• Latest
  • Trending

ମହାପ୍ରଭୁଙ୍କ ଚମତ୍କାର! କୋମାରୁ ଉଠିଲା ୬ ବର୍ଷୀୟ ରୋଗଣା ପୁଅ

Nov-23-2025 08:04 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-15-2026 05:34 AM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ମହାପ୍ରଭୁଙ୍କ ଚମତ୍କାର! କୋମାରୁ ଉଠିଲା ୬ ବର୍ଷୀୟ ରୋଗଣା ପୁଅ

by M M
Nov-23-2025 08:04 PM IST
in ବଡ଼ ଖବର
0
492
SHARES
1.4k
VIEWS
Share on FacebookShare on Twitter

ପୁରୀ: ବିଶ୍ୱାସ ଆଉ ଭକ୍ତିର ଅସାଧ୍ୟ ସାଧନା ପୁଣି ଥରେ ଦେଖିବାକୁ ମିଳିଛି ଶ୍ରୀମନ୍ଦିର ନିକଟରେ। ଯେଉଁଠି ଡାକ୍ତରମାନେ ନିରାଶ ହୋଇଯାଇଥିଲେ, ସେଠାରେ  ମହାପ୍ରଭୁ ଶ୍ରୀଜଗନ୍ନାଥ ନୂଆ ଜୀବନ ଦେଇଛନ୍ତି। ରାଜସ୍ଥାନର ବାନ୍ସୱାଡ଼ାର ଜଣେ ଦିନ ମଜୁରିଆ ପ୍ରକାଶ କୁମାର ଭୋଇଙ୍କ ୬ ବର୍ଷର ପୁଅ ନିଖିଳ  ବର୍ଷେ ଧରି କୋମାରେ ଥିଲା ଏବଂ ଶରୀର ନିଶ୍ଚଳ ହୋଇଯାଇଥିଲା। ଚିକିତ୍ସା ପରେ ଡାକ୍ତରଙ୍କ ଠାରୁ କୌଣସି ଆଶା ନ ପାଇବା ପରେ, ପ୍ରକାଶ ଭଗବାନଙ୍କ ଶରଣ ପଶିଥିଲେ।

ମହାପ୍ରଭୁଙ୍କ ନିକଟରେ ଗୁହାରି, ୧୪ ଦିନ ପରେ ଚମତ୍କାର

ପ୍ରକାଶ କୁମାର ଭୋଇ ପୁଅକୁ ଧରି ରାଜସ୍ଥାନରୁ ସିଧା ପୁରୀ ଦୌଡ଼ି ଆସିଥିଲେ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୁଅ ନିଖିଳକୁ ରଖି ଲୋତକ ଭରା ଆଖିରେ ମହାପ୍ରଭୁଙ୍କୁ ନିଜ ପୁଅର ଜୀବନ ଭିକ୍ଷା ମାଗିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ, ଠିକ୍ ୧୪ ଦିନ ପରେ ଚମତ୍କାର ଘଟିଛି। ଯେଉଁ ଶରୀରରେ ଡାକ୍ତର ଆଶା ଛାଡ଼ି ଦେଇଥିଲେ, ସେହି ନିଖିଳ ଧୀରେ ଧୀରେ କୋମାରୁ ସୁସ୍ଥ ହେବାରେ ଲାଗିଛି।  ଏହି ଚମତ୍କାର ପରେ ଦିନ ମଜୁରିଆ ବାପା ପ୍ରକାଶ କୁମାର ଭୋଇ ପୁଣି ଥରେ ପୁଅକୁ ଧରି ମହାପ୍ରଭୁଙ୍କ ନିକଟକୁ ଦୌଡ଼ି ଆସିଛନ୍ତି ଏବଂ କୃତଜ୍ଞତା ଜଣାଇଛନ୍ତି। ଶ୍ରୀଜଗନ୍ନାଥଙ୍କ ଚମତ୍କାରକୁ ସମସ୍ତେ ସ୍ୱୀକାର କରୁଥିବା ବେଳେ, ଶିଶୁ ରୋଗ ବିଶେଷଜ୍ଞ ଏବଂ ମାନସିକ ରୋଗ ବିଶେଷଜ୍ଞମାନେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି।  ବିଶ୍ୱାସ ଏବଂ ଭଗବାନଙ୍କୁ ସମର୍ପଣ ଭଲ କଥା, କିନ୍ତୁ ତା’ ସାଙ୍ଗକୁ ଡାକ୍ତରୀ ପରାମର୍ଶ ଏବଂ ଚିକିତ୍ସା ନିହାତି ଜରୁରୀ।  ବିଶେଷଜ୍ଞମାନେ କହିଛନ୍ତି ଯେ ଭଗବାନ ମଧ୍ୟ କହିଛନ୍ତି, ଭକ୍ତି ସହ କର୍ମ ଜରୁରୀ। ତେଣୁ ଭଗବାନଙ୍କୁ ଡାକିବା ସହିତ ରୋଗୀଙ୍କୁ ଡାକ୍ତରୀ ଚିକିତ୍ସା ନିତାନ୍ତ ଆବଶ୍ୟକ।

Share197Tweet123
M M

M M

ଆଜିର ପାଗ

Bhubaneswar
January 15, 2026, 5:38 AM
 
N
Fog
13°C
0.8 m/s
Apparent: 13°C
Pressure: 1014 mb
Humidity: 99%
Winds: 0.8 m/s N
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

January 15, 2026
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

January 14, 2026

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom