ଆସନ୍ତାକାଲିଠୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସଂଘର ତିନିଦିନିଆ ଅଧିବେଶନ
ନୂଆଦିଲ୍ଲୀ: “୧୦୦ ବର୍ଷର ସଂଘ ଯାତ୍ରା – ନୂତନ ଦିଗନ୍ତ” ନାମକ ବକ୍ତୃତା ଶୃଙ୍ଖଳା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତାକାଲିଠୁ ଆୟୋଜନ କରାଯିବ । ଅଗଷ୍ଟ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ଅଧିବେଶନରେ ...










