• Latest
  • Trending
ଆପଣଙ୍କ ରାଶିଫଳ କଣ କହୁଛି ?

ଆପଣଙ୍କ ରାଶିଫଳ କଣ କହୁଛି ?

Oct-15-2025 10:05 AM IST
odisha.newsroom.in

ୟୁଏସ-ଇରାନ ମଧ୍ୟରେ ପୁଣି ହେବ ଶାନ୍ତି ଆଲୋଚନା…ଟ୍ରମ୍ପ କହିଲେ…

Apr-14-2026 11:09 AM IST
odisha.newsroom.in

Horoscope 2026 April 14: ଜାଣନ୍ତୁ ଆଜିର ରାଶିଫଳ…

Apr-14-2026 10:25 AM IST
odisha.newsroom.in

SIR କୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ…କଣ କରିବେ ମମତା ?

Apr-13-2026 05:50 PM IST
odisha.newsroom.in

ସାରଥୀ ବାବାଙ୍କ ନୂଆ ଅବତାର…ବରଫ ଉପରେ ତପସ୍ୟା, ଫଟୋ ଭାଇରଲ

Apr-13-2026 05:02 PM IST
odisha.newsroom.in

ଚୀନକୁ ଆମେରିକାର ଧମକ…ଇରାନକୁ ଯୁଦ୍ଧ ସରଞ୍ଜାମ ଦେଲେ ୫୦% ଟାରିଫ୍

Apr-13-2026 03:49 PM IST
odisha.newsroom.in

ରାଜପଥରେ ଛକିଥିଲା ଯମ…ଆଖି ପିଛୁଳାକେ ଚାଲିଗଲା ୧୧ ଜୀବନ

Apr-13-2026 03:04 PM IST
odisha.newsroom.in

ଭୟଙ୍କର ହେଉଛି ଶ୍ରମିକ ଆନ୍ଦୋଳନ…ଜଳୁଛି ଗାଡ଼ି, ପୋଲିସ ଉପରକୁ ପଥର ମାଡ଼

Apr-13-2026 01:12 PM IST
odisha.newsroom.in

ଆମେରିକାକୁ ଇରାନର କଡ଼ା ଚେତାବନୀ…ତୁରନ୍ତ ହର୍ମୁଜ ଛାଡ଼ି ଚାଲିଯାଅ

Apr-13-2026 12:39 PM IST
odisha.newsroom.in

କୁନି ପୁଅର ଚାଞ୍ଚଲ୍ୟକର ଖୁଲାସା…ମୁଁ ଦେଖିଛି, ମା’କୁ ମାରି ପାଇଖାନା ଟାଙ୍କିରେ ପକାଇଦେଇଛି ବାପା

Apr-13-2026 12:11 PM IST
odisha.newsroom.in

ହର୍ମୁଜ ସ୍ଥିତି ଏବେ ଭୟଙ୍କର…ପଇଁତରା ମାରୁଛି ଆମେରିକା ନୌସେନା

Apr-13-2026 11:11 AM IST
  • About
  • Careers
  • Contact Us
Tuesday, April 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

ଆପଣଙ୍କ ରାଶିଫଳ କଣ କହୁଛି ?

by M M
Oct-15-2025 10:05 AM IST
in ଆପଣଙ୍କ ଭାଗ୍ୟ
0
ଆପଣଙ୍କ ରାଶିଫଳ କଣ କହୁଛି ?
491
SHARES
1.4k
VIEWS
Share on FacebookShare on Twitter

ମେଷ: ମନରେ ସକାରାତ୍ମକ ବିଚାର ଆସିବ। ପଢ଼ିବା କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି। ବ୍ୟବସାୟରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ।

ବୃଷ: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ। ଅଫିସରେ ଅଧିକ ସମୟ କାମ କଲେ ବାକିଥିବା କାମ ପୂରା ହୋଇଯିବ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମିଥୁନ: ଆପଣଙ୍କ ପିଲା ଆପଣଙ୍କ ବେପାରରେ ପୂରା ସହଯୋଗ କରିବେ। ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ରାଜନୀତିରେ ସଫଳତା ପାଇବେ।

କର୍କଟ: ଧର୍ମକାର୍ଯ୍ୟରେ ମନ ଲାଗିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଆପଣଙ୍କ ମନ ଅନ୍ତରଙ୍ଗବନ୍ଧୁ ସହ ମିଶିବାକୁ ଚାହିଁବ। ଚାକିରିଜୀବୀଙ୍କର ପଦୋନ୍ନତି ହୋଇପାରେ।

ସିଂହ: ପୂଜାପାଠରେ ସମୟ ବିତିବ। ଅଫିସରେ ଆପଣ କୌଣସି ବଡ଼ ଦାୟିତ୍ବ ପାଇବେ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବାର ଯୋଜନା କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

କନ୍ୟା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ବି କାମ ତରବରିଆ କରନ୍ତୁ ନାହିଁ। ବନ୍ଧୁ ସହ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। କାର୍ ସାବଧାନତାର ସହ ଚଳାନ୍ତୁ।

ତୁଳା: ଯେଉଁ କାମ କରିବାକୁ ଭାବିଛନ୍ତି ତାହା ପୂରା ହୋଇଯିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ଜୀବନସାଥୀଙ୍କୁ ଉପହାର ଦେବେ। ‌ସ୍ବାସ୍ଥ୍ୟ ଠିକ୍ ରହିବ।

ବିଛା: ଆପଣଙ୍କର ମନୋବଳ ଉଚ୍ଚା ରହିବ। ଅନ୍ୟମାନଙ୍କ ସହ କଥା କହିବାବେଳେ ଭାଷା ଠିକ୍ ରଖନ୍ତୁ। ବ୍ୟବସାୟରେ ପୁଞି ଲଗାଇ ପାରନ୍ତି। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।‌

ଧନୁ: ପୂଜାର୍ଚ୍ଚନାରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ‌

ମକର: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ରାଜନୀତିକ, ସାମାଜିକ କାର୍ଯ୍ୟରେ ସମୟ ଦେବେ। ବିଲଡ଼ର୍ସଙ୍କୁ ଧନଲାଭ ହେବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ‌ଘରକୁ କୁଣିଆ ଆସିବେ।

କୁମ୍ଭ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ। ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖକର ହେବ।

ମୀନ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଅଧିକ କ୍ରୋଧ କଲେ କାମରେ ଅବରୋଧ ହେବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରନ୍ତି।

Tags: horoscope
Share196Tweet123
M M

M M

ଆଜିର ପାଗ

Bhubaneswar
April 14, 2026, 11:44 AM
 

S
Partly cloudy
33°C
2.4 m/s
Apparent: 33°C
Pressure: 1008 mb
Humidity: 88%
Winds: 2.4 m/s S
Windgusts: 7.2 m/s
UV-Index: 0
Precip.: 0mm /33% / Rain
Sunrise: 5:29 AM
Sunset: 6:04 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom