ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ
କିଏ ହେବେ ତାମିଲନାଡୁର ନୂଆ ମୁଖ୍ଯମନ୍ତ୍ରୀ? ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ବିଜୟ ହୋଇପାରିବେ ତ ସିଏମ୍? ଏହି ପ୍ରଶ୍ନ ସାରା ଦେଶବାସୀଙ୍କ ମନରେ ଥିଲା। କିନ୍ତୁ ବର୍ତ୍ତମାନ ସମୟରେ ତାମିଲନାଡୁରେ ନୂତନ ସରକାର ଗଠନକୁ ନେଇ ଲାଗିରହିଥିବା ସସପେନ୍ସ ଶେଷ ...

















