ବିଜୁଙ୍କ ତିରୋଧାନ ଦିବସରେ କାନ୍ଦିଲେ ଦିଲ୍ଲୀପ…ବିଜୁ ଲିଗାସୀର ମର୍ମ ବୁଝାଇଦେଲେ…
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟ ରାଜନୀତିରେ ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଛି। ମଞ୍ଚରେ ଭାବବିହ୍ବଳ ହୋଇପଡ଼ିଥିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ବିଜୁ ବାବୁଙ୍କ ସହ ବିତାଇଥିବା ଅନେକ କଥା ମନେ ପକାଇ ସେ ବିଜୁ ...




/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)




