ଲାଗୁ ହେଲା କଟକଣା…ଦିନରେ ବାଇକ ମନା, ରାତିରେ ଦୁଇଜଣ ଯାଇ ପାରିବେନି by M M Apr-21-2026 03:45 PM IST 0 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଦୁଇଚକିଆ ଯାନ ଚଳାଚଳ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି... Read moreDetails
ପ୍ରସ୍ତୁତି ଆରମ୍ଭ…ଶାନ୍ତି ବୈଠକରେ ଯୋଗଦେବାକୁ ପାକିସ୍ତାନ ଯିବେ ଟ୍ରମ୍ପ by M M Apr-21-2026 02:26 PM IST 0 ଯଦି ଆମେରିକା ଏବଂ ଇରାନ ମଧ୍ୟରେ ବହୁ ପ୍ରତିକ୍ଷିତ ଚୁକ୍ତି ସଫଳତାର ସହ ଚୂଡ଼ାନ୍ତ ରୂପ ନିଏ, ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଗସ୍ତ କରିପାରନ୍ତି। ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ସମ୍ପର୍କ... Read moreDetails
ଟ୍ରମ୍ପଙ୍କ ଧମକ…ତୁରନ୍ତ ‘ଡିଲ୍’ ନହେଲେ ପୁଣି ଫୁଟିବ ବୋମା… by M M Apr-21-2026 10:33 AM IST 0 ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ, ଯଦି କୌଣସି ସମାଧାନ ବା 'ଡିଲ୍' ନହୁଏ, ତେବେ ପୁଣି ଥରେ ଭୟଙ୍କର ବୋମା ବିସ୍ଫୋରଣ... Read moreDetails
କାଲି ସରୁଛି ସିଜ୍ ଫାୟାର୍ ଡେଡଲାଇନ…ପୁଣି ଆରମ୍ଭ ହେବ ଘମାଘୋଟ ଯୁଦ୍ଧ ! by M M Apr-21-2026 09:59 AM IST 0 ଯୁଦ୍ଧବିରତିର ସମୟ ଶେଷ ହେବାକୁ ଯାଉଥିବା ବେଳେ ସାନି ଶାନ୍ତି ଆଲୋଚନା ପାଇଁ ମନା କରିଦେଇଛି ଇରାନ। ଏଭଳି ପରିସ୍ଥିରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହେଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ସେପଟେ ଇରାନ ସିଧାସଳଖ ଅଭିଯୋଗ କରିଛିଯେ,... Read moreDetails
ଜାପାନରେ ଭୟଙ୍କର ଭୂ-କମ୍ପ…ଜାରି ହେଲା ସୁନାମି ସତର୍କତା… by M M Apr-20-2026 02:19 PM IST 0 ଆଜି ଜାପାନର ଉତ୍ତରାଞ୍ଚଳରେ ୭.୪ ମ୍ୟାଗ୍ନିଚୁଡ଼ର ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଯୋଗୁଁ ସୁନାମି ଚେତାବନୀ ଜାରି କରାଯାଇଛି। ଏନ୍ଡିଟିଭି ରିପୋର୍ଟ ଅନୁଯାୟୀ, ଆଜି ସକାଳ ୪:୫୩ ମିନିଟ୍ରେ ଉତ୍ତର ଇୱାତେ ପ୍ରିଫେକ୍ଚର ନିକଟରେ ପ୍ରଶାନ୍ତ ମହାସାଗରରେ... Read moreDetails
ଦ୍ୱିତୀୟ ଦଫା ଶାନ୍ତି ଆଲୋଚନାକୁ କାହିଁକି ପ୍ରତ୍ୟାଖ୍ୟାନ କଲା ଇରାନ ? by M M Apr-20-2026 01:22 PM IST 0 ଯୁକ୍ତରାଷ୍ଟ୍ର ଆମେରିକା ସହ ଦ୍ୱିତୀୟ ଦଫା ଶାନ୍ତି ଆଲୋଚନାରେ ଭାଗ ନେବାକୁ ଇରାନ୍ ସ୍ପଷ୍ଟ ମନା କରିଦେଇଛି। ଇରାନର ଇସ୍ଲାମିକ୍ ରିପବ୍ଲିକ୍ ନ୍ୟୁଜ୍ ଏଜେନ୍ସି (ଆଇଆର୍ଏନ୍ଏ) କହିଛି ଯେ, ଇସ୍ଲାମାବାଦରେ ଦ୍ୱିତୀୟ ଦଫା ଆଲୋଚନା ବିଷୟରେ ପ୍ରଚାରିତ ଖବର ସମ୍ପୂର୍ଣ୍ଣ ଭୂଲ୍।... Read moreDetails
ମଝି ଆକାଶରେ ଚାରି ଘଣ୍ଟା ଥରିଲା ବିମାନ…ବିକଳରେ କାନ୍ଦିଲେ ଯାତ୍ରୀ… by M M Apr-20-2026 12:19 PM IST 0 Fly91 ଏୟାରଲାଇନ୍ସର ଏକ ଫ୍ଲାଇଟ୍ ହାଇଦ୍ରାବାଦରୁ ହୁଵଲୀ ଯାତ୍ରା କରୁଥିବା ସମୟରେ ମଝି ଆକାଶରେ ଏକ ଭୟଙ୍କର ଘଟଣା ଘଟିଛି। ବିମାନଟି ହଠାତ ଥରିବାକୁ ଆରମ୍ଭ କରିବାରୁ ଯାତ୍ରୀମାନେ ବିକଳରେ କାନ୍ଦିବାକୁ ଆରମ୍ଭ କରିଥିଲେ । ହଠାତ୍ ଟେକ୍ନିକାଲ୍ ଫଲ୍ଟ୍ ହେବାରୁ... Read moreDetails
ସୋମବାର ପୁଣି ବସିବ US – IRAN ଶାନ୍ତି ବୈଠକ, ଟ୍ରମ୍ପ କହିଲେ… by M M Apr-18-2026 08:28 AM IST 0 ପଶ୍ଚିମ ଏସିଆରେ ଉତ୍ତେଜନା କମାଇବା ପାଇଁ ନୂତନ କୂଟନୈତିକ ପ୍ରୟାସ ମଧ୍ୟରେ ଯୁକ୍ତରାଷ୍ଟ୍ର ଓ ଇରାନ୍ ମଧ୍ୟରେ ଆଗାମୀ ଶାନ୍ତି ଆଲୋଚନା ସୋମବାର ଦିନ ଇସଲାମାବାଦ୍ରେ ହେବାର ସମ୍ଭାବନା ରହିଛି। ପାକିସ୍ତାନ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ପ୍ରଥମ ପାଳି... Read moreDetails
ହର୍ମୁଜ୍ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଲା IRGC by M M Apr-18-2026 08:05 AM IST 0 ହର୍ମୁଜ୍ ପ୍ରଣାଳୀ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଛି ଇରାନର IRGC...। ଏହି ସର୍ତ୍ତ ପରେ ବିଶ୍ଵବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଇରାନ୍ ବିଦେଶ ମନ୍ତ୍ରୀ ଆବାସ୍ ଆରାଘ୍ଚି ଘୋଷଣା କରିଥିଲେ ଯେ ଲେବାନନ୍ ଯୁଦ୍ଧବିରାମ ସମୟରେ... Read moreDetails
Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ by M M Apr-17-2026 06:53 PM IST 0 Strait of Hormuzକୁ ନେଇ ବଡ ଘୋଷଣା କରିଛି ଇରାନ । ଇରାନର ବିଦେଶ ମନ୍ତ୍ରୀ ଆବ୍ବାସ୍ ଆରାଘଚି ଘୋଷଣା କରିଛନ୍ତି ଯେ, ଯୁଦ୍ଧବିରାମ ସମୟରେ ହର୍ମୁଜ୍ ପ୍ରଣାଳୀ (Strait of Hormuz) ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ ଏବଂ ସମସ୍ତ... Read moreDetails