odisha.newsroom.in
odisha.newsroom.in
odisha.newsroom.in
odisha.newsroom.in
odisha.newsroom.in
odisha.newsroom.in
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…
odisha.newsroom.in
odisha.newsroom.in

ବଡ଼ ଖବର

ଆଜି ରାତିରେ ଦେଶବାସୀଙ୍କୁ କଣ କହିବେ ମୋଦି…? ସମସ୍ତଙ୍କ ନଜର

odisha.newsroom.in

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି ଅଭିଭାଷଣ ଉପରେ ସାରା ଦେଶର ନଜର ରହିଛି। କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଧାନମନ୍ତ୍ରୀ କହିବେ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି...

Read moreDetails

କାଟ ଖାଇଲା ମହିଳା ସଂରକ୍ଷଣ ବିଲ୍…ମିଳିଲା ନାହିଁ ଆବଶ୍ୟକ ଭୋଟ, ଆଗକୁ କଣ ହେବ ?

odisha.newsroom.in

ମହିଳା ସଂରକ୍ଷଣ ସମ୍ବନ୍ଧୀୟ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ କାଟ ଖାଇଯାଇଛି। କେନ୍ଦ୍ର ସରକାରଙ୍କୁ ଏହି ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦରକାର ଥିଲା, କିନ୍ତୁ ସରକାର ସେହି ସଂଖ୍ୟା ପୂରଣ କରିପାରିଲେ...

Read moreDetails

Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ

odisha.newsroom.in

Strait of Hormuzକୁ ନେଇ ବଡ ଘୋଷଣା କରିଛି ଇରାନ । ଇରାନର ବିଦେଶ ମନ୍ତ୍ରୀ ଆବ୍ବାସ୍ ଆରାଘଚି ଘୋଷଣା କରିଛନ୍ତି ଯେ, ଯୁଦ୍ଧବିରାମ ସମୟରେ ହର୍ମୁଜ୍ ପ୍ରଣାଳୀ (Strait of Hormuz) ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ ଏବଂ ସମସ୍ତ...

Read moreDetails

ଦିଲ୍ଲୀ ବିମାନବନ୍ଦରରେ ବଡ଼ ଦୁର୍ଘଟଣା…ଆକାଶ-ସ୍ପାଇସ୍‌ଜେଟ୍ ଧକ୍କା…

odisha.newsroom.in

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟ୍ୟାକ୍ସିୱେରେ ଚାଲୁଥିବା ସମୟରେ ସ୍ପାଇସ୍‌ଜେଟ୍ ବିମାନ ଆକାଶ ଏୟାର୍‌ଲାଇନ୍ସର ଏକ ବିମାନକୁ ଧକ୍କା ଦେଇଛି। ଏହି ଧକ୍କାରେ ସ୍ପାଇସ୍‌ଜେଟ୍ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଛି। ସୂତ୍ର ଅନୁଯାୟୀ, ସ୍ପାଇସ୍‌ଜେଟ୍...

Read moreDetails

ମହିଳା ସଂରକ୍ଷଣ ବିଲ୍…ଆଜି ୧୨ ଘଣ୍ଟା ଆଲୋଚନା, କାଲି ଭୋଟିଂ

odisha.newsroom.in

ଆଜି ଆରମ୍ଭ ହୋଇଥିବା ତିନିଦିନିଆ ବିଶେଷ ସଂସଦ ଅଧିବେଶନରେ ମହିଳା ସଂରକ୍ଷଣ ଉପରେ ସମ୍ବିଧାନ ସଂଶୋଧନ ବିଲ୍ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଜି ୧୨ ଘଣ୍ଟା ଧରି ଆଲୋଚନା ହେବ। ଏହି ବିଲ୍‌ଗୁଡ଼ିକର ଭୋଟିଂ କାଲି (ଅପ୍ରେଲ ୧୭)...

Read moreDetails

ଟ୍ରମ୍ପ କହିଲେ ଅପେକ୍ଷା କର…ଗୁରୁବାର ପରେ କିଛି ବଡ଼ ଘଟଣା ଘଟିବ

odisha.newsroom.in

ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ନୂଆ ମୋଡ଼ ନେଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଗାମୀ ୨ ଦିନ ମଧ୍ୟରେ କିଛି ବଡ଼ ଘଟଣା ଘଟିପାରେ। ରାଷ୍ଟ୍ରପତି ଟ୍ରମ୍ପ ନ୍ୟୁୟର୍କ ପୋଷ୍ଟକୁ ଦେଇଥିବା ଏକ...

