OTT ନିୟନ୍ତ୍ରଣରେ ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ by M M Nov-28-2025 07:23 AM IST 0 ଅନଲାଇନ୍ ଏବଂ OTT ପ୍ଲାଟଫର୍ମରେ ଅଶ୍ଳୀଳ ତଥା ଆପତ୍ତିଜନକ କଣ୍ଟେଣ୍ଟ୍ ନିୟନ୍ତ୍ରଣକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଅନଲାଇନ୍ କଣ୍ଟେଣ୍ଟ୍ ନିର୍ମାତାଙ୍କର ଉତ୍ତରଦାୟିତ୍ୱ ନଥିବା ଉପରେ ତୀବ୍ର ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ... Read moreDetails
ମାତ୍ର ତିନି ଫୁଟ୍ ଉଚ୍ଚତା ସତ୍ତ୍ୱେ କିପରି ଡାକ୍ତର ହେଲେ ଗଣେଶ ବାରୈୟା by M M Nov-27-2025 04:24 PM IST 0 ଗୁଜୁରାଟର ଗଣେଶ ବାରୈୟାଙ୍କ ଉଚ୍ଚତା ମାତ୍ର ତିନି ଫୁଟ୍ । ତାଙ୍କର ଇଚ୍ଛା ଥିଲା ଡାକ୍ତର ହେବା । ତେବେ ତାଙ୍କ ଉଚ୍ଚତା ପାଇଁ ସେ ଡାକ୍ତର ହେବା କଷ୍ଟକର ହେଉଥିଲା । ଏନେଇ ସେ ଆଇନର ସହାୟତା ନେଇଥିଲେ ।... Read moreDetails
ବିମାନରେ ଜରୁରୀକାଳୀନ ଦ୍ୱାର ଖୋଲି ୪୮ ବର୍ଷୀୟ ଯାତ୍ରୀ ଗିରଫ by M M Nov-27-2025 03:56 PM IST 0 ଆଟଲାଣ୍ଟା : ଆମେରିକାର ଆଟଲାଣ୍ଟା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବିମାନ ଉଡିବା ପୂର୍ବରୁ ଖୋଲିଗଲା ଜରୁରୀକାଳୀନ ଦ୍ବାର । ଯାତ୍ରୀମାନେ ଭୟରେ ଥରିଲେ । ଆଗକୁ କଣ ହେବ କେହି ଭାବିପାରିନଥିଲେ । ... Read moreDetails
ବି.ଆର. ଗଭାଇ ରାଜ୍ୟସଭାକୁ ଯିବାନେଇ ଦେଲେ ଉତ୍ତର by M M Nov-27-2025 09:38 AM IST 0 ଭାରତର ପୂର୍ବତନ ମୁଖ୍ୟ ବିଚାରପତି କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ଚିନ୍ତା କରୁଛି, ମୁଁ କୌଣସି ଟ୍ରିବ୍ୟୁନାଲର ମୁଖ୍ୟ ପଦବୀ ଗ୍ରହଣ କରିବି ନାହିଁ, ମୁଁ ରାଜ୍ୟପାଳ ପଦବୀ ଗ୍ରହଣ କରିବି ନାହିଁ, ମୁଁ ରାଜ୍ୟସଭାରେ କୌଣସି ମନୋନୀତ ପଦବୀ ଗ୍ରହଣ କରିବି... Read moreDetails
ହଂକଂର ତାଇପୋରେ ଅନେକ ବହୁମହଲା କୋଠାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୪୪ ଜଣଙ୍କର ମୃତ୍ୟୁ by M M Nov-27-2025 09:26 AM IST 0 ହଂକଂର ତାଇପୋ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡ ଫଳରେ ଏକାଧିକ ବହୁମହଲା କୋଠା କ୍ଷତିଗ୍ରସ୍ତ ହୋଇଛି। ଏକ ହାଉସିଂ କମ୍ପ୍ଲେକ୍ସରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାରୁ... Read moreDetails
ପୁଣି ହେବ ଯୁଦ୍ଧ, ପାକିସ୍ତାନ କଲା ଏୟାର ଷ୍ଟ୍ରାଇକ୍ by M M Nov-26-2025 10:32 AM IST 0 ପାକିସ୍ତାନର ପେଶାୱରରେ ଥିବା ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟ ସାମ୍ନାରେ ଆତ୍ମଘାତୀ ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ ବୋମା ମାଡ଼ କରାଯାଇଛି। ପେଶାୱର ଆକ୍ରମଣ ପାଇଁ ଟିଟିପିର ଗୋଟିଏ ଚ୍ଛାୟା ସଂଗଠନ ନିଜକୁ ଦାୟୀ କରିଥିଲା। ଏହାପରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ... Read moreDetails
ବଙ୍ଗଳାରେ ଟାର୍ଗେଟ୍ କଲେ, ସମଗ୍ର ଦେଶକୁ ଦୋହଲାଇ ଦେବି”: ବିଜେପିକୁ ମମତାଙ୍କ କଡ଼ା ଚେତାବନୀ by M M Nov-25-2025 04:04 PM IST 0 କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିଜେପି ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଶନ ଉପରେ ନିଜର ନିୟମ ଲାଗୁ କରୁଛି। ଆଗାମୀ ଭୋଟର ତାଲିକା ସଂଶୋଧନ (SIR ) ସମୟରେ... Read moreDetails
ନକ୍ସଲ୍ କମାଣ୍ଡର ହିଡ୍ମା ସପକ୍ଷରେ ନାରାବାଜି: ଦିଲ୍ଲୀରେ ୨୩ ଗିରଫ by M M Nov-25-2025 08:48 AM IST 0 ନୂଆଦିଲ୍ଲୀ : ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ବାୟୁ ପ୍ରଦୂଷଣ ବିରୋଧରେ ଚାଲିଥିବା ଏକ ପ୍ରଦର୍ଶନ ହଠାତ୍ ବିବାଦୀୟ ରୂପ ନେଇଛି। କିଛି ପ୍ରଦର୍ଶନକାରୀ ନକ୍ସଲ୍ କମାଣ୍ଡର ହିଡ୍ମାଙ୍କ ପୋଷ୍ଟର୍ ଏବଂ ତାଙ୍କ ସପକ୍ଷରେ ନାରାବାଜି କରିବା ପରେ ଏହି... Read moreDetails
“ମୋତେ ‘ଭାଇ’ ଡାକନ୍ତୁ ନାହିଁ” by M M Nov-24-2025 06:54 PM IST 0 ବେଙ୍ଗାଲୁରୁ, : ବେଙ୍ଗାଲୁରୁର ଏକ କ୍ୟାବ୍ ଡ୍ରାଇଭରଙ୍କ ନିୟମକୁ ନେଇ ଚର୍ଚା । କାର ଭିତରେ ଲଗାଯାଇଥିବା ଏକ କୌତୁହଳପୂର୍ଣ୍ଣ ସାଇନ୍ବୋର୍ଡ଼୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ସାଇନ୍ବୋର୍ଡ଼୍ରେ କ୍ୟାବ୍ ଡ୍ରାଇଭରଙ୍କ ତରଫରୁ ଯାତ୍ରୀମାନଙ୍କ ପାଇଁ ୬ଟି ନିୟମ... Read moreDetails
ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୬ ଜଣଙ୍କ ମୃତ୍ୟୁ by M M Nov-24-2025 06:44 PM IST 0 ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ। ପେଶାୱରରେ ଥିବା ପାରାମିଲିଟାରି ହେଡ୍ କ୍ଵାର୍ଟର ନିକଟରେ ଦୁଇଟି ବ୍ଲାଷ୍ଟ କରାଯାଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି କମାଣ୍ଡୋ। ୩ ଆତ୍ମଘାତୀ ଆକ୍ରମଣକାରୀଙ୍କ ମଧ୍ୟ ଜୀବନ ଯାଇଛି। ଆହୁରି... Read moreDetails