Tag: newsroom

୬ ରନରେ ହାରିଲା ପାକିସ୍ତାନ,

୬ ରନରେ ହାରିଲା ପାକିସ୍ତାନ,

ଜିତୁ ଜିତୁ ହାରିଗଲା ପାକିସ୍ତାନ । ରୋହିତବାହିନୀ ଆମେରିକାରେ  ଟି-୨୦ ବିଶ୍ୱକପରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ନ୍ୟୁୟର୍କରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୬ ରନରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ଏଥିସହ ପଏଣ୍ଟ ...

ଜାମ୍ମୁ-କଶ୍ମୀରରେ ଆତଙ୍କୀ ହମଲା

ଜାମ୍ମୁ-କଶ୍ମୀରରେ ଆତଙ୍କୀ ହମଲା

ଜାମ୍ମୁ-କଶ୍ମୀରରେ ଆତଙ୍କୀ ହମଲା । ବସ ଉପରକୁ ଆତଙ୍କବାଦୀମାନେ ଗୁଳିମାରିବା ପରେ ବସଟି ଖାଲକୁ ଖସିପଡ଼ିଛି ।  ଏହି ଆତଙ୍କୀ ହମଲାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସକୁ ଟାର୍ଗେଟ କରି ...

ପାକିସ୍ତାନକୁ ହରାଇଲା ଭାରତ

ପାକିସ୍ତାନକୁ ହରାଇଲା ଭାରତ

ଭାରତ କଡ଼ା  ମହାମୁକାବିଲାରେ ପାକିସ୍ତାନକୁ ହରାଇଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୦ ରନ୍‌ର ଲକ୍ଷ୍ୟ ଦେଇଥିଲା। ଏହାକୁ ପାକିସ୍ତାନ ...

ସ୍ୱାସ୍ଥ୍ୟବସ୍ଥାକୁ ନେଇ ଭୁଲ ତଥ୍ୟ ଦେଇଥିଲେ ଆଇପିଏସ ଆଶିଷ ସିଂ

ସ୍ୱାସ୍ଥ୍ୟବସ୍ଥାକୁ ନେଇ ଭୁଲ ତଥ୍ୟ ଦେଇଥିଲେ ଆଇପିଏସ ଆଶିଷ ସିଂ

ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିସନ ।  ସ୍ୱାସ୍ଥ୍ୟକୁ ନେଇ ଆଶିଷ ସିଂହ ଭୁଲ ତଥ୍ୟ ଦେଇଥିବାରୁ ଇସିଆଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଆଇପିଏସ ଆଶିଷ ସିଂଙ୍କ ମେଡିକାଲ ଯାଂଚ ପାଇଁ ଗଠିତ ...

ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ -ନବୀନ

ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ -ନବୀନ

ବିଜେଡି ରାଜ୍ୟରେ ପରାଜୟ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଗଣମାଧ୍ୟମ ଆଗରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ନବୀନ କହିଛନ୍ତି, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା। ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ବୀକାର କରୁଛୁ। ପରାଜୟ ...

୧୦ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ

୧୦ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ

୧୦ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଆଲୋଚନା ହେବ ।  ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନା ଶୁଣାଇବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ...

ଅପେକ୍ଷାର ହେଲା ଅନ୍ତ ବିଜେପିରେ ମିଶିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ

ଅପେକ୍ଷାର ହେଲା ଅନ୍ତ ବିଜେପିରେ ମିଶିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ

ଅସନ୍ତୁଷ୍ଟ ନେତା ବାବା ପ୍ରସନ୍ନ ପାଟ୍ଟଶାଣୀ ଶେଷରେ  ବିଜେପିରେ ସାମିଲ ହେଲେ । ତାଙ୍କୁ ଟିକେଟ ବିଜେଡି ନଦେବାରୁ  ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ମିଶିଛନ୍ତି । ଅନେକ ବର୍ଷଧରି ସେ ବିଜେଡି ପାଇଁ କାମ କରିଥିଲେ ।  ...

ପ୍ରଶଂସା କଲେ ମୋଦି, ଓଡିଶା କଥା ଉଠାଇଲେ

ପ୍ରଶଂସା କଲେ ମୋଦି, ଓଡିଶା କଥା ଉଠାଇଲେ

ଓଡ଼ିଶା ଦେଇଛି 20ଟି ପଦ୍ମ  । ସେଥିପାଇଁ ଓଡ଼ିଶାକୁ ନାହିଁ ନଥିବା ପ୍ରଶଂସା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି  ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବିଧାନ ଭବନରେ ମହାପ୍ରଭୁଙ୍କୁ ମନେ ପକାଇବା ସହିତ ...

ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ

ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ

ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବଙ୍କୁ  ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ୯ ତାରିଖରୁ ତାଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ତିନି ...

ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ

ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ

ନୂଆ ସରକାର ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ବନ୍ଦ ହେଲା ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ସାରା ରାଜ୍ୟ ବୁଲିଥିବା ଅର୍ପଣ ରଥ ...

Page 81 of 96 1 80 81 82 96