ବିଜେଡି ଛାଡ଼ିଲେ, ବିଜେପିରେ ଯୋଗଦେଲେ ଜୟ ଢ଼ୋଲକିଆ by M M Oct-11-2025 04:32 PM IST 0 ନୂଆପଡ଼ା ଉପନିର୍ବାଚନ ବିଜେପି ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ । ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ... Read moreDetails
ଜୟ ଢୋଲକିଆଙ୍କୁ ଟିକେଟ ଦେବ ବିଜେପି ? by M M Oct-11-2025 01:37 PM IST 0 ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ବଡ଼ ଟ୍ବିଷ୍ଟ। ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ... Read moreDetails
କଟକ ହିଂସା ପାଇଁ ବଜରଙ୍ଗଦଳ ଓ ବିଜେପିକୁ ଟାର୍ଗେଟ କଲେ ମମତା by M M Oct-09-2025 01:33 PM IST 0 କଟକରେ ହିଂସା ପାଇଁ ବିଜେପି ସରକାରକୁ ଦାୟୀ କରିଛନ୍ତି ମମତା ବାନାର୍ଜୀ । ଭାରତୀୟ ଜନତା ପାର୍ଟି, ବଜରଙ୍ଗ ଦଳ ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମମତା କହିଛନ୍ତି, କଟକ ଆଜି ଜଳୁଛି । ଏଥିପାଇଁ... Read moreDetails
ବିହାର ବିଧାନସଭା ନିର୍ବାଚନ : ଚିରାଗ ଚାହୁଁଛନ୍ତି ଅଧିକ ଆସନ by M M Oct-09-2025 08:21 AM IST 0 ବିହାର ନିର୍ବାଚନ ପାଖେଇ ଆସୁଛି । ଏଥର କିଏ ରାଜ୍ୟରେ ସରକାର ଗଠନ କରିବ ତାକୁ ନେଇ ବେଶୀ ଆଲୋଚନା ହେଉଛି । ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଦଳ ଭୋଟ ବିଭାଜନର ବଡ଼ କାରଣ ହୋଇଛି । ବିଭିନ୍ନ ଦଳର... Read moreDetails
ବିହାର ନିର୍ବାଚନ: ଏନଡିଏର ଆସନ ଭାଗବଣ୍ଟାକୁ ନେଇ ବଢ଼ୁଛି ଦ୍ବନ୍ଦ୍ବ by M M Oct-08-2025 02:30 PM IST 0 ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ଆସନ ବଣ୍ଟନକୁ ନେଇ ଭାଗ ଛିଣ୍ଡୁନି । କିଏ କେତେ ଆସନ ପାଇବ, ତାକୁ ନେଇ ଏନଡିଏ ଭିତରେ ଫାଟ ସୃଷ୍ଟି ହୋଇଛି। ଅଧିକ ଆସନ ପାଇବାକୁ ନେଇ ଚିରାଗ ପାସୱାନ ତାଙ୍କ ଦାବିରେ ଅଟଳ... Read moreDetails
କଂଗ୍ରେସର ପ୍ରାର୍ଥୀ ଘୋଷଣା, ବିଜେପି -ବିଜେଡ଼ି କାହାକୁୁ କରିବେ ପ୍ରାର୍ଥୀ ? by M M Oct-08-2025 07:47 AM IST 0 ନୂଆପଡ଼ା ବିଧାନସଭା କ୍ଷେତ୍ର ( ଆସନ ନମ୍ବର ୭୧) ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଛି । ତାଙ୍କ... Read moreDetails
ବିହାରରେ ପୁଣି ଏନଡିଏ ସରକାର ଗଠନ କରିବ ! by M M Oct-07-2025 07:44 AM IST 0 ବିହାର ବିଧାନସଭା ନିର୍ବାଚନ ୨୦୨୦ ହୋଇଥିଲା । NDA ଜିତିଥିଲା ୧୨୫ ଆସନ । ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ କୁମାର । ବିହାର ବିଧାନସଭା ନିର୍ବାଚନ ୨୦୨୦ ର ଫଳାଫଳ ଘୋଷଣା ହେବା ପରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ୧୨୫ଟି... Read moreDetails
ଆସୁଛି ନିର୍ବାଚନ, ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା by M M Oct-06-2025 08:49 AM IST 0 ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ନୂଆପଡ଼ା ପାଇଁ ୧୧୦୧ କୋଟି ଟଙ୍କାର ଭେଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆପଡ଼ା ଜିଲାର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ବତନ୍ତ୍ର... Read moreDetails
ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି by M M Oct-02-2025 09:12 AM IST 0 ସରକାରଙ୍କ ବିଫଳତା ନେଇ ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେଇଛି ବିଜେଡି। ଭୁବନେଶ୍ବର ଜନତା ମୈଦାନ ନିକଟରେ ଥିବା ଗାନ୍ଧୀ ପାର୍କରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଙ୍କଳ୍ପ ନେଇଛନ୍ତି... Read moreDetails
ବିହାରରେ ପାଖେଇ ଆସୁଛି ନିର୍ବାଚନ, ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ବ by M M Sep-26-2025 12:32 PM IST 0 ବିହାର ନିର୍ବାଚନରେ ଏନଡିଏ ଜିତିବାକୁ ପ୍ରସ୍ତୁତି ଜୋରଦାର କରିଛି । ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନୋଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ ମୁଖପାତ୍ର ନିଯୁକ୍ତ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ... Read moreDetails