ବଦଳିଲା ବିହାର…ନୀତିଶ କୁମାର ଦେଲେ ଇସ୍ତଫା, ନୂଆ ମୁଖ୍ୟମନ୍ତ୍ରୀ କିଏ ?
ଦୀର୍ଘଦିନ ଧରି ବିହାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ନିତୀଶ କୁମାର ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଦସ୍ୟ ଭାବେ ଯୋଗ ଦେବା ପାଇଁ ଏହି ନିଷ୍ପତ୍ତି ନେଇଥିବା ନିତୀଶ କୁମାର ବିହାରର ୧୦ ଥରର ମୁଖ୍ୟମନ୍ତ୍ରୀ ଭାବେ ...







