• Latest
  • Trending
odisha.newsroom.in

ରାଜପଥରେ ଛକିଥିଲା ଯମ…ଆଖି ପିଛୁଳାକେ ଚାଲିଗଲା ୧୧ ଜୀବନ

Apr-13-2026 03:04 PM IST
odisha.newsroom.in

ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ହତ୍ୟା ଧମକ, କାହାର ଏ ଅଜଣା କଲ୍ ?

Apr-17-2026 03:40 PM IST
odisha.newsroom.in

ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି…

Apr-17-2026 03:05 PM IST
odisha.newsroom.in

ଆକାଶରେ ଫୁଟିବ ପରମାଣୁ ବୋମା…ଧ୍ବଂସ ହେବ ସାଟେଲାଇଟ, କାମ କରିବନି ଇଣ୍ଟରନେଟ୍

Apr-17-2026 02:48 PM IST
odisha.newsroom.in

ବିଜୁଙ୍କ ଶ୍ରାଦ୍ଧ ଦିବସରେ ପୁଣି ଗର୍ଜିଲେ ଶ୍ରୀମୟୀ…କହିଲେ…

Apr-17-2026 02:25 PM IST
odisha.newsroom.in

ବିଜୁଙ୍କ ତିରୋଧାନ ଦିବସରେ କାନ୍ଦିଲେ ଦିଲ୍ଲୀପ…ବିଜୁ ଲିଗାସୀର ମର୍ମ ବୁଝାଇଦେଲେ…

Apr-17-2026 02:09 PM IST
odisha.newsroom.in

ଦିଲ୍ଲୀ ବିମାନବନ୍ଦରରେ ବଡ଼ ଦୁର୍ଘଟଣା…ଆକାଶ-ସ୍ପାଇସ୍‌ଜେଟ୍ ଧକ୍କା…

Apr-16-2026 05:28 PM IST
odisha.newsroom.in

କେବେଠୁ ଆରମ୍ଭ ଖରା ଛୁଟି ? ଗଣଶିକ୍ଷା ମନ୍ତ୍ରୀ ଦେଲେ ବଡ଼ ବୟାନ…

Apr-16-2026 05:06 PM IST
odisha.newsroom.in

ପଡ଼ିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ…ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

Apr-16-2026 03:53 PM IST
odisha.newsroom.in

ଆଜିଠୁ ସାରା ରାଜ୍ୟରେ ଡିଜିଟାଲ ଜନଗଣନା…ପଚରାଯିବ ଏହି ପ୍ରଶ୍ନ

Apr-16-2026 01:12 PM IST
odisha.newsroom.in

ମହିଳା ସଂରକ୍ଷଣ ବିଲ୍…ଆଜି ୧୨ ଘଣ୍ଟା ଆଲୋଚନା, କାଲି ଭୋଟିଂ

Apr-16-2026 12:44 PM IST
  • About
  • Careers
  • Contact Us
Friday, April 17, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ରାଜପଥରେ ଛକିଥିଲା ଯମ…ଆଖି ପିଛୁଳାକେ ଚାଲିଗଲା ୧୧ ଜୀବନ

by M M
Apr-13-2026 03:04 PM IST
in ଦେଶ ବିଦେଶ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ମହାରାଷ୍ଟ୍ରର କଲ୍ୟାଣ-ଅହଲ୍ୟାନଗର (ମୁର୍ବାଡ୍) ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ମିକ୍ସର ଟ୍ରକ୍ ଏବଂ ଏକ ଇକୋ କାର୍ ମଧ୍ୟରେ ଭୀଷଣ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସଂପୃକ୍ତ ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି ।

ଆଜି ସକାଳ ପ୍ରାୟ ୧୧:୧୫ ମିନିଟ୍ ସମୟରେ କଲ୍ୟାଣ -ମୁର୍ବାଡ୍ ଜାତୀୟ ରାଜପଥ-୬୧ର ରାୟତେ ପୁଲ୍ (ପାଞ୍ଜରା ବ୍ରିଜ୍) ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମୁର୍ବାଡ୍ ଠାରୁ କଲ୍ୟାନ୍ ଆସୁଥିବା ଇକୋ କାର୍‌ରେ ୧୨ ଜଣ ଯାତ୍ରୀ ଥିଲେ। ସିମେଣ୍ଟ ମିକ୍ସର ଟ୍ରକ୍ ବିପରୀତ ଦିଗରୁ ଆସୁଥିଲା। ଉଭୟ ଯାନ ମଧ୍ୟରେ ଜୋର୍ ଧକ୍କା ହେବାରୁ ଇକୋ କାର୍ ଚୁରମାର ହୋଇଯାଇଥିଲା।କାର୍‌ରେ ଥିବା ୧୧ ଜଣ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ମୃତଦେହଗୁଡ଼ିକୁ ଉଦ୍ଧାର କରି ସରକାରୀ ହସ୍ପିଟାଲ୍‌କୁ ପଠାଯାଇଛି। ପରିଚୟ ଚିହ୍ନଟ ପ୍ରକ୍ରିୟା ଚାଲିଛି।ଟିଟୱାଲା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକ ବେଗ, ଓଭରଲୋଡିଂ କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ପରେ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଥିଲା, ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି।

Tags: 11 deadmaharashtraroad accident
Share196Tweet123
M M

M M

ଆଜିର ପାଗ

Bhubaneswar
April 17, 2026, 6:08 PM
 

S
Overcast
30°C
3.2 m/s
Apparent: 32°C
Pressure: 1007 mb
Humidity: 87%
Winds: 3.2 m/s S
Windgusts: 7.4 m/s
UV-Index: 0
Precip.: 0mm /25% / Rain
Sunrise: 5:26 AM
Sunset: 6:05 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom