• Latest
  • Trending
କେଉଁ ରାଶି ପାଇଁ କଣ ରହିଛି ଫଳ ?

କେଉଁ ରାଶି ପାଇଁ କଣ ରହିଛି ଫଳ ?

Oct-10-2025 03:13 AM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

May-06-2026 09:50 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କେଉଁ ରାଶି ପାଇଁ କଣ ରହିଛି ଫଳ ?

by M M
Oct-10-2025 03:13 AM IST
in ଆପଣଙ୍କ ଭାଗ୍ୟ
0
କେଉଁ ରାଶି ପାଇଁ କଣ ରହିଛି ଫଳ ?
491
SHARES
1.4k
VIEWS
Share on FacebookShare on Twitter

ଆଜି ଅକ୍ଟୋବର ମାସ ୧୦ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
କାର୍ତ୍ତିକମାସ- କୃଷ୍ଣ
ତିଥି- ଚତୁର୍ଥୀ ରାତ୍ରି ଘ୦୭/୫୩ ଗତେ ପଞ୍ଚମୀ
ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ୦୬/୨୨ ଗତେ ରୋହିଣୀ
ଚନ୍ଦ୍ର- ବୃଷ
ଯୋଗ- ଅଶ୍ରୁକ
କରଣ – ବବ
ସୌରମାସ- କନ୍ୟା ୨୪ ଦିନ

ମେଷ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ବିଚାର ଚାଲିବ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିବେ। ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ରହିବ

ବୃଷ: ବନ୍ଧୁ ସହିତ ଅଧିକ ସମୟ ବିତାଇବେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ମିଷ୍ଟାନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ଭାଗୀଦାରି ସହିତ ରାତ୍ରିଭୋଜନ କରିବେ।

ମିଥୁନ: ଆପଣଙ୍କ ମନ ରଚାନାତ୍ମକ କାର୍ଯ୍ୟରେ ରହିବ। ପାଖ ଲୋକ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବିଗିଡ଼ି ଥିବା ସ୍ଥିତିରେ ସୁଧାର ଆସିବ। ବେପାରରେ ଯଥେଷ୍ଟ ଲାଭ ହେ।  ପ୍ରେମୀ ଯୁଗଳ ସମ୍ବନ୍ଧରେ ମିଷ୍ଟତା ଭରିବେ। ପାରିବାରିକ ଜୀବନ ସୁଖମୟ ରହିବ

କର୍କଟ: କୌଣସି ଶୁଭ ଖବର ପାଇବେ। ସନ୍ଧ୍ୟାରେ ପିଲାଙ୍କ ସହିତ ସମୟ କଟିବ। ଅଫିସରେ ଧୈର୍ଯ୍ୟଧରି କାମ କରନ୍ତୁ। କୋର୍ଟ କଚେରି ମାମଲାରେ ବିଜୟୀ ହେବେ। ଧାର୍ମିକ ଯାତ୍ରା ଲାଗି ଯୋଜନା କରିବେ।

ସିଂହ: କାମ ଧନ୍ଦାରେ ମନ ଲାଗିବ। କୌଣସି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ପୂର୍ବରୁ ଯୋଜନା ପ୍ରସ୍ତୁତି କରି ଆଗକୁ ବଢ଼ନ୍ତୁ। ଅଜଣା ବ୍ୟକ୍ତି ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ

କନ୍ୟା: ନୂଆ ବ୍ୟବସାୟରେ ପୁଞି ଲଗାନ୍ତୁ ଦିଗୁଣା ଲାଭ ହେବ। ନୂଆ ଜମି କିଣିବାକୁ ଭାବୁଥିଲେ ଆଜି କିଣି ନିଅନ୍ତୁ। ପୂର୍ବ କଂପାନିର ଅନୁଭବ ଆପଣଙ୍କ କାମରେ ଆସିବ। ପ୍ରିୟଜନଙ୍କୁ ପାଇଁ ଭଲ ପୋଷାକ ଦେବେ। ପାରିବାରିକ ଜୀବନ ସୁଖମୟ ରହିବ

ତୁଳା: ସମୟର ସଦୁପଯୋଗ କରନ୍ତୁ। କାରବାରରେ ଆଶାଠୁ ଅଧିକ ଲାଭ ପାଇବେ। କଲେଜ ପ୍ରୋଜେକ୍ଟ ସିନିୟରଙ୍କ ସାହାଯ୍ୟରେ କରନ୍ତୁ। ଜୀବନସାଥୀଙ୍କୁ ଏଭଳି ବଚନ ଦିଅନ୍ତୁ ଯାହା ପୂରା କରି ପାରିବେ।

ବିଛା: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ପିଲାର କ୍ୟାରିୟର ପାଇଁ କାହାରିଠୁ ଧାର ନେବେ। ଆପଣ କିଛି ଲୋକଙ୍କ ସହିତ ମିଶି ସାମାଜିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତି ପାରନ୍ତି।

ଧନୁ: ଆପଣଙ୍କ ସବୁ କାମ ମନମୁତାବକ ପୂରା ହେବ। ଆପଣଙ୍କ ସକାରାତ୍ମକ ବିଚାରରେ କତୃପକ୍ଷ ଖୁସି ହୋଇ କୌଣସି ଉପଯୋଗୀ ବସ୍ତୁ ଉପହାର ଦେବେ। ଛାତ୍ରଛାତ୍ରୀ ପାଠପଢ଼ାରେ ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ।

ମକର: ଚାକିରିରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି। ଆପଣଙ୍କ ସମୟ ପରିଜନଙ୍କ ସହିତ କଟିବ। କେହି ବନ୍ଧୁ ଆପଣଙ୍କ ସହିତ ମିଶିବା ଲାଗି ଆସିପାରନ୍ତି। ସଡ଼କରେ ଯିବାବେଳେ ସତର୍କ ରୁହନ୍ତୁ।

କୁମ୍ଭ: ଆପଣଙ୍କ ସାକ୍ଷାତ ପୁରୁଣା ବନ୍ଧୁ ସହିତ ହେବ। ବେପାରରେ ଅଚାନକ ଧନଲାଭ ହେବ। ଓକିଲଙ୍କ ଲାଗି ଦିନଟି ଲାଭକାରୀ ରହିବ। ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ।

ମୀନ: ଭାଗୀଦାର କାରବାରରେ ଲାଭ ପାଇବେ। ବିବାଦଠୁ ଦୂରରେ ରୁହନ୍ତୁ। ଜୀବନସାଥୀ ସହିତ ମନୋମାଳିନ୍ୟ ହୋଇପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 6:36 PM
 

S
Partly cloudy
29°C
4 m/s
Apparent: 32°C
Pressure: 1006 mb
Humidity: 76%
Winds: 4 m/s S
Windgusts: 9.7 m/s
UV-Index: 0.15
Precip.: 0mm /53% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom