• Latest
  • Trending
”ଏମକେ ଷ୍ଟାଲିନ ଭୋଟ ପାଇଁ ମାଗଣା ସ୍ତ୍ରୀ ମଧ୍ୟ ଦେବାକୁ ଘୋଷଣା କରିପାରନ୍ତି ” !

”ଏମକେ ଷ୍ଟାଲିନ ଭୋଟ ପାଇଁ ମାଗଣା ସ୍ତ୍ରୀ ମଧ୍ୟ ଦେବାକୁ ଘୋଷଣା କରିପାରନ୍ତି ” !

Oct-14-2025 08:59 PM IST
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

Dec-16-2025 04:28 AM IST
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

Dec-16-2025 04:15 AM IST

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Dec-16-2025 04:09 AM IST
ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

Dec-16-2025 04:05 AM IST

କ’ଣ ରହିଛି ଆଜିର ରାଶିଫଳ

Dec-16-2025 04:02 AM IST
ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

Dec-15-2025 09:25 AM IST
ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

Dec-15-2025 07:08 AM IST
ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

Dec-15-2025 06:58 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-15-2025 06:24 AM IST
ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

Dec-15-2025 06:15 AM IST
  • About
  • Careers
  • Contact Us
Tuesday, December 16, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

”ଏମକେ ଷ୍ଟାଲିନ ଭୋଟ ପାଇଁ ମାଗଣା ସ୍ତ୍ରୀ ମଧ୍ୟ ଦେବାକୁ ଘୋଷଣା କରିପାରନ୍ତି ” !

ଏମିତି କହି ନିନ୍ଦିତ ହେଲେ ପୂର୍ବତନ AIADMK ମନ୍ତ୍ରୀ

by M M
Oct-14-2025 08:59 PM IST
in ଦେଶ ବିଦେଶ
0
”ଏମକେ ଷ୍ଟାଲିନ ଭୋଟ ପାଇଁ ମାଗଣା ସ୍ତ୍ରୀ ମଧ୍ୟ ଦେବାକୁ ଘୋଷଣା କରିପାରନ୍ତି ” !
491
SHARES
1.4k
VIEWS
Share on FacebookShare on Twitter

ପୂର୍ବତନ AIADMK ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ସି.ଭି. ଶନମୁଗମଙ୍କ ମହିଳା ବିରୋଧୀ ବିବୃତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏକ ଭାଷଣରେ ସେ  ମହିଳାମାନଙ୍କୁ ସରକାରୀ ମାଗଣା ସାମଗ୍ରୀ ସହିତ ତୁଳନା କରିଥିଲେ। ସେ କହୁ କହୁ କହିଦେଇଥିଲେ ଯେ ଡିଏକେ ସରକାର ସବୁ ଏବେ  ମାଗଣା ଦେବାକୁ ଘୋଷଣା କରୁଛନ୍ତି ।  ଶନମୁଗମ କହିଥିଲେ, “ନିର୍ବାଚନ ପାଇଁ ଡିଏମକେ ସରକାର ଅନେକ ଘୋଷଣା କରିବେ  । ସେମାନେ ମାଗଣାରେ ମିକ୍ସର ଗ୍ରାଇଣ୍ଡର, ଛେଳି ଏବଂ ଗାଈ ଦେବେ, ଏବଂ ସେମାନେ ସମସ୍ତଙ୍କୁ ମାଗଣାରେ ପତ୍ନୀ ମଧ୍ୟ ଦେବାକୁ ଘୋଷଣା କରିପାରନ୍ତି।” ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଭୋଟ ପାଇବାକୁ ଏପରି ପ୍ରତିଶ୍ରୁତି ଦେଇପାରନ୍ତି।

ଏହାକୁ ନେଇ ଡିଏମକେ ଘୋର ପ୍ରତିବାଦ କରିଛି । ଡିଏମକେ  ମନ୍ତ୍ରୀ ଥିରୁମିଗୁ ଗୀତା ଜୀବନ, ​​ ଶନମୁଗମଙ୍କୁ ଟାର୍ଗେଟ କରିଛନ୍ତି । ସେ ରାଜ୍ୟର ମହିଳାମାନଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି । କହିଛନ୍ତି ଯେ  AIADMK ନେତାମାନଙ୍କର ମହିଳାଙ୍କ ପ୍ରତି ବିକୃତ ମାନସିକତା  ଏବଂ ଘୃଣା ରହିଛି । ସେ କହିଛନ୍ତି ଯେ ଡିଏମକେ ମହିଳା ସଶକ୍ତିକରଣ ପାଇଁ ଅନେକ ଯୋଜନା ଆରମ୍ଭ କରିଛି । ଏହା ଏଆଇଏଡିଏମକେ ଦେହରେ ଯାଉନାହିଁ । ରାଜ୍ୟରେ ମହିଳା ବିକାଶ ପାଇଁ  ଭିଡିଆଲ ପାୟାନମ୍, କଲାଇଗନାର ମହିଳା ଅଧିକାର ଯୋଜନା, ପୁଧୁମାଇ ପେନ୍ ଯୋଜନା, କର୍ମଜୀବୀ ମହିଳାଙ୍କ ପାଇଁ ଥୋଝି ଛାତ୍ରାବାସ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଋଣ ସୀମା ବୃଦ୍ଧି ଏବଂ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଭଳି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଅଛି । ଜୟଲଳିତା ଜୀବିତ ଥିବା ସମୟରେ ତାଙ୍କ ନେତା ଏପରି କହିଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଡିଏମକେ କହିଛି ଯେ ଷ୍ଟାଲିନଙ୍କ ନେତୃତ୍ୱରେ, ତାମିଲନାଡୁ ବିକାଶ କରୁଛି ।  ମହିଳାଙ୍କ ଆର୍ଥିକ ସ୍ୱାଧୀନତା, ଶିକ୍ଷାରେ ଅଂଶଗ୍ରହଣ ଏବଂ ନିଯୁକ୍ତି ସୁଯୋଗକୁ ଉନ୍ନତ କରିଛି।  ଏଆଇଏଡିଏମକେ ଏହା ସହ୍ୟ କରିପାରୁନାହିଁ  । ଯାହା ଶନମୁଗମଙ୍କ ବକ୍ତବ୍ୟରୁ ଜଣାପଡୁଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
December 16, 2025, 7:42 AM
 
NW
Fog
15°C
0.7 m/s
Apparent: 18°C
Pressure: 1016 mb
Humidity: 83%
Winds: 0.7 m/s NW
Windgusts: 3.3 m/s
UV-Index: 0
Precip.: 0mm /0% / Rain
Sunrise: 6:14 AM
Sunset: 5:09 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

December 16, 2025
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

December 16, 2025

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

December 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom