ଖଣ୍ଡଗିରି କୁମ୍ଭମେଳାରେ ଚଳିବନି ‘ଅଶ୍ଳୀଳତା’: ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ-ଗୀତକୁ ସମ୍ପୂର୍ଣ୍ଣ ବ୍ୟାନ୍ କଲେ ମେୟର by M M Jan-03-2026 05:49 AM IST 0 https://www.youtube.com/watch?v=JOIMhatWqpY ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ମାଘ ସପ୍ତମୀ କୁମ୍ଭମେଳା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ଏଥର ଯାତ୍ରା ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖଣ୍ଡଗିରି ମେଳାରେ ମନୋରଞ୍ଜନ ନାଁରେ ପରିବେଷଣ କରାଯାଉଥିବା ଅଶ୍ଳୀଳ ନାଚ ଓ... Read moreDetails
ଲୋକସେବା ଭବନରେ ଚଳିବନି ‘ରିଲ୍ସ ମାନିଆ’: ଭିଡିଓ ସୁଟିଂ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଗର୍ଜିଲେ ଆଇନମନ୍ତ୍ରୀ by M M Jan-03-2026 05:40 AM IST 0 https://www.youtube.com/watch?v=MR9zlFY-uL0 ଭୁବନେଶ୍ୱର: ରାଜ୍ୟ ଶାସନର ପେଣ୍ଠସ୍ଥଳୀ କୁହାଯାଉଥିବା ଲୋକସେବା ଭବନର ଗାରିମା ରକ୍ଷା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସଚିବାଳୟ ପରିସର ମଧ୍ୟରେ ସୋସିଆଲ ମିଡିଆ ପାଇଁ ଭିଡିଓ ବା ରିଲ୍ସ ସୁଟିଂ କରିବା ଉପରେ ରୋକ୍ ଲଗାଇଛନ୍ତି... Read moreDetails
ପୁରୀ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ by M M Jan-03-2026 05:26 AM IST 0 ପୁରୀ: ପୁରୀ ବଡ଼ଦାଣ୍ଡ ବଳଗଣ୍ଡି ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଦୁର୍ଘଟଣାରେ ଜଣେ ୫ ବର୍ଷୀୟ ଶିଶୁର ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ... Read moreDetails
ମୁଖ୍ୟମନ୍ତ୍ରୀ ଦେଲେ ୧୫-ଦଫା ସଂସ୍କାର ନିର୍ଦ୍ଦେଶାବଳୀ by M M Jan-02-2026 08:08 AM IST 0 ଭୁବନେଶ୍ୱର: ଓଡ଼ିଶା ପ୍ରଶାସନ କଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ୧୯୯୧ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ମୁଖ୍ୟ ଶାସନ... Read moreDetails
ନନ୍ଦନକାନନର ନୂଆ ରେକର୍ଡ by M M Jan-02-2026 07:07 AM IST 0 ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ବିଶ୍ୱପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ୨୦୨୫ ବର୍ଷଟି ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି। ପର୍ଯ୍ୟଟକଙ୍କ ଆଗମନ କ୍ଷେତ୍ରରେ ନନ୍ଦନକାନନ ପୁଣିଥରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଗୁରୁବାର ମିଳିଥିବା ସୂଚନା... Read moreDetails
ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା: ଦଳକୁ ବଞ୍ଚାଇବା ଅପେକ୍ଷା ‘ଇକୋ-ସିଷ୍ଟମ’ ଗଢ଼ିବାରେ ବ୍ୟସ୍ତ ! by M M Jan-02-2026 06:46 AM IST 0 ଭୁବନେଶ୍ୱର: ଓଡ଼ିଶାର ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଏକ ବିସ୍ଫୋରକ ମୋଡ଼ରେ ଠିଆ ହୋଇଛି। ଦଳର ପରାଜୟ ପରେ ଅନ୍ତଃକନ୍ଦଳ ଥମିବାର ନାଁ ନେଉନାହିଁ। ବିଶେଷ କରି ଭିକେ ପାଣ୍ଡିଆନଙ୍କ ‘ରାଜନୈତିକ ସନ୍ନ୍ୟାସ’କୁ ନେଇ ଏବେ... Read moreDetails
କଳିକା ଓ ଅନୀତା: ଚାକିରି ପାଇଁ ୨ଟି କାହାଣୀ by M M Jan-02-2026 06:31 AM IST 0 ଶିକ୍ଷା ଅଛି, ଯୋଗ୍ୟତା ଅଛି, ଆଉ ଅଛି ଆଖିରେ ଅନେକ ସ୍ୱପ୍ନ। କିନ୍ତୁ ବାଧକ ସାଜିଛି ବେକାରୀ ସମସ୍ୟା। ଓଡ଼ିଶାର ଦୁଇ ଜଣ ଶିକ୍ଷିତ ଯୁବତୀ କଳିକା ଏବଂ ଅନୀତା। ସେମାନଙ୍କ କାହାଣୀ କେବଳ ଦୁଇଜଣ ବ୍ୟକ୍ତିଙ୍କ କଥା ନୁହେଁ, ବରଂ... Read moreDetails
୨୫ ର ପୋଷ୍ଟମର୍ଟମ, ହାରିଲୁ କେତେ ? ଜିତିଲୁ କେତେ ? by M M Jan-01-2026 09:41 AM IST 0 ୨୦୨୫ ବର୍ଷଟି ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ। ଏହି ବର୍ଷଟି ଅନେକ ପରିବର୍ତ୍ତନ, ସଂଘର୍ଷ ଏବଂ ସଫଳତାର ସାକ୍ଷୀ ରହିଛି। ଆସନ୍ତୁ କରିବା ୨୦୨୫ର ଏକ ସମୀକ୍ଷା ବା 'ପୋଷ୍ଟମର୍ଟମ୍':ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ମଧ୍ୟରେ... Read moreDetails
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ by M M Dec-29-2025 07:03 PM IST 0 ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଙ୍କଳ୍ପ। ଏହି ପରିପ୍ରେକ୍ଷୀରେ, ପ୍ରତ୍ୟେକ ପଞ୍ଚାୟତରେ 'ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ସ୍ଥାପନ ଆରମ୍ଭ କରାଯାଇ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ବ୍ୟାପକ ସଂସ୍କାର... Read moreDetails
ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ by M M Dec-29-2025 07:00 PM IST 0 ଘଷିପୁରା : ଓଡ଼ିଶାର ଚାଷୀକୂଳର ଆର୍ଥିକ ବିକାଶ ଓ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ମୋଟ ୯୫ଟି ଧାନମଣ୍ଡି ଜରିଆରେ ଧାନ କ୍ରୟ କରାଯିବ। ଏଥିପାଇଁ ଜିଲ୍ଲାର ୭୯,୧୦୮ ଜଣ ଚାଷୀ ପଞ୍ଜିକରଣ କରିଥିବା... Read moreDetails