇଁ ଏବେ ଅଧିକ ଖର୍ଚ୍ଚ ପଡିବ। ଜୋମାଟୋ ତା’ର ପ୍ଲାଟଫର୍ମ ଫି ବଢ଼ାଇବାର କିଛି ଦିନ ପରେ ସ୍ୱିଗି ମଧ୍ୟ ସେହିପରି କରିଛି। ଏହାଫଳରେ ଗ୍ରାହକଙ୍କୁ ଏଣିକି ପ୍ରତି ଅର୍ଡରରେ ଅଧିକ ଟଙ୍କା ଦେବାକୁ ପଡ଼ିବ।ସ୍ୱିଗି... Read moreDetails
ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ପ୍ରଭାବ…କିଛି ମିନିଟରେ 5 ଲକ୍ଷ କୋଟି ଲାଭ by M M Mar-24-2026 12:08 PM IST 0 ଟ୍ରମ୍ପ ଙ୍କ ଯୁଦ୍ଧ ବିରତି ଘୋଷଣାର କିଛି ଘଣ୍ଟା ନପୂରୁଣୁ ଆଜି ଷ୍ଟକ ମାର୍କେଟରେ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି। ନିବେଶକମାନଙ୍କ ମନରେ ଖୁସି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ମୂଲ୍ୟ କମି ଯାଇଛି । ସୁନା ମୂଲ୍ୟ ମଧ୍ୟ... Read moreDetails
କାହିଁକି ମୁଣ୍ଡ ନୁଆଁଇଲେ ଟ୍ରମ୍ପ…କଣ ରହିଛି ରହସ୍ୟ ? by M M Mar-24-2026 11:20 AM IST 0 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆକ୍ରମଣ ବନ୍ଦ ଘୋଷଣା କରିବା ପରେ ଇରାନ ବି ରଖିଲା ପ୍ରତିକ୍ରିୟା । ଟ୍ରମ୍ପ କହିଥିଲେ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଗଠନମୂଳକ ଆଲୋଚନା ହୋଇଛି । କାବୁଲରେ... Read moreDetails
ଆମେରିକାରେ ଗୃହଯୁଦ୍ଧ..! ଡେମୋକ୍ରାଟ ପାର୍ଟିକୁ ବଡ଼ ଶତ୍ରୁ କହିଲେ ଟ୍ରମ୍ପ by M M Mar-23-2026 06:22 PM IST 0 ଆମେରିକାରେ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଛି । ଆମେରିକୀୟ ରାଜନୀତିରେ ବୟାନବାଜି ଉଷ୍ମ ହେବାରେ ଲାଗିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ truth ସୋସିଆଲରେ ଏକ କଠୋର ବିବୃତି ଜାରି କରି... Read moreDetails
ଅଶୁଭ ସୋମବାର…କିଛି ମିନିଟରେ ଉଡ଼ିଗଲା 11 ଲକ୍ଷ କୋଟି by M M Mar-23-2026 12:51 PM IST 0 ଯୁଦ୍ଧର ଘନଘଟା ଭିତରେ ଷ୍ଟକ ମାର୍କେଟ ସାଙ୍ଘାତିକ ଭାବେ କ୍ରାସ କରିଛି। ମାତ୍ର କିଛି ମିନିଟ ବ୍ୟବଧାନରେ ନିବେଶକ ହରାଇଛନ୍ତି 11 ଲକ୍ଷ କୋଟି ଟଙ୍କା । ଏଭଳି ସ୍ଥିତି ଲାଗିରହିଲେ ଆଗକୁ ମାର୍କେଟ ଅବସ୍ଥା ଆହୁରି ବିଗିଡ଼ିଯିବ ବୋଲି ବଜାର... Read moreDetails
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ…ବିମାନ ଭଡ଼ା ଏବେ ଆକାଶଛୁଆଁ by M M Mar-23-2026 11:31 AM IST 0 ଏଣିକି ବିମାନରେ ଯାତ୍ରା କରିବା ଆଉ ସହଜ ହେବ ନାହିଁ । କାରଣ ବିମାନ ଭଡା ଏବେ ଆକାଶଛୁଆଁ ହେଲାଣି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଇନ୍ଧନ ସଙ୍କଟ ଦିନକୁ ଦିନ ଉତ୍କଟ ଆକାର ଧାରଣା କରୁଥିବା ବେଳେ ଏହାର ପ୍ରଭାବ... Read moreDetails