• Latest
  • Trending
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Nov-22-2025 11:10 AM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

May-06-2026 09:50 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆଜିର ରାଶିଫଳ

by M M
Nov-22-2025 11:10 AM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆଜିର ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ: ରବି, ସୋମ ଓ ମଙ୍ଗଳବାର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ବୁଧ ଓ ଗୁରୁବାର ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।

ବୃଷ: ରବି, ସୋମ ଓ ମଙ୍ଗଳବାର ଜୀବନସାଥୀ ସହିତ ମନୋମାଳିନ୍ୟ ହୋଇପାରେ। ବୁଧ ଓ ଗୁରୁବାର ଆର୍ଥିକ ମାମଲା ପାଇଁ କୌଣସି ଯୋଜନା କରିବେ। ଶୁକ୍ର ଓ ଶନିବାର ସବୁ କାମ ମନମୁତାବକ ପୂରାହେବ।

ମିଥୁନ: ରବି, ସୋମ ଓ ମଙ୍ଗଳବାର ପରିବାରରେ ଆପଣଙ୍କର ମାନସମ୍ମାନ ବଢ଼ିବ। ବୁଧ ଓ ଗୁରୁବାର ବ୍ୟବସାୟରେ ସୁନାମ ଓ ପ୍ରସିଦ୍ଧି ଅର୍ଜନ କରିବେ। ଶୁକ୍ର ଓ ଶନିବାର ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

କର୍କଟ: ରବି, ସୋମ ଓ ମଙ୍ଗଳବାର ପ୍ରେମିକପ୍ରେମିକା ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି। ବୁଧ ଓ ଗୁରୁବାର ପୂର୍ବରୁ କରିଥିବା ନିବେଶରୁ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ମତଭେଦ ହୋଇପାରେ।

ସିଂହ: ରବି, ସୋମ ଓ ମଙ୍ଗଳବାର ଭାବନା ଓ ବ୍ୟବହାରରେ ଭାରସାମ୍ୟ ରଖନ୍ତୁ। ବୁଧ ଓ ଗୁରୁବାର ଅଫିସ୍‌ରେ ବାକିଥିବା କାମ ପୂରା କରିବେ। ଶୁକ୍ର ଓ ଶନିବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

କନ୍ୟା: ରବି, ସୋମ ଓ ମଙ୍ଗଳବାର ଧନ ଅର୍ଜନ କରିବା ପାଇଁ କୌଣସି ମଉକା ପାଇବେ। ବୁଧ ଓ ଗୁରୁବାର ପ୍ରେମୀଯୁଗଳ ନିଜର ବିବାଦ ନିଜେ ସମାଧାନ କରନ୍ତୁ। ଶୁକ୍ର ଓ ଶନିବାର ପରିବାରରେ ସୁଖଶାନ୍ତି ବଜାୟ ରହିବ।

ତୁଳା: ରବି, ସୋମ ଓ ମଙ୍ଗଳବାର ଆପଣଙ୍କ ଭିତରେ ଧାର୍ମିକ ପ୍ରବୃତ୍ତିର ବିକାଶ ହେବ। ବୁଧ ଓ ଗୁରୁବାର ଆପଣଙ୍କ ଜୀବନ ବା ଚାକିରିରେ ଭଲ ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।

ବିଛା: ରବି, ସୋମ ଓ ମଙ୍ଗଳବାର ବନ୍ଧୁ ସାହାଯ୍ୟରେ ଯୋଜନା ସଫଳ ହେବ। ବୁଧ ଓ ଗୁରୁବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ। ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।

ଧନୁ: ରବି, ସୋମ ଓ ମଙ୍ଗଳବାର ନୂଆ ଲୋକଙ୍କ ସହିତ ମିଶନ୍ତୁ ଲାଭ ପାଇବେ। ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର ଜୀବନରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ।

ମକର: ରବି, ସୋମ ଓ ମଙ୍ଗଳବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୁଧ ଓ ଗୁରୁବାର ଅଫିସ୍‌ରେ କାମର ବୋଝ ଅଧିକ ହୋଇପାରେ। ଶୁକ୍ର ଓ ଶନିବାର ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବୁଧ ଓ ଗୁରୁବାର ଅତ୍ୟଧିକ ଆତ୍ମବିଶ୍ବାସରୁ ନିବୃତ୍ତ ରହନ୍ତୁ। ଶୁକ୍ର ଓ ଶନିବାର ଆମଦାନି ବୃଦ୍ଧି ଲାଗି ମନରେ ନୂଆ ଯୋଜନା ଆସିବ।

ମୀନ: ରବି, ସୋମ ଓ ମଙ୍ଗଳବାର କାରବାରରେ ଯଥେଷ୍ଟ ଲାଭ ପାଇବେ। ବୁଧ ଓ ଗୁରୁବାର ପାରିବାରିକ ଜୀବନ ସୁଖଦ ରହିବ। ଶୁକ୍ର ଓ ଶନିବାର ବିରୋଧୀ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିବେ।

Tags: horoscope
Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 10:52 PM
 

SSW
Clear sky
27°C
2.8 m/s
Apparent: 30°C
Pressure: 1009 mb
Humidity: 94%
Winds: 2.8 m/s SSW
Windgusts: 9.1 m/s
UV-Index: 0
Precip.: 0mm /55% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom