• Latest
  • Trending
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

Jul-09-2025 11:44 AM IST
ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

Dec-09-2025 07:31 PM IST
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

Dec-09-2025 06:56 PM IST
ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

Dec-09-2025 04:30 PM IST
ବାରବାଟୀରେ କିଏ ମାରିବ ବାଜି ?

ବାରବାଟୀରେ କିଏ ମାରିବ ବାଜି ?

Dec-09-2025 04:22 PM IST
ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କୋର୍ଟର ନୋଟିସ

ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କୋର୍ଟର ନୋଟିସ

Dec-09-2025 04:09 PM IST
ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ

ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ

Dec-09-2025 03:49 PM IST
ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

Dec-09-2025 09:08 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-09-2025 08:30 AM IST
ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

Dec-08-2025 04:51 PM IST
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

Dec-08-2025 02:57 PM IST
  • About
  • Careers
  • Contact Us
Tuesday, December 9, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

by M M
Jul-09-2025 11:44 AM IST
in ବଡ଼ ଖବର
0
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ
521
SHARES
1.5k
VIEWS
Share on FacebookShare on Twitter

ବରିଷ୍ଠ ବିଜେପି ନେତା ଗୋପିନାଥ ସାହୁଙ୍କୁ ଆଇ.ଟି.ଆଇ ଲିମିଟେଡ ବୋର୍ଡରେ ସ୍ୱାଧୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । ଏହା ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟର ଦୂରସଂଚାର ବିଭାଗ ଅଧୀନରେ ଏକ ପ୍ରମୁଖ କେନ୍ଦ୍ରୀୟ ସରକାରୀ କ୍ଷେତ୍ର ଉଦ୍ୟୋଗ ଅଟେ I

୧୯୪୮ ମସିହାରେ ପ୍ରତିଷ୍ଠିତ ITI ଲିମିଟେଡ ହେଉଛି ଭାରତର ସର୍ବପୁରାତନ ଦୂରସଂଚାର ଉତ୍ପାଦନକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ । ଯାହା ଦେଶର ଦୂରସଂଚାର ଏବଂ ଡିଜିଟାଲ୍ ଭିତ୍ତିଭୂମି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହାର ମୁଖ୍ୟାଳୟ ବେଙ୍ଗାଲୁରୁ ଠାରେ ଅବସ୍ତିତ I

ଭଞ୍ଜନଗରରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ସାହୁଙ୍କୁ ଓଡ଼ିଶାରେ ବିଜେପିର ପ୍ରମୁଖ ସାଂଗଠନିକ ରଣନୀତିକାରକଙ୍କ ମଧ୍ୟରୁ ଜଣେ ଭାବରେ ବିବେଚନା କରାଯାଏ। ୨୦୧୮ ମସିହାରୁ, ସେ ରାଜ୍ୟ ବିଜେପିର ଯୋଗାଯୋଗ ଏବଂ ତଥ୍ୟ ବିଭାଗର ନେତୃତ୍ୱ ନେଉଛନ୍ତି । ୨୦୧୯ ଏବଂ ୨୦୨୪ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ପରିଚାଳନାରେ ମଧ୍ୟ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୀକ୍ଷ୍ଣ ପରିଚାଳନାଗତ ବୁଦ୍ଧି ଏବଂ ଵିଚାରିକ ସ୍ପଷ୍ଟତା ପ୍ରତି ପ୍ରତିବଦ୍ଧତା ପାଇଁ ସେ ଖୁବ ଜଣାଶୁଣା।

୧୯୯୧ ମସିହାରୁ ଶ୍ରୀ ସାହୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଉତ୍ସର୍ଗୀକୃତ ସ୍ୱୟଂସେବକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଶ୍ରୀ ସାହୁ ୧୯୯୪ ରୁ ୨୦୦୯ ପର୍ଯ୍ୟନ୍ତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି.) ର ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟ କରିଥିଲେ। ଏ.ବି.ଭି.ପି. ରେ ତାଙ୍କର ତାଙ୍କର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ, ସେ ରାଜ୍ୟ ସମ୍ପାଦକ, ରାଜ୍ୟ ସଂଗଠନ ସମ୍ପାଦକ ଏବଂ ଏ.ବି.ଭି.ପି. କେନ୍ଦ୍ରୀୟ ସମିତିର ସଦସ୍ୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ଏ.ବି.ଭି.ପି. କାର୍ଯ୍ୟକାଳ ମଧରେ ସେ ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସଂଘର ପ୍ରଚାରକ ଭାବରେ ମଧ୍ୟ କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିଲେ।

ସମଗ୍ର ଓଡ଼ିଶାରେ ଅନେକ ପ୍ରଭାବଶାଳୀ ଛାତ୍ର ଆନ୍ଦୋଳନକୁ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ପ୍ରଦାନ କରି ବିଭିନ୍ନ ପିଢ଼ିର କାର୍ଯ୍ୟକର୍ତ୍ତାଙ୍କୁ ସେ ମାର୍ଗଦର୍ଶନ ଦେଇଛନ୍ତି । ସେମାନଙ୍କୁ ମଧରୁ ଅନେକ ଆଜିର ଦିନରେ ବିଧାୟକ, ବି.ଜେ.ପି. ଜିଲ୍ଲା ସଭାପତି ଏବଂ ଦଳର ପଦାଧିକାରୀ ହୋଇଛନ୍ତି ।

୨୦୧୮ ମସିହାରେ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ସାହୁଙ୍କର ଦୀର୍ଘ ଦଶନ୍ଧିର ସାଂଗଠନିକ ଅଭିଜ୍ଞତା ଏବଂ ଆଦର୍ଶଗତ ପ୍ରତିବଦ୍ଧତାକୁ ନେଇ ଏକ ସ୍ବତନ୍ତ୍ର ପରିଚୟ ରହିଛି।

ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଉଭୟ ଓଡ଼ିଆ ଭାଷା ଏବଂ ସାହିତ୍ୟରେ ସ୍ନାତକୋତ୍ତର ଏବଂ ଆଇନରେ ସ୍ନାତକ, ଶ୍ରୀ ସାହୁ, ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଭାରତବାଣୀ ପ୍ରକଳ୍ପର ରିସୋର୍ସ ପର୍ସନ ଭାବେ କାର୍ଯ୍ୟ କରିଥିଲେ। ୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ ସେ ବିଜ୍ଞାପନ ସଂସ୍ଥା ମ୍ୟାଗନମ୍ ଇଣ୍ଟରଗ୍ରାଫିକ୍ସର ଓଡ଼ିଶା ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ।  ୨୦୧୦ ରୁ ୨୦୧୧ ପର୍ଯ୍ୟନ୍ତ ଜାତୀୟ ଯୁବ ସମବାୟ ସଂସ୍ଥା (NYCS) ର ରାଜ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିଥିଲେ ।

Share208Tweet130
M M

M M

ଆଜିର ପାଗ

Bhubaneswar
December 9, 2025, 8:34 PM
 

N
Partly cloudy
19°C
1 m/s
Apparent: 20°C
Pressure: 1016 mb
Humidity: 71%
Winds: 1 m/s N
Windgusts: 6 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

December 9, 2025
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

December 9, 2025
ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

December 9, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom