ଆକାଶରେ ଫୁଟିବ ପରମାଣୁ ବୋମା…ଧ୍ବଂସ ହେବ ସାଟେଲାଇଟ, କାମ କରିବନି ଇଣ୍ଟରନେଟ୍ by M M Apr-17-2026 02:48 PM IST 0 ମହାକାଶରେ ପରମାଣୁ ଅସ୍ତ୍ର ବ୍ୟବହାର କରି ଏକ ବିରାଟ ‘ପର୍ଲ ହାର୍ବର’ ଭଳି ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ରୁଷିୟାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏହି ଆକ୍ରମଣରେ ପୃଥିବୀର ସମସ୍ତ ସାଟେଲାଇଟ୍ ଧ୍ୱଂସ ହୋଇପାରେ ଏବଂ ଇଣ୍ଟରନେଟ୍, ଜିପିଏସ୍ ସମେତ ବିଶ୍ୱର... Read moreDetails
ପଡ଼ିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ…ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର by M M Apr-16-2026 03:53 PM IST 0 ଇରାନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧର ପ୍ରଭାବ ବିଶ୍ୱ ତେଲ ବଜାରରେ ସ୍ପଷ୍ଟ ଦେଖାଯାଉଛି। ଏହି ଉତ୍ତେଜନା ଯୋଗୁଁ ଅଶୋଧିତ ତେଲର ଦର ବ୍ୟାପକ ଭାବେ ବଢ଼ିବାରେ ଲାଗିଛି, ଯାହାର ପ୍ରତ୍ୟକ୍ଷ ପ୍ରଭାବ ନେପାଳର ପେଟ୍ରୋଲ ଓ ଡିଜେଲ... Read moreDetails
ଆମେରିକା ସହ କାହିଁକି ସ୍ଥଳଯୁଦ୍ଧ ଚାହୁଁଛି ଇରାନ ? ରେଜାଇ କହିଲେ… by M M Apr-16-2026 11:35 AM IST 0 ଇରାନ୍ର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କ ସାମରିକ ଉପଦେଷ୍ଟା ମୋହସେନ୍ ରେଜାଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆମେରିକା ଇରାନ୍ରେ ସ୍ଥଳ ଆକ୍ରମଣ (ଗ୍ରାଉଣ୍ଡ୍ ଇନଭେସନ୍) ଆରମ୍ଭ କରେ ତେବେ ଆମ ପାଇଁ ତାହା ବହୁତ... Read moreDetails
ଶାନ୍ତି ଆଲୋଚନା ବିଫଳ ପରେ ଧମକ: ବିମାନ ବଦଳାଇ ବସ୍ ଓ ଟ୍ରେନ୍ରେ ଫେରିଲେ ଇରାନ୍ ପ୍ରତିନିଧି ଦଳ by M M Apr-15-2026 03:08 PM IST 0 ପାକିସ୍ତାନର ଇସଲାମାବାଦରେ ଆମେରିକା ସହ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଇରାନ୍ ପ୍ରତିନିଧି ଦଳର ବିମାନକୁ ଉଡାଇଦିଆଯିବାକୁ ଧମକ ମିଳିଥିଲା । ଏହି ଧମକ ପରେ ଦଳ ତା’ର ଫେରନ୍ତା ଯାତ୍ରାରେ ବିମାନ ବଦଳାଇ ବସ୍ ଏବଂ ଟ୍ରେନ୍... Read moreDetails
ଆମେରିକାକୁ କଡ଼ା କାଉଣ୍ଟର…ହର୍ମୁଜରେ ପଇଁତରା ମାରିବ ଚୀନ ଯୁଦ୍ଧ ଜାହାଜ ! by M M Apr-15-2026 01:01 PM IST 0 ଇରାନ୍ ସହ ଚାଲିଥିବା ଯୁଦ୍ଧରେ ଚୀନ୍ ଏପର୍ଯ୍ୟନ୍ତ ନୀରବ ଦର୍ଶକ ଭାବେ ରହିଥିଲା। କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ବ୍ଲକେଡ୍ ଆରମ୍ଭ କରିବା ପରେ ପରିସ୍ଥିତି ପୂରା ବଦଳିଯାଇଛି। ଚୀନର ତୈଳ ଓ ଗ୍ୟାସ୍ ଆମଦାନୀର ଏକ... Read moreDetails
ୟୁଏସ-ଇରାନ ମଧ୍ୟରେ ପୁଣି ହେବ ଶାନ୍ତି ଆଲୋଚନା…ଟ୍ରମ୍ପ କହିଲେ… by M M Apr-14-2026 11:09 AM IST 0 ଇସଲାମାବାଦରେ ଅନୁଷ୍ଠିତ ୨୧ ଘଣ୍ଟାର ମାରାଥନ୍ ଆଲୋଚନା ବିଫଳ ହେବା ପରେ ଯୁକ୍ତରାଷ୍ଟ୍ର ଏବଂ ଇରାନ୍ ଏହି ସପ୍ତାହରେ ପୁଣି ଏକ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ନୂଆ ଆଲୋଚନା ଗୁରୁବାର ଦିନ ହେବାର ସମ୍ଭାବନା ରହିଛି । ତେବେ... Read moreDetails
ଚୀନକୁ ଆମେରିକାର ଧମକ…ଇରାନକୁ ଯୁଦ୍ଧ ସରଞ୍ଜାମ ଦେଲେ ୫୦% ଟାରିଫ୍ by M M Apr-13-2026 03:49 PM IST 0 ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ଚୀନ୍ ଇରାନ୍କୁ ସମର୍ଥନ କରି ସାମରିକ ସରଞ୍ଜାମ ପଠାଏ ତେବେ ଚୀନ୍ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଯିବ ବୋଲି ସେ ଧମକ ଦେଇଛନ୍ତି। ଏଥିସହ ସେ ଚୀନ୍କୁ... Read moreDetails
ରାଜପଥରେ ଛକିଥିଲା ଯମ…ଆଖି ପିଛୁଳାକେ ଚାଲିଗଲା ୧୧ ଜୀବନ by M M Apr-13-2026 03:04 PM IST 0 ମହାରାଷ୍ଟ୍ରର କଲ୍ୟାଣ-ଅହଲ୍ୟାନଗର (ମୁର୍ବାଡ୍) ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ମିକ୍ସର ଟ୍ରକ୍ ଏବଂ ଏକ ଇକୋ କାର୍ ମଧ୍ୟରେ ଭୀଷଣ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ... Read moreDetails
ଆମେରିକାକୁ ଇରାନର କଡ଼ା ଚେତାବନୀ…ତୁରନ୍ତ ହର୍ମୁଜ ଛାଡ଼ି ଚାଲିଯାଅ by M M Apr-13-2026 12:39 PM IST 0 ହର୍ମୁଜ୍ ପ୍ରଣାଳୀରେ ପଇଁତରା ମାରୁଥିବା ଆମେରିକୀୟ ଯୁଦ୍ଧଜାହାଜଗୁଡ଼ିକୁ କଡା ଚେତାବନୀ ଦେଇଛି ଇରାନ। ଇରାନୀୟ ରାଷ୍ଟ୍ରୀୟ ମିଡିଆ ଏକ ଭିଡିଓ ପ୍ରକାଶ କରିଛି ଯେଉଁଥିରେ ଇରାନୀୟ ବିପ୍ଳବୀ ଗାର୍ଡ୍ କର୍ପସ୍ (IRGC) ନୌସେନା ଆମେରିକୀୟ ଯୁଦ୍ଧଜାହାଜକୁ କହୁଛି – “ଗତି ବଦଳାଅ... Read moreDetails
ହର୍ମୁଜ ସ୍ଥିତି ଏବେ ଭୟଙ୍କର…ପଇଁତରା ମାରୁଛି ଆମେରିକା ନୌସେନା by M M Apr-13-2026 11:11 AM IST 0 ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ଯୁକ୍ତରାଷ୍ଟ୍ର ଆମେରିକା ଆଜିଠାରୁ ଇରାନର ସମସ୍ତ ବନ୍ଦର ଓ ଉପକୂଳ ଅଞ୍ଚଳକୁ ଯାଉଥିବା ଜାହାଜର ଯାତାୟାତକୁ ଅବରୋଧ କରିବ ବୋଲି ଘୋଷଣା କରିଛି। ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) ଏହି ନାକାବନ୍ଦୀ ଆଜି ସକାଳ ୧୦ଟା... Read moreDetails