‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…
ଉତ୍ତର ପ୍ରଦେଶରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ୨୮ ବର୍ଷୀୟା ମହିଳା ମୋନିକାଙ୍କ ମୃତ୍ୟୁ ପରେ ସାଇବର ଅପରାଧୀଙ୍କ ନିଷ୍ଠୁରତାର ପର୍ଦ୍ଦାଫାଶ ହୋଇଛି। ମୋନିକା ଆତ୍ମହତ୍ୟା କରିବା ପରେ ଯେତେବେଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ...








