• Latest
  • Trending
ଧନତେରାସ ଦିନ  କିଣନ୍ତୁ ଏହି 10ଟି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ

ଧନତେରାସ ଦିନ କିଣନ୍ତୁ ଏହି 10ଟି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ

Oct-17-2025 09:58 AM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଧନତେରାସ ଦିନ କିଣନ୍ତୁ ଏହି 10ଟି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ

by M M
Oct-17-2025 09:58 AM IST
in ବିଶେଷ, ମନୋରଞ୍ଜନ
0
ଧନତେରାସ ଦିନ  କିଣନ୍ତୁ ଏହି 10ଟି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ
500
SHARES
1.4k
VIEWS
Share on FacebookShare on Twitter
ଆସନ୍ତାକାଲି  ଧନତେରାସ୍ ।  ଲକ୍ଷ୍ମୀ-ପୂଜା ପରେ ଧନତେରାସ ଦିନକୁ ଶୁଭ କୁହାଯାଇଥାଏ ।   ବାସ୍ତୁ ଓ ଜ୍ୟୋତିଷ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ଦିନରେ ୧୦ଟି ନିର୍ଦ୍ଧିଷ୍ଟ ଜିନିଷ କିଣିବା ଦ୍ୱାରା ଧନ-ସମୃଦ୍ଧି ଓ ଭାଗ୍ୟ ଉଦୟ ହୋଇଥାଏ ।  ସେଗୁଡ଼ିକ ମଧ୍ୟରେ  ସୁନା ଓ ଚାନ୍ଦୀର ଆଭୂଷଣ – ଏହା ଲକ୍ଷ୍ମୀଙ୍କ ଆଶୀର୍ବାଦର ପ୍ରତୀକ। ତମ୍ବା, ଝାଡ଼ୁ , ଲକ୍ଷ୍ମୀ-ଗଣେଶ୍ ମୂର୍ତ୍ତି ,ଧନ୍ବନ୍ତରିଙ୍କ ପ୍ରତିମୁର୍ତ୍ତି  କିଣିଲେ ଧନପ୍ରାପ୍ତି ହେବ ବୋଲି କୁହାଯାଇଥାଏ । ଏସବୁ ଜିନିଷ କିଣିଲେ ପରିବାରରେ ସମସ୍ତଙ୍କର ସ୍ୱାସ୍ଥ୍ୟ  ବୃଦ୍ଧି ହୁଏ।  ଫ୍ରିଜ୍, ଟିଭି କିଣିବା ସୁଖର ପ୍ରତୀକ ହୋଇଥାଏ । ଲୁଣ, ଧନିଆ  ଓ ସପ୍ତଧାନ୍ୟ ପୂଜା କଲେ ମଙ୍ଗଳ ହୁଏ ।  ଶୁଭ ମୁହୂର୍ତ୍ତରେ ସନ୍ଧ୍ୟା ୭:୧୫ରୁ ୮:୧୯ ରେ କିଣିଲେ ଭଲ ଫଳ ମିଳିଥାଏ । 

ହିନ୍ଦୁ ଧର୍ମରେ ଧନତେରାସକୁ ଅତ୍ୟନ୍ତ ଶୁଭ ଦିନ ଭାବରେ ବିବେଚନା କରାଯାଏ । ଏହି ଦିନ ଲୋକମାନେ ନିଜ ବଜେଟ୍ ଅନୁସାରେ ସୁନା, ରୂପା, ହୀରା, ମୋତି, ବାସନକୁସନ ଏବଂ ଅନ୍ୟାନ୍ୟ ଉପଯୋଗୀ ଜିନିଷ କିଣାକିଣି କରିବାର ପରମ୍ପରା ରହିଆସିଛି ।

ଧନତେରାସ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ। ଏହି ଦିନ ଦେବୀ ଲକ୍ଷ୍ମୀଙ୍କ ସହିତ ଭଗବାନ ଧନ୍ୱନ୍ତରୀ, କୁବେର ଏବଂ ଭଗବାନ ବିଷ୍ଣୁଙ୍କ ପୂଜା ରୀତିନୀତି ସହିତ କରାଯାଏ।  ଭଗବାନ ଧନ୍ୱନ୍ତରୀ ସ୍ୱାସ୍ଥ୍ୟ ଦେବତା, ତାଙ୍କୁ ପୂଜା କରିବା ଦ୍ବାରା ଆମ  ସ୍ୱାସ୍ଥ୍ୟ ଭଲ ରହିଥାଏ । ଭଗବାନ ବିଷ୍ଣୁଙ୍କର ପ୍ରତୀକକୁ ମଧ୍ୟ ପୂଜା କରାଯାଏ। ଭଗବାନ ବିଷ୍ଣୁ ହାତରେ ଶଙ୍ଖ ଧାରଣ କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ଦିନ ଶଙ୍ଖ କିଣନ୍ତି, ତେବେ ଆପଣଙ୍କ ଘରେ ସର୍ବଦା ସମୃଦ୍ଧି ରହିବ ।

ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲକ୍ଷ୍ମୀ ଯନ୍ତ୍ର ଏବଂ କୁବେର ଯନ୍ତ୍ର କିଣିବା ଭଲ ।  ଆପଣ ଲକ୍ଷ୍ମୀ, ଗଣେଶଙ୍କ ଧାତୁ ମୂର୍ତ୍ତି କିଣିପାରିବେ, ଯାହା ଦ୍ୱାରା ଆପଣଙ୍କ ଜୀବନରେ କେବେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ  । ଆପଣଙ୍କର ଉନ୍ନତି ହେବ ଏବଂ ଆପଣଙ୍କ ପରିବାରର ସମୃଦ୍ଧ ହେବ। ଏହି ଦିନ  କଳା ରଙ୍ଗ ବ୍ୟବହାର କରିବାକୁ ବାରଣ କରାଯାଇଥାଏ । ବିଶେଷଜ୍ଞ କୁହନ୍ତି ଏହା ଦ୍ୱାରା ଆର୍ଥିକ ସ୍ଥିରତା ଓ ପଜିଟିଭ୍ ଭାବନା ଆସେ। ଧନତେରାସ ପାଇଁ ଆପଣଙ୍କୁ ଆଗୁଆ ଶୁଭେଚ୍ଛା !

Share200Tweet125
M M

M M

ଆଜିର ପାଗ

Bhubaneswar
January 15, 2026, 4:20 AM
 
N
Fog
13°C
0.9 m/s
Apparent: 13°C
Pressure: 1014 mb
Humidity: 100%
Winds: 0.9 m/s N
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

January 14, 2026

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom