ବିଜୁଙ୍କ ଶ୍ରାଦ୍ଧ ଦିବସରେ ପୁଣି ଗର୍ଜିଲେ ଶ୍ରୀମୟୀ…କହିଲେ…
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଜନତା ଦଳ (ବିଜେଡି)କୁ ପୁଣି ଥରେ ତୀବ୍ର ଆକ୍ରମଣ କରିଛନ୍ତି ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର। ଦଳରେ ମହିଳାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ବିଜେଡି ନେତୃତ୍ୱକୁ ତୀକ୍ଷ୍ଣ ସମାଲୋଚନା କରିଛନ୍ତି। ...




/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)




