ଜୈସ୍-ଏ-ମହମ୍ମଦର ମହିଳା ଶାଖାର ଭାରତ ମୁଖ୍ୟ ଗିରଫ by M M Nov-11-2025 05:50 PM IST 0 କଶ୍ମୀରରୁ ଗିରଫ ହେଲେ ଦିଲ୍ଲୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଡାକ୍ତର ଉମରର ଦୁଇ ଭାଇ। ଏହି ଘଟଣାକୁ ନେଇ ଏବେ ୧୩ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ସୋମବାର ସନ୍ଧ୍ୟା ପ୍ରାୟ ୬:୫୦ ସମୟରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍... Read moreDetails
ଇସଲାମାବାଦ ହାଇକୋର୍ଟ ନିକଟରେ କାର୍ ବିସ୍ଫୋରଣ, ୯ ମୃତ by M M Nov-11-2025 03:56 PM IST 0 ପାକିସ୍ତାନର ଇସଲାମାବାଦରେ ହାଇକୋର୍ଟ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏକ କାର୍ରେ ହୋଇଛି। ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହା ସହିତ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ବହୁତ ଭିଡ଼ ହୋଇଥିଲା... Read moreDetails
ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ: ୮ ମୃତ by M M Nov-11-2025 07:17 AM IST 0 ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟଣା ଘଟିଛି। ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିସାରିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ତେବେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା... Read moreDetails
ବାରଣାସୀରେ ‘ଡଲି କି ଡୋଲି’ ଷ୍ଟାଇଲ୍ ରେ ଲୁଟ୍: ବିବାହ ରାତିରେ ଅଳଙ୍କାର ଧରି ଫେରାର ହେଲା ନୂଆବୋହୂ! by M M Nov-10-2025 03:49 PM IST 0 ବାରଣାସୀ,: ବାରାଣସୀରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହାକି ଠିକ୍ ଅଭିନେତ୍ରୀ ସୋନମ୍ କପୁରଙ୍କ ଚଳଚ୍ଚିତ୍ର 'ଡଲି କି ଡୋଲି'ର କାହାଣୀକୁ ମନେ ପକାଇ ଦେଇଛି। ଜଣେ ବୋହୂ 10ଟି ବିବାହ କରି ସ୍ବାମୀ ଘରୁ ଲୁଟି ନେଇଛି... Read moreDetails
ଆସନ୍ତାକାଲି ୧୨୨ ଆସନରେ ଭୋଟ୍ , ୩.୭ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିବେ by M M Nov-10-2025 03:01 PM IST 0 ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ଆସନରେ ମତଦାନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ଆସନରେ ମତଦାନ ହୋଇଥିଲା। ୩.୭ କୋଟିରୁ ଅଧିକ ଭୋଟର ୧,୩୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି... Read moreDetails
ଅସୀମ ମୁନିରଙ୍କୁ ୩ ସେନାର ମୁଖ୍ୟ ଭାବେ ନିଯୁକ୍ତ by M M Nov-10-2025 01:26 PM IST 0 ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ଅଭୂତପୂର୍ବ କ୍ଷମତା ମିଳିଛି । ପାକିସ୍ତାନ ସଂସଦ ୨୭ତମ ସାମ୍ବିଧାନିକ ସଂଶୋଧନ ପାସ୍ କରିଛି ଏବଂ ଏହା ଦ୍ବାରା ସେନା ମୁଖ୍ୟ ମୁନିରଙ୍କୁ ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ସିଡିଏଫ ଭାବେ ନିଯୁକ୍ତ କରାଯାଇଛି। ... Read moreDetails
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣରେ ବ୍ୟାଘାତ by M M Nov-08-2025 11:17 AM IST 0 ଦିଲ୍ଲୀ: କାହିଁକି ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଛି ? ଯାହା ଯୋଗୁ ବିମାନ ଉଡାଣ ବିଳମ୍ବ ହୋଇଛି । ଏହାର ତଦନ୍ତ ଚାଲିଛି । ଶହ ଶହ ବିମାନ ଗତ କାଲିଠୁ ବିଳମ୍ବରେ ଚାଲୁଛି । ଅନ୍ୟପଟେ ଆକାଶ ମାର୍ଗରେ ସାଇବର... Read moreDetails
ହରିୟାଣା ‘ଭୋଟ୍ ଚୋରି’ ଅଭିଯୋଗରେ ଟ୍ୱିଷ୍ଟ: ବ୍ରାଜିଲୀୟ ମଡେଲ୍ଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା! by M M Nov-06-2025 03:01 PM IST 0 କଂଗ୍ରେସ ନେତା ରାହୁଲ ଗାନ୍ଧୀ ୫ ନଭେମ୍ବର ୨୦୨୫ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ରେ ହୋଇଥିବା 'ଭୋଟ୍ ଚୋରି' ମାମଲାକୁ ନେଇ ଗୁରୁତର ଅଭିଯୋଗ ଆଣିଥିଲେ। ସେ ଦାବି କରିଛନ୍ତି ଯେ ହରିୟାଣାର ଭୋଟର ତାଲିକାରେ... Read moreDetails
ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ by M M Nov-06-2025 10:20 AM IST 0 ବିହାର ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ପ୍ରାୟ ୩.୭୫ କୋଟି ଭୋଟର ୧,୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ... Read moreDetails
ନ୍ୟୁୟର୍କ ମେୟର -ମମଦାନୀଙ୍କ ବିଜୟରେ ଟ୍ରମ୍ପଙ୍କୁ ବଡ଼ ଝଟକା by M M Nov-06-2025 02:38 PM IST 0 ନ୍ୟୁୟର୍କ:ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମମ୍ଦାନୀ। ନ୍ୟୁୟର୍କ ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ି ବିଜୟ ହେଲେ ଜୋହରାନ୍। ଏହି ବିଜୟ ସହିତ ଜୋହରାନ ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର ହୋଇଛନ୍ତି। ୩୪ବର୍ଷୀୟ ଜୋହରାନ ପୂର୍ବତନ... Read moreDetails