ବିଲ୍ ବାକି ଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ବିଛିନ୍ନ ହେବ ନାହିଁ, SMS ଆଲର୍ଟ ନଦେଲେ କାର୍ଯ୍ୟାନୁଷ୍ଠାନ
ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଖରାଦିନର ତାତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଘରୋଇ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ରିଲିଫ୍ ଘୋଷଣା କରିଛନ୍ତି। ବିଦ୍ୟୁତ୍ ବିଲ୍ ବାକି ଥିଲେ ମଧ୍ୟ ଗ୍ରୀଷ୍ମ ଋତୁରେ କୌଣସି ଘରୋଇ ସଂଯୋଗ କଟାଯିବ ନାହିଁ। ...







