• Latest
  • Trending

ତମନ୍ନାଙ୍କୁ ଇଡି କାହିଁକି କରୁଛି ଜେରା ?

Oct-18-2024 02:17 PM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
odisha.newsroom.in

EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ୭.୫ ଗୁଣା ବଢ଼ିପାରେ ପେନସନ୍

May-01-2026 12:32 PM IST
odisha.newsroom.in

ବେଙ୍ଗଲରେ Late Night High Drama…ଷ୍ଟ୍ରଙ୍ଗରୁମରେ ପହଞ୍ଚିଲେ ମମତା…

May-01-2026 12:00 PM IST
odisha.newsroom.in

ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…!

May-01-2026 11:34 AM IST
Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

May-01-2026 10:53 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
  • About
  • Careers
  • Contact Us
Saturday, May 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ତମନ୍ନାଙ୍କୁ ଇଡି କାହିଁକି କରୁଛି ଜେରା ?

by M M
Oct-18-2024 02:17 PM IST
in ମନୋରଞ୍ଜନ
0
491
SHARES
1.4k
VIEWS
Share on FacebookShare on Twitter

ତମନ୍ନାଙ୍କୁ ଇଡିର ଜେରା । ଏହି ବଲିଉଡ ଅଭିନେତ୍ରୀଙ୍କୁ କାହିଁକି ଇଡି ଜେରା କରୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଇଡି ଜେରା କରିବା ନେଇ ନୋଟିସ ଜାରି କରିଥିଲା । କାରଣ ହେଉଛି ମହାଦେବ ବେଟିଂ ଆପରେ IPL ମ୍ୟାଚକୁ ଅବୈଧ ଭାବେ ପ୍ରଚାର କରାଯାଉଥିଲା । ଆଉ ଅନେକ ଅଭିନେତ୍ରୀ ପ୍ରଚାର ପ୍ରସାର କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ଏହି  ଅଭିଯୋଗରେ ଇଡି ତମନ୍ନାଙ୍କୁ ପଚରାଉଚରା କରିଛି। ଗୁଆହାଟି ଅଫିସରେ ବଲିଉଡ ଅଭିନେତ୍ରୀ ତମନ୍ନ ଭାଟିଆଙ୍କୁ ପଚରାଉଚରା କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ।

ଏହି ମାମଲାରେ ଇଡି କମେଡିଆନ କପିଲ ଶର୍ମାଙ୍କୁ ମଧ୍ୟ ପଚରାଉଚରା କରିଛି। ତମନ୍ନା ଭାଟିଆଙ୍କୁ ଇଡି ଦ୍ଵିତୀୟ ଥର ଲାଗି ପଚରାଉଚରା କରିଛି। ଏହା ପୂର୍ବରୁ ଏପ୍ରିଲ ମାସରେ ତମନ୍ନାଙ୍କୁ ପଚରାଉଚରା କରିଥିଲା ଇଡି।

ତଦନ୍ତ ପାଇଁ ଇଡିର ସମନ ପରେ ଅଭିନେତ୍ରୀ ତମନ୍ନ ଭାଟିଆ ତାଙ୍କ ମାଆଙ୍କ ସହ ଇଡି କାର୍ଯ୍ଯାଳୟକୁ ଆସିଥିଲେ। ଗୁଆହାଟିରେ ତମନ୍ନାଙ୍କୁ ପଚରାଉଚରା କରାଯାଇଥିଲା। ଇଡି ଏହି ମାମଲାରେ ବଲିଉଡର ୧୭ ଜଣ ଅଭିନେତ୍ରୀଙ୍କୁ ପଚରାଉଚରା କରିଲାଣି।

ମହାଦେବର ସହାୟକ କମ୍ପାନୀ ଫେୟରପ୍ଲେ ଆପ୍ ଜରିଆରେ ଆଇପିଏଲ ମ୍ଯାଚର ପ୍ରଚାର କରାଯାଇଥିଲା। ତମନ୍ନାଙ୍କୁ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା କରିଥିଲା। ମହାଦେବ ବେଟିଂ ଆପ ଜରିଆରେ ୧୫ ହଜାର କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ମହାଦେବ ଆପ ମାଲିକ ସୌରଭ ଚନ୍ଦ୍ରାକରଙ୍କୁ ୬ ଦିନ ପର୍ବରୁ ଦୁବାଇରୁ ଗିରଫ କରାଯାଇଥିଲା।

Share196Tweet123
M M

M M

ଆଜିର ପାଗ

Bhubaneswar
May 2, 2026, 1:05 AM
 

SSW
Clear sky
26°C
3.4 m/s
Apparent: 30°C
Pressure: 1005 mb
Humidity: 89%
Winds: 3.4 m/s SSW
Windgusts: 12.8 m/s
UV-Index: 0
Precip.: 0mm /35% / Rain
Sunrise: 5:16 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom