ଗୋଟିଏ ଲାଇଫ୍ ଜ୍ୟାକେଟ୍ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ
ମଧ୍ୟପ୍ରଦେଶର ଜବଲପୁରରେ ଘଟିଥିବା ନୌକା ଦୁର୍ଘଟଣା ସ୍ଥଳରୁ ଏକ ଅତ୍ୟନ୍ତ ମର୍ମନ୍ତୁଦ ଚିତ୍ର ସାମ୍ନାକୁ ଆସିଛି। ଉଦ୍ଧାରକାରୀ ଦଳ ଜଣେ ମହିଳା ଓ ତାଙ୍କ କୋମଳମତି ପୁଅର ମୃତଦେହ ଉଦ୍ଧାର କରିଛନ୍ତି, ଯାହା ସମସ୍ତଙ୍କ ଆଖି ଓଦା କରିଦେଇଛି। ମୃତ୍ୟୁର ଶେଷ ...








