ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, କହିଲେ ଏଥର ଜିତିବି by M M Oct-18-2025 05:40 PM IST 0 ନୂଆପଡ଼ା ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜ ସମର୍ଥକମାନଙ୍କ ସହ ଆସି ନାମାଙ୍କନ ଭରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖଡ଼ିଆଳ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ଏହି... Read moreDetails
ପ୍ରାର୍ଥୀପତ୍ର ଦାଖଲ କଲେ ଜୟ ଢୋଲକିଆ, କହିଲେ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି by M M Oct-18-2025 05:16 PM IST 0 ହଜାର ହଜାର ସମର୍ଥକଙ୍କ ସହ ଜୟ ଢ଼ୋଲକିଆ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜୟଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ଲୋକସଭା... Read moreDetails
ମନମୋହନଙ୍କ ନୂଆ ଟିମ୍ ବିଜେଡିକୁ ଟକ୍କର ଦେଇପାରିବ ତ ? by M M Oct-18-2025 10:25 AM IST 0 ରାଜ୍ୟ ସଭାପତି ମନମୋହନ ସାମଲ ସଭାପତି ହେବାର ୩ମାସ ପରେ ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମନମୋହନଙ୍କ ଏହି ଟିମ୍ ବିଜେଡିକୁ ଆଗାମୀ ଦିନରେ କିଭଳି ଟକ୍କର ଦେବ ଆଉ ପଂଚାୟତ ନିର୍ବାଚନ... Read moreDetails
ଭୂପେନ୍ଦ୍ର ପଟେଲ ସରକାରଙ୍କ ନୂଆ ମନ୍ତ୍ରୀ, ଜାଣନ୍ତୁ କିଏ ପାଇଲେ ସ୍ଥାନ ? by M M Oct-17-2025 01:02 PM IST 0 ଗୁଜରାଟରେ ଭୂପେନ୍ଦ୍ର ପଟେଲ ସରକାରଙ୍କ ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ ନେଇଛନ୍ତି । ପୂର୍ବରୁ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ପ୍ରଥମେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ତ୍ରିକମ ବିଜଲ... Read moreDetails
ବିଜେଡି ପ୍ରକାଶ କଲା ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ କିଏ ଅଛନ୍ତି ତାଲିକାରେ by M M Oct-17-2025 09:44 AM IST 0 ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ତାଲିକାରେ ନିରଂଜନ ପୂଜାରୀ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଢାଇ, ଧ୍ରୁବ ସାହୁ, ମନୋହର ରାନ୍ଧାରୀ, ପ୍ରଦିପ ଦିସାରୀ,... Read moreDetails
ନୁଆପଡା ଉପନିର୍ବାଚନ ପାଇଁ ଜାଣନ୍ତୁ ବିଜେପିର ଷ୍ଟାର ପ୍ରଚାରକ କିଏ ? by M M Oct-17-2025 09:33 AM IST 0 ନୁଆପଡା ଉପନିର୍ବାଚନ ପାଇଁ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି । ଏହି ତାରକା ପ୍ରଚାରକମାନେ ପ୍ରଚାରର ମଙ୍ଗ ଧରିବେ । କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିବେ । ଦଳ ସହିତ ଯୋଡି ହୋଇ... Read moreDetails
ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଅନ୍ତଃସାର ଶୂନ୍ୟ: ବିଜେଡି by M M Oct-16-2025 05:19 PM IST 0 ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡାରେ ଦେଇଥିବା ବକ୍ତବ୍ୟକୁ ନେଇ ବର୍ଷିଛି ବିଜେଡି । ଏନେଇ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ନୂଆପଡା ଡବଲ ଇଞ୍ଜିନର ବିକାଶ ଦେଖିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ,... Read moreDetails
ନୀରଜ ସିଂହ ଦିନେ ଥିଲେ ସିକ୍ୟୁରିଟି ଗାର୍ଡ଼, ଆଜି ଚାରି ଶହ କୋଟିର ମାଲିକ by M M Oct-16-2025 04:56 PM IST 0 ନୀରଜ ସିଂହ । ଏହି ନାମକୁ ନେଇ ବିହାର ରାଜନୀତିରେ ଜୋରଦାର ଚର୍ଚା । କାରଣ ଦିନେ ସେ କାମ କରିବା ପାଇଁ ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲୁଥିଲେ । ଏପରିକି ସିକ୍ୟୁରିଟି ଗାର୍ଡ କାମ କରିଥିଲେ ।... Read moreDetails
ଅନ୍ତିମ ନିିଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କ ସେବା କରିବି: ଜୟ ଢ଼ୋଲକିଆ by M M Oct-15-2025 08:15 PM IST 0 ଆଜି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ତରଫରୁ ନୁଆପଡା ବିଧାସଭା ଆସନ ପାଇଁ ଜୟ ଢୋଲକିଆଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଲୋକ କଲ୍ୟାଣକାରୀ ଯୋଜନା... Read moreDetails
ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ଜୟ ଢୋଲକିଆ by M M Oct-15-2025 07:10 PM IST 0 ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୋର୍ଡ ତରଫରୁ ଆଜି ନୂଆପଡା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଜୟ ଢୋଲକିଆଙ୍କ ନାମ ଘୋଷଣା କରାଯାଇଛି । ଦଳୀୟ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା କାଲି... Read moreDetails