• Latest
  • Trending
ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?

ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?

Oct-27-2025 12:43 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-08-2026 05:49 AM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?

by M M
Oct-27-2025 12:43 PM IST
in ମନୋରଞ୍ଜନ
0
ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?
492
SHARES
1.4k
VIEWS
Share on FacebookShare on Twitter

ସଲମାନ୍ ଖାନ୍ ଙ୍କୁ ପାକିସ୍ତାନ ଆତଙ୍କବାଦୀଙ୍କ ଲିଷ୍ଟରେ ରଖିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣା ଅନୁସାରେ ସାଉଦି ଆରବରେ ହୋଇଥିବା ‘ଜୟ୍ ଫୋରମ୍ ୨୦୨୫’ ରେ ବଲିଉଡ୍ ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ପ୍ରଭାବ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ସଲମାନ ଖାନ  ସେଠାରେ  କହିଥିଲେ: “ଏବେ ଯଦି ଆପଣ ଏକ ହିନ୍ଦୀ ଚଳଚ୍ଚିତ୍ର ତିଆରି କରି ସାଉଦି ଆରବରେ ରିଲିଜ କରିବେ ତାହା  ସୁପରହିଟ୍ ହୋଇଯିବ। ଏପରିକି ତାମିଲ, ତେଲୁଗୁ କିମ୍ବା ମାଲୟାଳମ୍ ଚଳଚ୍ଚିତ୍ର କୋଟି କୋଟି ଟଙ୍କାରେ ବ୍ୟବସାୟ କରିବ । କାରଣ ଏଠାରେ ଅନେକ ଦେଶରୁ ଲୋକମାନେ ଆସି ରହିଛନ୍ତି। ଯେଉଁମାନେ ଫିଲ୍ମ ଦେଖିବାକୁ ଭଲପାଆନ୍ତି । ବେଲୁଚିସ୍ତାନର ଲୋକମାନେ, ଆଫଗାନିଷ୍ଟାନର ଲୋକମାନେ, ପାକିସ୍ତାନର ଲୋକମାନେ ସମସ୍ତେ ଏଠାରେ ଆସି କାମ କରୁଛନ୍ତି।” ସଲମାନଙ୍କ ଅଲଗା ବାଲୁଚିସ୍ତାନ କହିବାକୁ ନେଇ ପାକିସ୍ତାନ ଖପା ହୋଇଛି । ବେଲୁଚିସ୍ତାନ ଏବଂ ପାକିସ୍ତାନ ନାମ ଅଲଗା ଭାବରେ ଉଲ୍ଲେଖ କରିଥିବାରୁ ଏହା ବିବାଦୀୟ ହୋଇଛି ।  ପାକିସ୍ତାନୀ ଅଧିକାରୀମାନେ ଏହାକୁ ଦେଶର ଅଖଣ୍ଡତା ଉପରେ ଆକ୍ରମଣ ଭାବେ ଗ୍ରହଣ କରିଛନ୍ତି । ଏପରିକି ଏହାକୁ ନେଇ ବେଲୁଚ ଲୋକମାନେ ଖୁସି ପ୍ରକାଶ କରିଛନ୍ତି । ସଲମାନଙ୍କ କଥାକୁ ନେଇ ଭିଡିଓ ଭାଇରାଲ ହେଉଛି ।  ଏହାକୁ ବେଲୁଚିସ୍ତାନ ଲୋକମାନେ ସ୍ୱାଧୀନତାର ସ୍ୱୀକୃତି ଭାବେ ପ୍ରଶଂସା କରୁଛନ୍ତି। କିନ୍ତୁ ପାକିସ୍ତାନର ସରକାର ଏହାକୁ ନେଇ ଦେଶବିରୋଧୀ ବା ସଲମାନଙ୍କୁ ‘ଆତଙ୍କବାଦୀ’ ଲିଷ୍ଟରେ ତାଙ୍କ  । ଉକ୍ତ କାର୍ଯ୍ୟକ୍ରମରେ ସଲମାନ୍ ଖାନଙ୍କ ସହ  ଶାହରୁଖ୍ ଖାନ୍ ଓ ଆମିର୍ ଖାନ୍ ମଧ୍ୟ ଉପସ୍ଥିତ ଥିଲେ । ସଲମାନଙ୍କ ଏହି ବକ୍ତବ୍ୟକୁ ନେଇ ଏବେ ପାକିସ୍ତାନ ଆଉ ବେଲୁଚିସ୍ତାନରେ ଚର୍ଚା ଜୋର ଧରିଛି ।

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ନାଁକୁ  ୧୯୯୭ ମସିହାର ଆତଙ୍କବାଦ ବିରୋଧୀ ଆଇନ (ATA 1997)ର ଚତୁର୍ଥ ସୂଚୀରେ ପାକିସ୍ତାନ ଯୋଡିଛି। ଏହାର କାରଣ ହେଉଛି ସଲମନଙ୍କ ଏହି ବୟାନ । ଯାହାକୁ ନେଇ  ପାକିସ୍ତାନ ସଲମାନଙ୍କୁ ୧୯୯୭ ମସିହାର ଆତଙ୍କବାଦ ବିରୋଧୀ ଆଇନ (ATA)ର ଚତୁର୍ଥ ସୂଚୀରେ ଯୋଡିଛି। ଏହି ଲିଷ୍ଟରେ ପାକିସ୍ତାନ ଅନେକ ଆତଙ୍କବାଦୀଙ୍କ ନାମ ରଖିଛି । ଏପରିକି ସରକାର ଏହି ତାଲିକାରେ ଆତଙ୍କବାଦୀ ହାଫିଜ୍ ସଇଦଙ୍କୁ ମଧ୍ୟ ସାମିଲ କରିଛି। ଯାହାର ମାନେ ହେଉଛି ଏହି ତାଲିକାରେ ଥିବା ବ୍ୟକ୍ତି ପାକିସ୍ତାନ ପାଇଁ ସନ୍ଦିଗ୍ଧ ବ୍ୟକ୍ତି । ଯାହାଙ୍କୁ ଆତଙ୍କବାଦୀ କୁହାଯାଉଛି ।

Share197Tweet123
M M

M M

ଆଜିର ପାଗ

Bhubaneswar
February 8, 2026, 9:48 AM
 
N
Partly cloudy
23°C
0.8 m/s
Apparent: 22°C
Pressure: 1015 mb
Humidity: 94%
Winds: 0.8 m/s N
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 8, 2026
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom