ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ? by M M Oct-14-2025 04:09 PM IST 0 ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ । ରିପୋର୍ଟ ଅନୁସାରେ ଅଷ୍ଟମ ବେତନ କମିଶନ ଲାଗୁ ହେଲେ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ଦରମା ଦୁଇଗୁଣ ହୋଇଯିବ । ଯଦିଓ ଏହି ଦରମା 2027ରେ... Read moreDetails
ବିହାରରେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଦିବ୍ୟା ଗୌତମ ଲଢ଼ିବେ ନିର୍ବାଚନ by M M Oct-14-2025 09:15 AM IST 0 ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସଂପର୍କୀୟ ଭଉଣୀ ଦିବ୍ୟା ଗୌତମ ଏଥର ନିର୍ବାଚନ ଲଢ଼ୁଛନ୍ତି। ସିପିଆଇ (ଏମ୍ଏଲ୍) ପାଟନାର ହାଇ-ପ୍ରୋଫାଇଲ୍ ଦୀଘା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗୌତମଙ୍କୁ ପ୍ରାର୍ଥୀ ଘୋଷଣା କରିଛି।... Read moreDetails
ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କି ? by M M Oct-14-2025 09:06 AM IST 0 ଦୁଇ ବର୍ଷ ପରେ ହମାସ୍ ୨୦ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିଛି । ଏହି ପଣବନ୍ଦୀମାନଙ୍କ ବ୍ୟତୀତ ଆଉ କେହି ଗାଜାରେ ଜୀବିତ ପଣବନ୍ଦୀ ନାହାଁନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯୁଦ୍ଧ ଶେଷ ହେଲା । କିନ୍ତୁ... Read moreDetails
୩ ବିଶିଷ୍ଟ ଅର୍ଥନୀତି ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର by M M Oct-14-2025 08:53 AM IST 0 ଘୋଷଣା ହେଲା ଅର୍ଥନୀତିରେ ନୋବେଲ । ଜୋୟେ ମୋକିର, ଫିଲିପ ଆଘିଅନ୍ ଏବଂ ପିଟର ହୋୱିଟଙ୍କୁ ମିଳିବ ଅର୍ଥନୀତିରେ ନୋବେଲ ସମ୍ମାନ। ନବସୃଜନ ଜରିଆରେ ଆର୍ଥିକ ଅଭିବୃଦ୍ଧି ଉପରେ ଗବେଷଣା ପାଇଁ ୩ ଜଣଙ୍କୁ ମିଳିବ ଏହି ପୁରସ୍କାର । ଏନେଇ... Read moreDetails
‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ by M M Oct-14-2025 08:43 AM IST 0 ନବସୃଜନକୁ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ ଭାରତର ବଡ଼ ପଦକ୍ଷେପ । ବିକଶିତ ଭାରତ ବିଲ୍ଡାଥନ୍ 2025ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧ କୋଟି ଛାତ୍ରଛାତ୍ରୀଙ୍କୁ ନବସୃଜନଶୀଳ ଚିନ୍ତାଧାରା ଅଭ୍ୟାସ କରିବାକୁ ପ୍ରେରଣା... Read moreDetails
କାନାଡ଼ା- ଭାରତ ସଂପର୍କ ସୁଧୁରୁଛି by M M Oct-14-2025 08:39 AM IST 0 କାନାଡା ଓ ଭାରତର ସମ୍ପର୍କ ବର୍ତ୍ତମାନ ସ୍ଥିର ଅବସ୍ଥାରେ ରହିଛି, ଯଦିଓ ସୁଧାରର କେତେକ ଚିହ୍ନ ଦେଖାଯାଉଛି। ୨୦୨୩ ମସିହାରେ ଏହି ସଂପର୍କ ଗଭୀର ସଙ୍କଟରେ ପଡ଼ିଥିଲା, ଯେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଜସ୍ଟିନ୍ ଟ୍ରୁଡୋ ଖାଲିସ୍ତାନ୍ ନେତା ହରିନ୍ଦର ସିଂହର ହତ୍ୟାରେ... Read moreDetails
ବିହାରରେ ଏନ୍ଡିଏର ଆସନ ଭାଗ ଛିଣ୍ଡିଲା by M M Oct-13-2025 09:19 PM IST 0 ବିହାର ବିଧାନସଭା ନିର୍ବାଚନ-୨୦୨୫ ପାଇଁ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଆସନ ବଣ୍ଟନ ସଂକ୍ରାନ୍ତ ଚୂଡ଼ାନ୍ତ ଘୋଷଣା କରିଛି। ଏହି ଘୋଷଣା ଅନୁସାରେ, ବିହାର ବିଧାନସଭାର ମୋଟ ୨୪୩ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଜନତା... Read moreDetails
ଚୁକ୍ତି ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ by M M Oct-13-2025 04:12 PM IST 0 ପ୍ରଥମ ପର୍ଯ୍ୟାୟରେ ୭ ଜଣ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କବାଦୀମାନେ ଛାଡିଛନ୍ତି । ସେମାନଙ୍କୁ ରେଡକ୍ରସ ହାତରେ ଦିଆଯାଇଥିଲା ପରେ ସେମାନେ ଇସ୍ରାଏଲ ଫେରିଛନ୍ତି । ଇସ୍ରାଏଲ ସହିତ ଯୁଦ୍ଧ ବନ୍ଦି ଚୁକ୍ତି ଅନୁସାରେ ଏହି ପଣବନ୍ଦୀଙ୍କୁ ମୁକ୍ତ କରିଛି... Read moreDetails
ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟ ଭଲ ଅଛି, କିଡିନ ରୋଗ ପାଇଁ ନେଉଛନ୍ତି ଡାଏଲିସିସ by M M Oct-13-2025 03:48 PM IST 0 ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଦେହ ଅସୁସ୍ଥ ଥିବା ଭିଡିଓ ଭାଇରାଲ ହେଉଛି । କେତେକ ଭିଡିଓରେ ତାଙ୍କୁ ଆଇସିୟୁରେ ଥିବା କୁହାଯାଉଛି । କିନ୍ତୁ ଆଶ୍ରମ ପ୍ରଶାସନ ଓ ମହାରାଜ ନିଜେ... Read moreDetails
ଟ୍ରମ୍ପଙ୍କ ଘୋଷଣା, ଗାଜାରେ ଫେରିବ ଶାନ୍ତି by M M Oct-13-2025 10:00 AM IST 0 ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧ ଏବେ ଶେଷ ହେବ । ଆଜି ଶାନ୍ତି ପ୍ରସ୍ତାବରେ ସ୍ବାକ୍ଷର କରିବେ ଇସ୍ରାଏଲ ଏବଂ ହମାସ। ଇଜିପ୍ଟର ଶାର୍ମ ଏଲ୍-ଶେଖରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ଡୋନାଲ୍ଡ ଟ୍ରମ୍ପ ଓ... Read moreDetails