Read moreDetails

SIR କୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ…କଣ କରିବେ ମମତା ?

odisha.newsroom.in

ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟାରେ ବାଦ ପଡିଥିବା ଲକ୍ଷାଧିକ ଭୋଟରଙ୍କୁ ସୁପ୍ରିମ୍ କୋର୍ଟ କୌଣସି ମଧ୍ୟର୍ବର୍ତ୍ତୀକାଳୀନ ରିହାତି ଦେବାକୁ ମନା କରିଛନ୍ତି। ଏହି ଭୋଟରମାନଙ୍କ ଅପିଲ୍ ପେଣ୍ଡିଂ ଥିବା ସତ୍ତ୍ୱେ ସେମାନଙ୍କୁ ଭୋଟ୍ ଦେବାର ଅଧିକାର...

Read moreDetails

ଭୟଙ୍କର ହେଉଛି ଶ୍ରମିକ ଆନ୍ଦୋଳନ…ଜଳୁଛି ଗାଡ଼ି, ପୋଲିସ ଉପରକୁ ପଥର ମାଡ଼

odisha.newsroom.in

ଉତ୍ତରପ୍ରଦେଶର ନୋଇଡ଼ା ଫେଜ୍-୨ ଅଞ୍ଚଳର ହୋସିଅରୀ କମ୍ପ୍ଲେକ୍ସରେ ଦରମା ବୃଦ୍ଧି ଦାବିରେ ହଜାର ହଜାର ଶ୍ରମିକ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରତିବାଦକାରୀମାନେ ରାସ୍ତା ଅବରୋଧ କରିବା ସହ କେତେକ ଗାଡ଼ି ଜାଳି ଦେଇଛନ୍ତି ଏବଂ ପୋଲିସ୍ ଉପରକୁ ପଥର ମାରିଛନ୍ତି। ଏହାଫଳରେ ସମଗ୍ର...

Read moreDetails

ୟୁଏସ-ଇରାନ ନଛୋଡ଼ବନ୍ଧା…ବିଫଳ ହେବାକୁ ଯାଉଛି ଶାନ୍ତି ଆଲୋଚନା

odisha.newsroom.in

ଯୁକ୍ତରାଷ୍ଟ୍ର ଏବଂ ଇରାନ୍ ମଧ୍ୟରେ ଚାଲିଥିବା ସିଧାସଳଖ ଆଲୋଚନା ସଫଳ ହେବାର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି। ଇରାନ୍ ଆଲୋଚନା ପାଇଁ କେତେକ କଠୋର ସର୍ତ୍ତ ରଖିଛି, ଯାହା ଯୁକ୍ତରାଷ୍ଟ୍ର ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ। ଇରାନ୍ ପାର୍ଲାମେଣ୍ଟ ସ୍ପିକର୍ ମହମ୍ମଦ୍...

Read moreDetails

ଭୁବନେଶ୍ୱରରେ ପାକିସ୍ତାନୀ ଆତଙ୍କବାଦୀ…! ଦିଲ୍ଲୀ ପୋଲିସର ଖୋଳତାଡ଼

odisha.newsroom.in

ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି, ଯାହାର ପାକିସ୍ତାନୀ ଆତଙ୍କବାଦୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ଗିରଫ ହୋଇଥିବା ଯୁବକଙ୍କ ନାମ ଇମ୍ରାନ୍। ସେ ଭୁବନେଶ୍ୱର କ୍ୟାପିଟାଲ୍ ଥାନା...

Read moreDetails
Page 3 of 85 1 2 3 4 85

ଆଜିର ପାଗ

May 6, 2026, 6:36 PM
 

S
Partly cloudy
29°C
4 m/s
Apparent: 32°C
Pressure: 1006 mb
Humidity: 76%
Winds: 4 m/s S
Windgusts: 9.7 m/s
UV-Index: 0.15
Precip.: 0mm /53% / Rain
Sunrise: 5:14 AM
Sunset: 6:12 PM