• Latest
  • Trending
AI ଦୁନିଆରେ ଭାରତର ଦବଦବା: ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

AI ଦୁନିଆରେ ଭାରତର ଦବଦବା: ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

Feb-17-2026 06:14 AM IST
odisha.newsroom.in

Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ

Apr-17-2026 06:53 PM IST
odisha.newsroom.in

ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ହତ୍ୟା ଧମକ, କାହାର ଏ ଅଜଣା କଲ୍ ?

Apr-17-2026 03:40 PM IST
odisha.newsroom.in

ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି…

Apr-17-2026 03:05 PM IST
odisha.newsroom.in

ଆକାଶରେ ଫୁଟିବ ପରମାଣୁ ବୋମା…ଧ୍ବଂସ ହେବ ସାଟେଲାଇଟ, କାମ କରିବନି ଇଣ୍ଟରନେଟ୍

Apr-17-2026 02:48 PM IST
odisha.newsroom.in

ବିଜୁଙ୍କ ଶ୍ରାଦ୍ଧ ଦିବସରେ ପୁଣି ଗର୍ଜିଲେ ଶ୍ରୀମୟୀ…କହିଲେ…

Apr-17-2026 02:25 PM IST
odisha.newsroom.in

ବିଜୁଙ୍କ ତିରୋଧାନ ଦିବସରେ କାନ୍ଦିଲେ ଦିଲ୍ଲୀପ…ବିଜୁ ଲିଗାସୀର ମର୍ମ ବୁଝାଇଦେଲେ…

Apr-17-2026 02:09 PM IST
odisha.newsroom.in

ଦିଲ୍ଲୀ ବିମାନବନ୍ଦରରେ ବଡ଼ ଦୁର୍ଘଟଣା…ଆକାଶ-ସ୍ପାଇସ୍‌ଜେଟ୍ ଧକ୍କା…

Apr-16-2026 05:28 PM IST
odisha.newsroom.in

କେବେଠୁ ଆରମ୍ଭ ଖରା ଛୁଟି ? ଗଣଶିକ୍ଷା ମନ୍ତ୍ରୀ ଦେଲେ ବଡ଼ ବୟାନ…

Apr-16-2026 05:06 PM IST
odisha.newsroom.in

ପଡ଼ିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ…ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

Apr-16-2026 03:53 PM IST
odisha.newsroom.in

ଆଜିଠୁ ସାରା ରାଜ୍ୟରେ ଡିଜିଟାଲ ଜନଗଣନା…ପଚରାଯିବ ଏହି ପ୍ରଶ୍ନ

Apr-16-2026 01:12 PM IST
  • About
  • Careers
  • Contact Us
Saturday, April 18, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

AI ଦୁନିଆରେ ଭାରତର ଦବଦବା: ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

by M M
Feb-17-2026 06:14 AM IST
in ଦେଶ ବିଦେଶ, ବଡ଼ ଖବର
0
AI ଦୁନିଆରେ ଭାରତର ଦବଦବା: ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ଭାରତ ମଣ୍ଡପମ୍‌): ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (AI) କ୍ଷେତ୍ରରେ ଭାରତ ଆଜି ବିଶ୍ୱର ନେତୃତ୍ୱ ନେବାକୁ ସଜବାଜ ହୋଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ବିଶ୍ୱର ସର୍ବବୃହତ୍‌ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହସଂଗମରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଏବଂ ଟେକ୍ ଜାରିଆଣ୍ଟମାନେ ଏକତ୍ରିତ ହୋଇଛନ୍ତି। ଅଷ୍ଟ୍ରେଲିଆ, ଜାପାନ, ରୁଷ୍‌, ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ଭଳି ୧୩ଟି ପ୍ରମୁଖ ଦେଶ ନିଜର ସ୍ୱତନ୍ତ୍ର ପାଭିଲିୟନ ସ୍ଥାପନ କରି ସେମାନଙ୍କ ଟେକ୍ନୋଲୋଜି ପ୍ରଦର୍ଶନ କରୁଛନ୍ତି। ଦେଶର ୬୦୦ଟି ଉଦୀୟମାନ ଷ୍ଟାର୍ଟଅପ୍‌ ସେମାନଙ୍କ ଅଭିନବ ଏଆଇ ଚିନ୍ତାଧାରା ଓ ସମାଧାନକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଛନ୍ତି। ୭୦ ହଜାର ବର୍ଗମିଟର ପରିମିତ ସ୍ଥାନରେ ୧୦ଟି ଆରେନାରେ ଏହି ଏକ୍ସପୋ ଅନୁଷ୍ଠିତ ହେଉଛି। ଏଥିରେ ୩୨୫୦ରୁ ଅଧିକ ବକ୍ତା ୫୦୦ରୁ ଅଧିକ ଅଧିବେଶନରେ ନିଜର ମତ ରଖିବେ। ଏହି ସମ୍ମିଳନୀରେ ୨.୫ ଲକ୍ଷରୁ ଅଧିକ ପ୍ରତିନିଧି, ୨୦ଟି ରାଜ୍ୟର ମୁଖ୍ୟ ଏବଂ ୬୦ରୁ ଅଧିକ ମନ୍ତ୍ରୀ ସାମିଲ ହୋଇଛନ୍ତି। ସମ୍ମିଳନୀରେ ବିଶେଷ କରି ସ୍ୱାସ୍ଥ୍ୟସେବା, କୃଷି, ଗ୍ରାମୀଣ ଅର୍ଥନୀତି, ଶିକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଏଆଇ କିଭଳି କାମ କରିବ ଏବଂ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବ, ତାହା ପ୍ରଦର୍ଶିତ କରାଯାଉଛି। ଆସନ୍ତାକାଲି (ବୁଧବାର) ଠାରୁ ଏହି ସମ୍ମିଳନୀ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ।

Share196Tweet123
M M

M M

ଆଜିର ପାଗ

Bhubaneswar
April 18, 2026, 5:49 AM
 

S
Overcast
27°C
1.6 m/s
Apparent: 34°C
Pressure: 1008 mb
Humidity: 91%
Winds: 1.6 m/s S
Windgusts: 8.2 m/s
UV-Index: 0
Precip.: 0mm /0% / Rain
Sunrise: 5:26 AM
Sunset: 6:05 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom