ଆମେରିକା ସହ ପୁନଃ ଆଲୋଚନା ପାଇଁ ଇରାନ ରଖିଲା ୩ ପ୍ରସ୍ତାବ…by M M April 27, 2026 0 ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ନୂଆ ଆଶାର କିରଣ ଦେଖାଦେଇଛି । ଇରାନ ପକ୍ଷରୁ ଆମେରିକା ସହ ଶାନ୍ତି ଆଲୋଚନା ପାଇଁ ଏକ ୩-ସ୍ତରୀୟ ଫର୍ମୁଲା (3-Stage Proposal) ଦିଆଯାଇଛି ...