EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ୭.୫ ଗୁଣା ବଢ଼ିପାରେ ପେନସନ୍
ଇପିଏଫଓ (EPFO) ପେନସନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା EPF ପେନସନଧାରୀଙ୍କ ମାସିକ ପେନସନରେ ବଡ଼ ଧରଣର ବୃଦ୍ଧି ହୋଇପାରେ। ବର୍ତ୍ତମାନ ମିଳୁଥିବା ସର୍ବନିମ୍ନ ପେନସନକୁ ପ୍ରାୟ ୭.୫ ଗୁଣା ବଢ଼ାଇବା ...








