ମହାରାଷ୍ଟ୍ରରେ ବିଜେପି ପାଇଁ ବଡ଼ ପରୀକ୍ଷା । ହରିୟାନା ପରେ ଏବେ ମହାରାଷ୍ଟ୍ରରେ ହେବ ଟକ୍ମର । ଏଠାରେ ମଧ୍ୟ ବିଜେପି ପାଇଁ କାଠିକାର ପାଠ ହେବ । କୁହାଯାଉଛି ବିଜେପି ଶିବସେନା , ଏନସିପି ମଧ୍ୟରେ ମେଂଟ ହୋଇ ନିର୍ବାଚନ ଲଢ଼ିବାକୁ ରଣନୀତି କରିଥିବା ବେଳେ ସେପଟେ ଇଣ୍ଡିଆ ମେଣ୍ଟ ନିର୍ବାଚନ ଲଢ଼ିବ । ତେବେ କିଏ ସରକାର ଗଢ଼ିବ ତାହା କୁହାଯିବା କଷ୍ଟକର ।








/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)
